LIC ରେ ନିଯୁକ୍ତି ଜାରି, ଖାଲି ପଡିଛି ୫୦୦୦ ପଦବୀ
ଭାରତୀୟ ଜୀବନ ବୀମା ନିଗମ ପକ୍ଷରୁ ବୀମା ପ୍ରତିନିଧି ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନା ମୁତାବକ ଏହି ପଦବୀରେ ନିଯୁକ୍ତି ପାଇଁ ଇଛୁକ ଆବେଦନକାରୀ ଆସନ୍ତା ୨୮.୦୨.୨୦୨୧ ମଧ୍ୟରେ ଅନଲାଇନ୍ ଆବେଦନ ପତ୍ର ଜମା କରିପାରିବେ।
ଜାଣନ୍ତୁ ନିଯୁକ୍ତି ସମ୍ପର୍କରେ ସମ୍ପୂର୍ଣ୍ଣ…