ଡେବିଟ୍ କାର୍ଡରେ ମିଳୁଛି ୧ କୋଟି ଟଙ୍କାର ମାଗଣା ବୀମା
ଆପଣଙ୍କ ପାଖରେ ଡେବିଟ୍ କାର୍ଡ ତ ଥିବ । କିନ୍ତୁ କଣ ଆପଣ ଜାଣିଛନ୍ତି ଏହି ଡେବିଟ୍ କାର୍ଡ ସାହାଯ୍ୟରେ ଆପଣ ପାଇପାରିବେ ୧ କୋଟି ଟଙ୍କା । ହଁ ଆଜ୍ଞା ଆପଣ ୨ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧ କୋଟି ପର୍ଯ୍ୟନ୍ତ ପାଇପାରିବେ ଏହି ଡେବିଟ୍ କାର୍ଡ ଜରିଆରେ । ଆପଣ ତ ଜାଣିଥିବେ ବ୍ୟାଙ୍କ ଆକାଉଣ୍ଟ…