ଭାରତରେ ଆତଙ୍କୀ ଆକ୍ରମଣ ପାଇଁ ଦାଉଦ୍ ସହ ହାତ ମିଶାଇଲା ଲସ୍କର ଇ ତୋଇବା, ଗୁଇନ୍ଦା ବିଭାଗ ଦେଲା ତଥ୍ୟ
ଜାମ୍ମୁ ଓ କାଶ୍ମୀର : ପାକିସ୍ଥାନ ସନ୍ତ୍ରାସବାଦୀ ଗ୍ରୁପ୍ ଲସ୍କର ଇ ତୋଇବା ଗ୍ୟାଙ୍ଗ୍ ଷ୍ଟାର ଦାଉଦ୍ ଇବ୍ରାହିମ୍ ସହ ମିଶି କାଶ୍କୀର ଓ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବା ପାଇଁ ଯୋଜନା କରୁଥିବା ଭାରତର ଗୁଇନ୍ଦା ବିଭାଗ ସୂତ୍ରରୁ ଜଣାପଡ଼ିଛି ।
ଗତକାଲି ଦାଉଦ୍କୁ…