ବିବାହଜନିତ ବାଧା ଏବଂ ସମସ୍ୟା ଦୂର ପାଇଁ ପାଠ କରନ୍ତୁ ପାର୍ବତୀ ମନ୍ତ୍ର, ମିଳିବ ମନମୁତାବକ ବର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବିବାହ ହେଉ ଅବା ପବିତ୍ର କାର୍ଯ୍ୟ ସବୁକିଛି ସଠିକ୍ ସମୟରେ ହେବା ଜରୁରୀ। ଏଥିରେ ଅବହେଳା କିମ୍ବା ବିଳମ୍ବ କଲେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ଆପଣଙ୍କ ଜାତକରେ କିଛି ଗ୍ରହ ସହିତ ଆପଣଙ୍କ ରାଶିର ତାଳମେଳ ଖାଇଲେ ହିଁ ଉପଯୁକ୍ତ ସାଥି ବିଷୟରେ ସୂଚନା…