Browsing Tag

LIFE IN DUSTBIN

ମୋ ଜୀବନ ଜୀବିକା : ଏଇଠୁ ଖୋଜେ ପରିବାରର ଭବିଷ୍ୟତ

ଭୁବନେଶ୍ବର (କେନ୍ୟୁଜ୍) : ରାଜଧାନୀ ଖାରବେଳ ନଗର ଗିରିଦୁର୍ଗା ମନ୍ଦିର ନିକଟରେ ଆମର ନଜର ପଡ଼ିଥିଲା ଏଇ ବୟସ୍କା ମହିଳାଙ୍କ ଉପରେ । ଡଷ୍ଟବିନ୍ ଭିତରକୁ ହାତ ବଢ଼ାଉଥିଲେ । ବୋଧହୁଏ ହାତ ପାଇଲା ନାହିଁ । ତେଣୁ ବାଡ଼ି ଖଣ୍ଡିଏ ଧରି ତା ଭିତରେ ପଡ଼ିଥିବା ଅଳିଆ ଆବର୍ଜନାରୁ କିଛି ବର୍ଜ୍ୟ ପଲିଥିନ୍…