Browsing Tag

less sleeping

ରାତିରେ ନିଦ ହେଉନଥିଲେ ସାବଧାନ, ଜାଣନ୍ତୁ କାହିଁକି ହୁଏ ଏପରିସ୍ଥିତି

ଖରାପ ଲାଇଫଷ୍ଟାଇଲ, ଅସ୍ୱାସ୍ଥ୍ୟକର ଡାଏଟ ପ୍ଲାନ, ଷ୍ଟ୍ରେସ ଏବଂ ଅତ୍ୟଧିକ ମୋବାଇଲ ଚଲାଇବା ଯୋଗୁଁ ଲୋକମାନେ ରାତିରେ ଶୋଇବାରେ ଅସୁବିଧାର ସାମ୍ନା କରୁଛନ୍ତି । ଯଦି ଆପଣ ମଧ୍ୟ ରାତିରେ ଭଲ ଭାବେ ଶୋଇପାରୁ ନାହାନ୍ତି, ତେବେ ସାବଧାନ ହୋଇଯାଆନ୍ତୁ । ଏହି ଲକ୍ଷଣ ଶରୀରରେ କ୍ୟାଲସିୟମ ଅଭାବକୁ…

ଶୋଇବା ପୂର୍ବରୁ ଅତ୍ୟଧିକ ଥଣ୍ଡା କିମ୍ବା ଗରମ ଲାଗୁଛି କି ? ଜାଣନ୍ତୁ କିପରି ଶରୀରର ତାପମାତ୍ରା ନିୟନ୍ତ୍ରଣ କରିବେ !

ଯଦି ଆପଣଙ୍କୁ ରାତିରେ ଭଲ ନିଦ ନଆସେ, ତେବେ ସକାଳୁ ଆପଣଙ୍କ ଚେହେରା ଶୁଖିଲା ଓ ଅସୁସ୍ଥ ଦେଖାଯାଇଥାଏ । ଘରେ କିମ୍ବା ଅଫିସରେ ଯେଉଁ ସ୍ଥାନରେ ମଧ୍ୟ ହେଉ, ଯଦି ଶୋଇବା ଅଭାବ ହୁଏ, ତାହେଲେ ଆପଣଙ୍କୁ ଦିନସାରା କ୍ଳାନ୍ତ ଅନୁଭବ ହୋଇଥାଏ । ଅଧିକ ସମୟ ପର୍ଯ୍ୟନ୍ତ ନିଦ ଅଭାବ ହେବା ମଧ୍ୟ ଗୋଟିଏ…

ଏହି ଭିଟାମିନ ଅଭାବରୁ ରାତିରେ ହୁଏନାହିଁ ନିଦ, ଜାଣନ୍ତୁ କିପରି ଦୂର କରିବେ ସମସ୍ୟା

ଅନେକ ଲୋକଙ୍କୁ ରାତିରେ ଠିକ ଭାବେ ନିଦ ହୁଏନାହିଁ । ତେବେ ଜାଣି ରଖନ୍ତୁ ନିଦ ନଆସିବା ଏକ ରୋଗ ସହ ସମାନ । ଏହା ସହିତ ଏହା ଅନେକ ରୋଗର କାରଣ ହୋଇପାରେ । ପ୍ରତ୍ୟେକ ମଣିଷ ୬-୮ ଘଣ୍ଟା ଶୋଇବା ଆବଶ୍ୟକ । ଯଦି କୌଣସି ବ୍ୟକ୍ତି ନିଦ ପୂରା କରିପାରେ ନାହିଁ ତେବେ ସେ ଶରୀରିକ ଏବଂ ମାନସିକ ସ୍ତରରେ…

ରାତିରେ ୫ ଘଣ୍ଟାରୁ କମ ଶୋଇଲେ ଦ୍ୱିଗୁଣ ହୋଇଥାଏ ହାର୍ଟ ଆଟାକ୍‌ ଆଶଙ୍କା, ଗବେଷଣାରୁ ଜଣାପଡିଲା

ଲଣ୍ଡନ : ରାତିରେ ଯେଉଁ ବ୍ୟକ୍ତି ୫ ଘଣ୍ଟାରୁ କମ ଶୋଉଛନ୍ତି, ସେମାନଙ୍କ ଠାରେ ପେରିଫେରାଲ ଆର୍ଟେରୀ ଡିଜିଜ (ପିଏଡି) ବୃଦ୍ଧିର ୭୪% ଆଶଙ୍କା ଥାଏ ବୋଲି ଗବେଷଣାରୁ ଜଣାପଡିଛି । ଏହାଦ୍ୱାରା ଗୋଡର ଧମନୀରେ ଜମାଟ ବାନ୍ଧିବା ସହ ଏହା ରକ୍ତ ପ୍ରବାହକୁ ରୋକି ଦେଇଥାଏ, ଯାହାଫଳରେ ହୃଦଘାତ ଓ…

ରାତିରେ ୫ ଘଣ୍ଚାରୁ କମ୍‌ ନିଦ ଶୋଉଥିଲେ ହୋଇଥାଏ ଏହି ସବୁ ଘାତକ ରୋଗ, ରିସର୍ଚ୍ଚରୁ ହେଲା ଖୁଲାସା

କରୋନା ମହାମାରୀ ହୋଇଥିବାରୁ ଅନେକ ଲୋକ ନିଦ୍ରାହୀନତାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଲୋକମାନେ ପ୍ରାୟତଃ ୫ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶୋଇପାରୁ ନାହାଁନ୍ତି। ନିକଟରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁ ଲୋକମାନେ ରାତିରେ ପାଞ୍ଚ ଘଣ୍ଟାରୁ କମ୍ ଶୋଇଥା’ନ୍ତି, ସେମାନେ ଅନେକ…

ରାତିରେ ଲାଇଟ ଜଳାଇ ଶୋଇବା ଦ୍ୱାରା ଏହି ସ୍ୱାସ୍ଥ୍ୟ ସମସ୍ୟାରେ ହୋଇପାରନ୍ତି ଶିକାର,ଜାଣନ୍ତୁ କ’ଣ

ସୁସ୍ଥ ଶରୀର ପାଇଁ ପ୍ରାୟ ୭ ରୁ ୮ ଘଣ୍ଟା ଶୋଇବା ଜରୁରୀ । ହେଲ୍ଥ ଏକ୍ସପର୍ଟ ଆପଣଙ୍କ ରୋଗ ଓ ଶରୀରର ସମସ୍ୟାକୁ ଦେଖି ଅଲଗା ଅଲଗା ଶୋଇବା ପାର୍ଟନ ବତାଇଥାନ୍ତି । ଶରୀରର ଥକାପଣ ଓ ଦୁର୍ବଳତା ଦୂର କରିବା ପାଇଁ ଶୋଇବା ବହୁତ ଜରୁରୀ । ଏହାଦ୍ୱାରା ମସ୍ତିସ୍କ ଭଲ କାମ କରିଥାଏ । ଶୋଇବା ଖରାପ ହେଲେ…

ଆପଣ ବି ଦିନକୁ ୮ ଘଣ୍ଟାରୁ କମ ଶୋଉଛନ୍ତିକି, ଜାଣିରଖନ୍ତୁ କଣ ହୋଇଥାଇ ପାରେ କାରଣ

ଗୋଟେ ସୁସ୍ଥ ଜୀବନ ଶୈଳୀ ପାଇଁ ପର୍ଯ୍ୟାପ୍ତ ପରିମାଣରେ ନିଦ ନିହାତି ଜରୁରୀ ହୋଇଥାଏ । ଡାକ୍ତର ମାନେ ବି ଦିନକୁ ଅତି କମରେ ୭ ରୁ ୮ ଘଣ୍ଟା ଶୋଇବାକୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ନିକଟରେ ହୋଇଥିବା ଏକ ଗବେଷଣାରୁ ଜଣାଯାଇଛିକି ଦିନକୁ ଯେ କେବଳ ୮ ଘଣ୍ଟାର ନିଦ ଦରକାର ତାହା ନୁହେଁ । ଖୁବ…

ଆପଣଙ୍କ ନିଦରେ ଯଦି ୧୫ ମିନିଟ୍ କମ୍ ହୁଏ, ତେବେ ବଢିଯିବ ମୋଟାପଣ, ରକ୍ତଚାପ ଏବଂ ହାର୍ଟ ରୋଗ

ଓଜନ କମ୍ କରିବା କଥା ଆସିବା ମାତ୍ରେ ଆମେ ପ୍ରଥମେ ଡାଏଟ ଉପରେ ଧ୍ୟାନ ଦେଇଥାଉ। ୱାର୍କଆଉଟ ଉପରେ ଫୋକସ କରୁ। ଛୋଟରୁ ଛୋଟ କଥା ଉପରେ ଆମର ଧ୍ୟାନ ଯାଇଥାଏ, କିନ୍ତୁ ନିଦ ଶରୀର ପାଇଁ ବେଶ ଜରୁରୀ ହେବା ସତ୍ତ୍ବେ ତା ଉପରେ ଆମର ବିଲକୁଲ ଧ୍ୟାନ ନଥାଏ। ଆମକୁ ଯଦି କମ୍ ନିକ ହୁଏ, ତେବେ ଓଜନ ବଢିବାର…