ଯାଜପୁର ଜିଲ୍ଲାରେ ଆବଶ୍ୟକ ପରିମାଣଠାରୁ କମ୍ ବର୍ଷା ରେକର୍ଡ, ଚିନ୍ତାରେ ଚାଷୀ
ଯାଜପୁର: ଯାଜପୁର ଜିଲ୍ଲାରେ ଆବଶ୍ୟକ ପରିମାଣଠାରୁ କମ୍ ବର୍ଷା। ଅଭାବି ବର୍ଷା ଚାଷୀକୂଳକୁ ଚିନ୍ତାରେ ପକାଇଛି। ଆବଶ୍ୟକ ପରିମାଣର ବର୍ଷା ନହେବାରୁ ଚାଷ କାର୍ଯ୍ୟ ଆଗେଇ ପାରୁନାହିଁ। ଫଳରେ ଯାଜପୁର ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ଜୁନ୍ ଓ ଜୁଲାଇ ମାସରେ ଆବଶ୍ୟକ ପରିମାଣଠାରୁ…