ତୁମ ହେଲମେଟ୍ କୁଆଡ଼େ ଗଲା ? ପୁଡୁଚେରୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀଙ୍କର ଏ ପ୍ରଶ୍ନ ଥିଲା ବାଇକ୍ ଚାଳକଙ୍କୁ
ପୁଡୁଚେରୀ : ସଡ଼କ ସୁରକ୍ଷା ସଚେତନତା ପାଇଁ ରାସ୍ତାକୁ ଓହ୍ଲାଇଲେ ନିଜେ ରାଜ୍ୟମୁଖ୍ୟ । ଏହି ରାଜ୍ୟମୁଖ୍ୟ ଆଉ କେହି ନୁହନ୍ତି, ସେ ହେଛନ୍ତି ପୁଡୁଚେରୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର କିରଣ ବେଦୀ । ସଡ଼କ ସୁରକ୍ଷା ସପ୍ତାହ ପାଳନ ଅବସରରେ କିରଣ ବେଦୀ ନିଜେ ରାସ୍ତାକୁ ଓହ୍ଲାଇ ଲୋକଙ୍କୁ ହେଲମେଟ୍…