ଏକ ସେକେଣ୍ଡରୁ ବି କମ୍ ସମୟ ମଧ୍ୟରେ କାହା ପ୍ରତି ଆକର୍ଷିତ ହୋଇଥାଏ ମଣିଷ, ରିସର୍ଚ୍ଚରେ ହେଲା ବଡ଼ ଖୁଲାସା
କାହା ପ୍ରତି ଆକର୍ଷିତ ହେବାକୁ ଏକ ସେକେଣ୍ଡରୁ ବି କମ୍ ସମୟ ଲାଗେ। ନିକଟରେ ହୋଇଥିବା ଏକ ରିସର୍ଚ୍ଚରେ ଏଭଳି ଖୁଲାସା ହୋଇଛି। ଜର୍ଣ୍ଣାଲ ନ୍ୟୁରୋସାଇନ୍ସ ଲେଟର୍ସରେ ପ୍ରକାଶିତ ଏ ରିପୋର୍ଟ ମୁତାବକ କୌଣସି ବ୍ୟକ୍ତି ୨୪୪ ମିଲି ସେକେଣ୍ଡରେ(୦.୨ ସେକେଣ୍ଡ)ରେ ହିଁ ସାମ୍ନା ବ୍ୟକ୍ତିର ଲିଙ୍ଗ…