LICର ଏହି ସ୍କିମରେ ଆପଣଙ୍କୁ ବିବାହ ପାଇଁ ମିଳିବ ୨୭ ଲକ୍ଷ ଟଙ୍କା
ଆସିଲା ଏଲଆଇସିର ନୂଆ ଜବଦରସ୍ତମ ସ୍କିମ। ଯାହାର ଫାଇଦା ଏବେ ସମସ୍ତେ ଉଠାଇପାରିବେ। ଏଲଆଇସିର ଏହି ସ୍କିମରେ ୧୨୧ ଟଙ୍କା ଜମା କରିଲେ ଆପଣଙ୍କୁ ମିଳିବ ୨୭ ଲକ୍ଷ ଟଙ୍କା। ଜାଣନ୍ତୁ କିପରି କରିବେ ଆପ୍ଲାଏ।
ଏଲଆଇସି ଏହି ସ୍କିମ ଖାସ କରି ଝିଅମାନଙ୍କ ପାଇଁ ଆଣିଛି।ଏଲଆଇସି କନ୍ୟାଦାନ…