Browsing Tag

letter

କେବେ ଲେଖା ଯାଇଥିଲା ଦୁନିଆର ପ୍ରଥମ ଚିଠି, ଜାଣନ୍ତୁ ଏହାର ଇତିହାସ

ବର୍ତ୍ତମାନ ସୋସିଆଲ ମିଡିଆ ଯୁଗରେ, ଚିଠିର ଧାରା ପ୍ରାୟ ଅବହେଳିତ ହୋଇପଡିଛି, ଯଦିଓ ପୂର୍ବ ସମୟରେ ଲୋକମାନେ କେବଳ ଚିଠି ମାଧ୍ୟମରେ ହିଁ ପରସ୍ପରର ଅବସ୍ଥା ବିଷୟରେ ଜାଣି ପାରୁଥିଲେ । ପୂର୍ବ ଯୋଗରେ ଲୋକମାନେ ପରସ୍ପରକୁ ସୂଚନା ଦେବା ତଥା ଯୋଗାଯୋଗ କରିବା ପାଇଁ ଚିଠି ଏକମାତ୍ର ଆଧାର ଥିଲା,…

ଆଖଣ୍ଡଳମଣିଙ୍କୁ ନୂଆ ବର୍ଷର ଅଭିନନ୍ଦନ ଜଣାଇଛନ୍ତି ଜଣେ ଭକ୍ତ, ଚିଠି ଲେଖି ଦେଲେ ଶୁଭେଚ୍ଛାର ବାର୍ତ୍ତା

ଭଦ୍ରକ (କେନ୍ୟୁଜ୍‌): ନୂଆ ବର୍ଷରେ ସମସ୍ତେ ନିଜ ସର୍ମ୍ପକୀୟଙ୍କୁ ଶୁଭେଚ୍ଛା ଜଣାନ୍ତି । କିନ୍ତୁ ଖୁବ କମ୍‌ ଲୋକ ଥାଆନ୍ତି ଯେଉଁମାନେ ଭଗବାନଙ୍କୁ ଶୁଭେଚ୍ଛା ଜଣାଇଥାନ୍ତି । ଭକ୍ତମାନେ ନୂଆବର୍ଷରେ ଭଗବାନଙ୍କ ନିକଟକୁ ଯାଇ ଭୋଗ ଲଗାନ୍ତି ମାନସିକ କରନ୍ତି । କିନ୍ତୁ ଜଣେ ଭକ୍ତ ନିଆରା ଢଙ୍ଗରେ…

୩୨ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨୦୦ ବର୍ଷର ପୁରୁଣା ଚିଠି, କନିଆଁଙ୍କ ପାଇଁ ଲେଖାଯାଇଥିଲା ଚିଠି

ଚିଠି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଥାଏ । ଚିଠିରେ ଭାବନାକୁ ବ୍ୟକ୍ତ କରାଯାଇଥାଏ । ତେଣୁ ଏହାକୁ ଯତ୍ନର ସହ ସମ୍ଭାଳି ରଖାଯାଇଥାଏ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଚିଠିକୁ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ଏବଂ ଚିଠିକୁ କିଣିବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା…

ମୋତେ ଦିନେ କହିଥିଲେ ମୁଁ କିଛି କରିପାରିବିନି, କିନ୍ତୁ ମୁଁ ଆଜି କରି ଦେଖାଇଛି ମ୍ୟାଡ଼ାମ….

ଛାତ୍ର ଜଣଙ୍କ ନିଜ ଶିକ୍ଷୟିତ୍ରୀଙ୍କୁ ଏକ ଚିଠି ଲେଖିଛନ୍ତି । ଆଉ ସେହି ଚିଠିରେ ସେ ଲେଖିଛନ୍ତିକି- "ହ୍ୟାଲୋ ମାମ, ୨୦୧୯-୨୦ ବର୍ଷରେ ମୁଁ ଆପଣଙ୍କ ଛାତ୍ର ଥିଲି । ଏହି ମେସେଜ ମୁଁ ଆପଣଙ୍କୁ ଏଥିପାଇଁ ପଠାଉଛି କାହିଁକିନା ଆପଣ ମୋତେ ଥରେ କହିଥିଲେକି ମୁଁ କିଛି ବି କରି ପାରିବି ନାହିଁ । ଆପଣ…

‘ଜଲ୍‌ଦି ବନ୍ଦ କରି ଦିଅନ୍ତୁ ଓ୍ଵାର୍କ ଫ୍ରମ୍‌ ହୋମ୍‌, ନ ହେଲେ ଭାଙ୍ଗିଯିବ ଆମ ବିବାହ’; ଜାଣନ୍ତୁ ସ୍ୱାମୀଙ୍କ…

ସୋସିଆଲ ମିଡିଆରେ ଏକ ଚିଠି ଖୁବ୍‌ ଭାଇରାଲ ହେଉଛି, ଯାହାକୁ ଜଣେ ସ୍ତ୍ରୀ ନିଜ ସ୍ୱାମୀଙ୍କ ବସ୍‌ଙ୍କ ପାଖକୁ ଲେଖିଛନ୍ତି। ଏହି ଚିଠିରେ ସ୍ତ୍ରୀ, ସ୍ୱାମୀଙ୍କ ବସ୍‌ଙ୍କୁ ଅନୁରୋଧ କରିଛନ୍ତି କି, ସେ ତାଙ୍କ ସ୍ୱାମୀଙ୍କ ଓ୍ଵାର୍କ ଫ୍ରମ୍‌ ହୋମ୍‌କୁ ଶେଷ କରି ତୁରନ୍ତ ତାଙ୍କୁ ଅଫିସ୍‌ ଡକାନ୍ତୁ।…

ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ, ଖୋଲା ବଜାରରେ ଟିକା ଉପଲବ୍ଧ କରିବାକୁ ପ୍ରସ୍ତାବ

ଭୁବନେଶ୍ବର: ଟିକାକରଣ ନେଇ ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବର୍ତ୍ତମାନର କରୋନା ସ୍ଥିତି ନେଇ ପ୍ରଧାନମନ୍ତ୍ରୀଙ୍କୁ ୪ଟି ପ୍ରସ୍ତାବ ଦେଲେ ମୁଖ୍ୟମନ୍ତ୍ରୀ । ଖୋଲା ବଜାରରେ ଟିକା ଉପଲବ୍ଧ କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହା ଦ୍ୱାରା…

ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜାଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି

ପୁରୀ : ପୁରୀ ଶ୍ରୀମନ୍ଦିର ବିକାଶ ପାଇଁ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଚିଠି। ସମର୍ପଣ ନିଧି ସଂଗ୍ରହ ଅଭିଯାନକୁ ନିଜ ମାର୍ଗଦର୍ଶନରେ କରିବାକୁ ଚିଠିରେ ଅନୁରୋଧ କରିଛନ୍ତି ଧର୍ମେନ୍ଦ୍ର। ବିଶାଳ ସମର୍ପଣ ନିଧି ଅଭିଯାନକୁ ସ୍ୱେଚ୍ଛାକୃତ…

ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି, ମାଟ୍ରିକ ଓ +୨ ପରୀକ୍ଷା ପରିଚାଳନା ପାଇଁ ଜାତୀୟସ୍ତରରେ…

ଭୁବନେଶ୍ବର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଚିଠି। ମାଟ୍ରିକ ଓ +୨ ପରୀକ୍ଷା ପରିଚାଳନା ନେଇ ଚିଠିରେ ଉଲ୍ଲେଖ କରାଯାଇଛି। କୋଭିଡ ପରିସ୍ଥିତିରେ ବୋର୍ଡ ପରୀକ୍ଷା ନେଇ ଚିଠି। ଏନେଇ ଜାତୀୟସ୍ତରରେ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଅନୁରୋଧ କରିଛନ୍ତି…

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି, ବିଧାନସଭାର ସମସ୍ତ କାର୍ଯ୍ୟାବଳୀ…

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକଙ୍କ ଚିଠି । ବିଧାନସଭାର ସମସ୍ତ କାର୍ଯ୍ୟାବଳୀ ଓଡ଼ିଆ ଭାଷାରେ ସମ୍ପାଦନ ପାଇଁ ପ୍ରସ୍ତାବ ଦେଇଛନ୍ତି । ବିରୋଧୀ ଦଳ ନେତା କହିଛନ୍ତି, ବିଧାନସଭା ଗୃହର ଅନେକ ବିଭାଗୀୟ କମିଟି ରହିଛି, ଯେଉଁମାନଙ୍କ ରିପୋର୍ଟ…

ସେନା ଚାକିରି ଆଶାୟୀଙ୍କ ଦୌରାତ୍ମ୍ୟ, ଆଗକୁ ଭୁବନେଶ୍ୱରରେ ଇଣ୍ଟରଭ୍ୟୁ ନକରିବାକୁ ଚିଠି ଲେଖିଲା କମିସନରେଟ ପୋଲିସ

ଭୁବନେଶ୍ୱର(କେନ୍ୟୁଜ୍): ଆଗକୁ ଭୁବନେଶ୍ୱରରେ ଆର୍ମି ଇଣ୍ଟରଭ୍ୟୁ ନକରିବାକୁ ଚିଠି ଲେଖିଲା କମିସନରେଟ ପୋଲିସ । ୧୨୦ ବାଟାଲିଅନରେ ବିହାର ରେଜିମେଣ୍ଟ ପାଇଁ ଇଣ୍ଟରଭ୍ୟୁ ବେଳେ ବହୁ ବିଶୃଙ୍ଖଳା ଦେଖାଦେଇଛି । ଏହି ପ୍ରସଙ୍ଗରେ ୧୨୦ ବାଟାଲିଅନ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଛନ୍ତି ପୋଲିସ…

ପ୍ରେମିକ ପାଇଁ ୨୨ କଡା ନିୟମ, ଭାଇରାଲ୍ ହେଉଛି ପ୍ରେମିକା ବନାଇଥିବା କଟକଣାର ତାଲିକା

ପ୍ରେମିକ – ପ୍ରେମିକାଙ୍କ ମଧ୍ୟରେ ଝଗଡା କିଛି ନୂଆ କଥା ନୁହେଁ । ଏହି ସମ୍ପର୍କରେ ଖୁବ୍ ଶ୍ରୀଘ୍ର ବଢିଥାଏ ଅବିଶ୍ବାସ । ଆଉ ତା ପରେ ବ୍ରେକ ଅପ୍ ପାଇଁ ବେଶୀ ସମୟ ମଧ୍ୟ ଲାଗିନଥାଏ । ନିଜ ସମ୍ପର୍କକୁ ରକ୍ଷା କରିବା ପାଇଁ ବହୁତ କିଛି କରିଯାଆନ୍ତି ପ୍ରେମୀଯୁଗଳ । ଏବେ ଯେମିତି ଏକ ଚିଠି…

ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି : ମହିଳା ସଂରକ୍ଷଣ ବିଲ୍ ଆଗତ କରାଯାଉ

ନୂଆଦିଲ୍ଲୀ: ସଂସଦ ମୌସୁମୀ ଅଧିବେଶନ ପୂର୍ବରୁ, ପ୍ରଧାନମନ୍ତ୍ରୀଙ୍କୁ ରାହୁଲ ଗାନ୍ଧିଙ୍କ ଚିଠି। କଂଗ୍ରେସ ବିଲ୍ ପାସ କରାଇବାରେ ସମସ୍ତ ସହଯୋଗ କରିବ। ଏହି ବିଲ୍ ୨୦୧୦ରେ ୟୁପିଏ ସରକାର ଆଗତ କରିଥିଲେ। ଯାହା ରାଜ୍ୟସଭାରେ ପାସ୍ ହୋଇଛି। କିନ୍ତୁ ଆଠ ବର୍ଷ ହେଲା ଲୋକସଭାରେ ଅଟକି ରହିଛି।…