Browsing Tag

life style

ହୋଲିରେ ଆପଣାନ୍ତୁ ଏହି ୫ ଉପାୟ, ମାନସିକ ଚାପରୁ ମିଳିବ ମୁକ୍ତି

ହୋଲି ଦିନରେ ଆପଣ ଛୋଟ ଛୋଟ ଉପାୟକୁ ଆପଣାଇ ନିଜ ମନରେ ଶାନ୍ତି ଏବଂ ଆପଣଙ୍କ ଘରେ ସୁଖ ଆଣିପାରିବେ । ଏହା ବ୍ୟତୀତ ଏହି ପ୍ରତିକାର ମାନିବା ଦ୍ୱାରା ମନ, ସ୍ୱାସ୍ଥ୍ୟ, ବ୍ୟବସାୟ ତଥା ପ୍ରେମ ଏବଂ ବୈବାହିକ ଜୀବନରେ ସୁଖ ସମୃଦ୍ଧି ଆସିବ । ୧. ମାନସିକ ଶାନ୍ତି : ହୋଲି ସନ୍ଧ୍ୟାରେ ଗାଈ କ୍ଷୀରକୁ…

ଜାଣନ୍ତୁ ଭିଟାମିନ୍‌ K ଅଭାବରୁ ଶରୀରରେ କ’ଣ କ୍ଷତି ହୁଏ ଓ ଏହାର ଲକ୍ଷଣ 

ସୁସ୍ଥ ରହିବାକୁ ଶରୀରକୁ ସମସ୍ତ ପ୍ରକାର ଭିଟାମିନ୍ ଏବଂ ପ୍ରୋଟିନ୍ ଆବଶ୍ୟକ ହୋଇଥାଏ । ଯଦି ଶରୀରରେ କୌଣସି ଜିନିଷର ଅଭାବ ଥାଏ, ତେବେ ଆମକୁ ଅନେକ ରୋଗର ସାମ୍ନା କରିବା ପାଇଁ ପଡିଥାଏ । ସେହି ସବୁ ଭିଟାମିନ୍ ମଧ୍ୟରୁ ଗୋଟିଏ ହେଉଛି ଭିଟାମିନ୍ K । ଯଦି ଶରୀରରେ ଭିଟାମିନ୍ K ର ଅଭାବ ଥାଏ,…

ଇକୋ ଥେରାପି କଣ ? ଜାଣନ୍ତୁ ମେଣ୍ଟାଲ ହେଲ୍ଥ ପାଇଁ କିପରି ହୋଇଥାଏ ଲାଭଦାୟକ

ମେଣ୍ଟାଲ ହେଲ୍ଥ ଖରାପ ହେବା ମାମଲା ଅନେକ ଲୋକଙ୍କ ମଧ୍ୟରେ ଦେଖାଯାଉଛି । ଏହା ପଛରେ ଅନେକ କାରଣ ରହିଛି । ସାଧାରଣତଃ କାମକୁ ନେଇ କିମ୍ବା ଅନ୍ୟ କୌଣସି ଜିନିଷକୁ ନେଇ ଚିନ୍ତା କରିବା ଦ୍ୱାରା ମେଣ୍ଟାଲ ହେଲ୍ଥ ଖରାପ ହୋଇଥାଏ । ଅନେକ ଥର କିଛି ମାମଲାରେ ସ୍ଥିତି ଖରାପ ହୋଇଯାଏ । ମେଣ୍ଟାଲ…

ଭାରତରେ ଦ୍ରୁତଗତିରେ ବଢ଼ୁଛି ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର, ଜାଣନ୍ତୁ ଏହାର ଲକ୍ଷଣ

କ୍ୟାନ୍ସର ଅନେକ ପ୍ରକାରର ହୋଇଥାଏ । କିନ୍ତୁ ନିକଟରେ ମସ୍ତିଷ୍କ ଏବଂ ଗଳା କ୍ୟାନ୍ସର ଷଷ୍ଠ ସ୍ଥାନରେ ରହିଛି, ଯାହା ସାଧାରଣ କ୍ୟାନ୍ସର ମଧ୍ୟରୁ ଅନ୍ୟତମ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ୫୭.୫ ପ୍ରତିଶତ ମାମଲା ଏସିଆରୁ ଆସିଛି । ଏହି ଦେଶ ମାନଙ୍କ ମଧ୍ୟରେ ଭାରତ ଏଭଳି ଏକ ଦେଶ ଯେଉଁଠାରେ…

ସ୍ୱାସ୍ଥ୍ୟ ପ୍ରତି ଅଧିକ ଲାଭଦାୟକ ହୋଇଥାଏ ସବୁଜ ଟମାଟୋ

ଟମାଟୋ ଆମ ରୋଷେଇର ଏକ ଗୁରୁତ୍ୱପୂର୍ଣ୍ଣ ପରିବା, ଯାହାକୁ କିଛି ନା କିଛି ମାଧ୍ୟମରେ ଖାଦ୍ୟରେ ବ୍ୟବହାର କରାଯାଇଥାଏ । ଲାଲ ଟମାଟୋ ଖାଇବା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଆଉ ଏହା ବଜାରରେ ଅତି ସହଜରେ ମିଳି ଯାଏ । ହେଲେ ଲାଲ ଟମାଟୋ ଠାରୁ ସବୁଜ ଟମାଟୋ ଖାଇବା ଶରୀର ପାଇଁ ଅଧିକ ଲାଭଦାୟକ ଏହି…

ଏରିଥ୍ରିଟୋଲ ସୃଷ୍ଟି କରିବ ଦୀର୍ଘକାଳୀନ ରୋଗ, ହୋଇପାରେ ହାର୍ଟ ଆଟାକ 

କେନ୍ୟୁଜ୍‌(ବ୍ୟୁରୋ): ମଧୁମେୟରେ ପୀଡ଼ିତ ବ୍ୟକ୍ତିଙ୍କ ପାଇଁ କୃତ୍ରିମ ଉପାୟରେ ତିଆରି ହେଉଥିବା ମିଠା ବା ଚିନି ଦୀର୍ଘ ଦିନରୁ ଚିନିର ଏକ ପ୍ରତିବଦଳ ହୋଇ ଆସିଛି। ଅର୍ଥାତ ଚିନି ବଦଳରେ ଏହାକୁ ବ୍ୟବହାର କରୁଛେ। ଯାହାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ସ୍ବାସ୍ଥକର ବୋଲି ଦାବି କରି ଆସୁଥିଲେ। ଏହା…

ଥକାପଣ ଦୂର କରିବା ଠାରୁ ଓଜନ ହ୍ରାସ କରାଏ ନାସପାତି, ଜାଣନ୍ତୁ ଏହାର ଲାଭଦାୟକ ଗୁଣ

ଉତ୍ତମ ସ୍ୱାସ୍ଥ୍ୟ ପାଇଁ ପୁଷ୍ଟିକର ଖାଦ୍ୟ ସହିତ ଅନେକ ପ୍ରକାରର ଫଳ ଏବଂ ପନିପରିବା ଅନ୍ତର୍ଭୁକ୍ତ ହୋଇଥାଏ । ଫଳ ଏବଂ ପନିପରିବା ଖାଇବା ଡାକ୍ତର ମାନେ ପାଇଁ ପରାମର୍ଶ ଦିଆଯାଏ । ସତେଜ ଫଳ ଏବଂ ସବୁଜ ପନିପରିବା ଶିଶୁ, ଗର୍ଭବତୀ ମହିଳା, ଅସୁସ୍ଥ ଏବଂ ବୃଦ୍ଧ ବ୍ୟକ୍ତିଙ୍କ ଖାଦ୍ୟରେ…

ଅନିୟମିତ ଋତୁସ୍ରାବ ଠାରୁ ଆରମ୍ଭ କରି କର୍କଟ ରୋଗର ଚିକିତ୍ସା ପାଇଁ ପ୍ରଭାବଶାଳୀ ହୋଇଥାଏ ଧନିଆ ପତ୍ର ,ଜାଣନ୍ତୁ କିପରି…

ଆଜିକାଲି ମଧୁମେୟ ରୋଗ ଏକ ସାଧାରଣ ରୋଗ ହୋଇଗଲାଣି । ବର୍ତ୍ତମାନ ଅଧିକାଶଂ ଲୋକେ ମଧୁମେୟ ରୋଗରେ ପୀଡିତ। ଏହି ରୋଗୀମାନେ ରକ୍ତରେ ଗ୍ଲୁକୋଜର ସ୍ତରକୁ କମାଇବା ପାଇଁ ଅନେକ ଉପାୟ ଆପଣାଇଥାନ୍ତି । ମଧୁମେହ ରୋଗୀଙ୍କ ପାଇଁ କ’ଣ ଖାଇବା ଏବଂ କ’ଣ ଖାଇବା ଉଚିତ୍ ନୁହେଁ ତାହା ଚିନ୍ତା କରିବା କଷ୍ଟକର…

ତେଲିଆ କେଶ ପାଇଁ ଘରେ ପ୍ରସ୍ତୁତ କରନ୍ତୁ ଆୟୁର୍ବେଦିକ ହର୍ବାଲ ସାମ୍ପୁ

ଅନେକ ଲୋକ ନିଜ ଶରୀର ପାଇଁ ଖୁବ୍ ଯତ୍ନବାନ। କିନ୍ତୁ ଅନେକ ସମୟରେ ପରିବେଶ ସନ୍ତୁଳନ ଠିକ୍ ନ ରହିବାରୁ ଶାରୀରିକ ସମସ୍ୟା ଉପୁଜି ଥାଏ। ଆପଣା ଜାଣିଥିବେ ଅନେକ ନିଜ କେଶକୁ ନେଇ ମଧ୍ୟ ଅଧିକ ଯତ୍ନବାନ ଥାଆନ୍ତି। ଯଦି ଆପଣଙ୍କ କେଶ ଗ୍ରୀଷ୍ମ ଋତୁରେ ତେଲିଆ ହୋଇଯାଏ, ତେବେ ଆପଣ ରାସାୟନିକ ଆଧାରିତ…

ଅପ୍ରେଲ ୭ ବିଶ୍ୱ ସ୍ୱାସ୍ଥ୍ୟ ଦିବସ, ଦୁର୍ବଳ ଲାଗୁଥିଲେ ଖାଆନ୍ତୁ ଏହି ସବୁ ଖାଦ୍ୟ

ପ୍ରତିବର୍ଷ ଅପ୍ରେଲ ୭ ତାରିଖକୁ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ଭାବେ ପାଳନ କରାଯାଏ । ଏହି ଦିନକୁ ପ୍ରତ୍ୟେକ ମେଡ଼ିକାଲରେ ଓ ବଡ଼ ବଡ଼ ଅର୍ଗାନାଇଜେସନରେ ପାଳନ କରାଯାଉଛି। ସ୍ବାସ୍ଥ୍ୟ ଦିବସ ପାଇଁ ଡ଼ାକ୍ତର ମଧ୍ୟ ଏମିତି କିଛି ଖାଦ୍ୟ ଖାଇବା ପାଇଁ କହିଛନ୍ତି ଯାହାକି ଆପଣଙ୍କ ଶରୀରର ଦୁର୍ବଳତାକୁ…

ମୁଣ୍ଡବିନ୍ଧା ପରେ ତୁରନ୍ତ ଖାଉଛନ୍ତି କି ପେନକିଲର୍? ହୋଇଯାଆନ୍ତୁ ସାବଧାନ୍! ମୃତ୍ୟୁର କାରଣ ହୋଇପାରେ ଏହି ଅଭ୍ୟାସ

ବ୍ୟସ୍ତବହୁଳ ଜୀବନଶୈଳୀ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକମାନେ ପ୍ରାୟତଃ ଟେନସନ ଏବଂ ଡିପ୍ରେସନର ଶିକାର ହୁଅନ୍ତି। ଏଥିରୁ ମୁକ୍ତି ପାଇବା ପାଇଁ ସେମାନେ ପେନ୍ କିଲର ବ୍ୟବହାର କରନ୍ତି। ଯଦିଓ ସେମାନେ ଏହି ଔଷଧ ଖାଇବାର ତୁରନ୍ତ ଲାଭ ପାଆନ୍ତି, କିନ୍ତୁ ଦୀର୍ଘ ସମୟ ପାଇଁ ଏହା ଅତ୍ୟନ୍ତ…

ଯଦି ବାରମ୍ଵାର କୁଣ୍ଡେଇ ହେଉଛି କାନ ଏହାକୁ ଅଣଦେଖା କରନ୍ତୁ ନାହିଁ, ଜାଣନ୍ତୁ ଏହାର କାରଣ ଏବଂ ଚିକିତ୍ସା ପଦ୍ଧତି

କାନ ଯନ୍ତ୍ରଣା ହେବାର ଅନେକ କାରଣ ଥାଇପାରେ। କାନ କୁଣ୍ଡେଇ ହେବା ବେଳେବେଳେ ସାଧାରଣ କାରଣ ହେତୁ ହୋଇପାରେ ପରେ ଗମ୍ଭୀର ସମସ୍ୟା ଦେଖାଯାଏ। କିନ୍ତୁ ଅଧିକାଂଶ ଲୋକ କାନ କୁଣ୍ଡେଇ ହେବାକୁ ଅଣଦେଖା କରନ୍ତି, ଯାହା ବେଳେବେଳେ ଗୁରୁତର ପରିଣାମ ଦେଇପାରେ। ଆସନ୍ତୁ ଜାଣିବା ଯେ କାନ ବାରମ୍ବାର…