Browsing Tag

lifestyle

ରାତିରେ କେଶ ବାନ୍ଧି ଶୋଇବା ଉଚିତ୍ ନା ଅନୁଚିତ୍ ?, ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

କେଶ ଯତ୍ନ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ, ବିଶେଷକରି ରାତିରେ । ଆପଣଙ୍କ କେଶର ସୌନ୍ଦର୍ଯ୍ୟ ବଜାୟ ରଖିବା ପାଇଁ, ଶୋଇବା ସମୟରେ ଏହାକୁ କିପରି ଷ୍ଟାଇଲ୍ କରିବେ ତାହା ବୁଝିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ବ୍ୟସ୍ତବହୁଳ ଜୀବନରେ ଲୋକମାନେ ପ୍ରାୟତଃ ଏହିସବୁକୁ ଅଣଦେଖା କରି ଦେଇଥାଆନ୍ତି ।…

ଶରୀର ପାଇଁ ଲାଭକାରୀ କୁନ୍ଦୁରୀ, ଖାଦ୍ୟରେ ସାମିଲ୍ କଲେ ଦୂର ହେବ ଅନେକ ପ୍ରକାରର ରୋଗ

ଖାଦ୍ୟରେ ତଟକା ସବୁଜ ପନିପରିବା ସାମିଲ କରିବା ଦେହ ପାଇଁ ବହୁତ ଭଲ । ଡାକ୍ତର ମଧ୍ୟ ଆମିଷ ଖାଇବାକୁ ମନା କରି ଅଧିକରୁ ଅଧିକ ସବୁଜ ପରିବା ଖାଇବା ପାଇଁ ପରାମର୍ଶ ଦେଇଥା’ନ୍ତି । ତେବେ ସବୁ ଋତୁରେ ଭିନ୍ନ ଭିନ୍ନ ପରିବା ବଜାରକୁ ଆସିଥାଏ । ଏକଥା ଆପଣମାନେ ବି ଜାଣିଥିବେ ନିଶ୍ଚୟ । ଯାହା ପୋଷକ…

ମନେ ରହୁନି କି କିଛି କଥା : ଖାଆନ୍ତୁ ଏହି ସବୁ ଖାଦ୍ୟ ଓ ବଢାନ୍ତୁ ନିଜର ସ୍ମରଣ ଶକ୍ତି

ବୃଦ୍ଧ ବୟସରେ କିଛି କଥା ଭୁଲିଯିବା ତ ସାଧାରଣ କଥା କିନ୍ତୁ ବେଳେ ବେଳେ ଯୁବପିଢି ଓ ଛୋଟ ପିଲା ମଧ୍ୟ ଅନେକ କିଛି ଭୁଲିଯାଆନ୍ତି । ଯାହା ପାଇଁ ତାଙ୍କୁ ଅନେକ ଅସୁବିଧାର ସାମ୍ନା କରିବାକୁ ପଡେ । ଆପଣ ଜାଣିଥିବେ ଯେ ବହୁତ ସମୟରେ ଅନେକ ଲୋକ କମ ବୟସରୁ କେଉଁଠାରେ କେଉଁ ଜିନିଷ ରଖିଛନ୍ତି ଓ…

କେଶ ବୃଦ୍ଧି ପାଇଁ ପ୍ରତିଦିନ ଖାଆନ୍ତୁ ଏହିସବୁ ମଞ୍ଜି, ମିଳିବ ଜବରଦସ୍ତ ଫାଇଦା

ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଶରୀର ପ୍ରତି ଧ୍ୟାନ ଦେବାକୁ କାହାରି ପାଖେ ସମୟ ନାହିଁ। ଏହାରି ମଧ୍ୟରେ ସୁନ୍ଦର ତ୍ୱଚା ପାଇଁ ଆଜିକାଲି ସମସ୍ତେ ଚିନ୍ତିତ । ଏଥିପାଇଁ ଅଫିସ କାମରୁ ଟିକେ ଫୁରସତ୍‌ ମିଳିଲେ ସମସ୍ତେ ପାର୍ଲର ଆଡକୁ ଯାଆନ୍ତି। ଏଥିପାଇଁ ତାଙ୍କୁ ବେଶି ପରିଶ୍ରମ କରିବାକୁ ପଡ଼େ ନାହିଁ।…

ଜୀଭ ଅପରିଷ୍କାର ହେବା ଦ୍ୱାରା କେଉଁ ରୋଗ ହୁଏ ? ଜାଣନ୍ତୁ କାହିଁକି ସଫା ରଖନ୍ତି ଜୀଭ

ସ୍ୱାଦକୁ ପରଖିବାରେ ଜୀଭ ଆମକୁ ସାହାଯ୍ୟ କରିଥାଏ । କେବଳ ସ୍ୱାଦ ବାରିବାରେ ନୁହେଁ ବରଂ ସ୍ୱାସ୍ଥ୍ୟରେ ଥିବା ଅନେକ ସମସ୍ୟା ଜୀଭରୁ ହିଁ ଜଣାପଡ଼ିଥାଏ । ଶରୀରରେ ଥିବା ଜୀବାଣୁ ତୁଳନାରେ ଜୀଭରେ ଅଧିକ ଜୀବାଣୁ ଥାଆନ୍ତି । ସ୍ବାସ୍ଥ୍ୟ ସହିତ ଜଡ଼ିତ ଅନେକ ରୋଗରୁ ବଞ୍ଚିବା ପାଇଁ ଜୀଭକୁ ସଫା ରଖିବାକୁ…

ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ ଅପଣାନ୍ତୁ ଏହି ସରଳ ଉପାୟ

ନିଜକୁ ସୁସ୍ଥ ରଖିବାକୁ ହେଲେ ପ୍ରଥମେ ନିଜର ହାର୍ଟକୁ ସୁସ୍ଥ ରଖିବା ପାଇଁ ପଡିବ । କାରଣ ହାର୍ଟ ଫଙ୍କ୍ସନ ନକଲେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ ।ତେଣୁ ସବୁବେଳେ ଚେଷ୍ଟା କରନ୍ତୁ ନିଜ ହାର୍ଟକୁ ସୁସ୍ଥ ରଖିବା ପାଇଁ । ଏଥିପାଇଁ ଆପଣଙ୍କୁ ନିଜର ଖାଦ୍ୟ ପେୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡିବ । ଏକ…

ଏହି ୫ ଟି ଖାଦ୍ୟ କେବେ ଏକାଠି କରି ମିଶାଇ ଖାଆନ୍ତୁ ନାହିଁ, ଶରୀର ପାଇଁ ହୋଇପାରେ ବିଷ

ଆୟୁର୍ବେଦରେ ସବୁବେଳେ ଉତ୍ତମ ଖାଦ୍ୟ ଖାଇବାକୁ ଗୁରୁତ୍ୱ ଦିଆଯାଇଥାଏ। ଯେହେତୁ ଆୟୁର୍ବେଦକୁ ଏକ ସୁସ୍ଥ ଜୀବନଶୈଳୀ ଏବଂ ଖାଦ୍ୟପେୟ ପାଇଁ ବିବେଚନା କରାଯାଏ, ଏହା ସବୁବେଳେ ବିଷାକ୍ତ ପଦାର୍ଥରୁ ମୁକ୍ତି ପାଇବା ପାଇଁ ଅନେକ ଉପାୟ ମଧ୍ୟ କହିଥାଏ। ଯାହାକି ମଣିଷ ଜୀବନର ପ୍ରତ୍ୟେକ ଦିନ ଖାଦ୍ୟ ପେୟ…

ଶୀତ ଦିନିଆ ରୋଗରୁ ଏପରି କରନ୍ତୁ ନିଜକୁ ରକ୍ଷା

ଭିନ୍ନ ଋତୁରେ ଭିନ୍ନ ଧରଣର ରୋଗ ହୋଇଥାଏ କିନ୍ତୁ ଅଧିକ ରୋଗର ପ୍ରଭାବ ଶୀତ ଦିନରେ ହିଁ ଦେଖାଯାଇଥାଏ। ଯଦିଓ ରୋଗ କୌଣସି ଋତୁ ଦେଖି ଆସେ ନଥାଏ, ମାତ୍ର କିଛି ରୋଗ ଅଛି ଯାହା ଅନ୍ୟ ଦିନ ଅପେକ୍ଷା ଶୀତ ଦିନରେ ଅଧିକ ହୋଇଥାଏ। ଆସନ୍ତୁ ଜାଣିବା ମୁଖ୍ୟତଃ ଶୀତ ଦିନେ କେଉଁ ସବୁ ରୋଗ ହୋଇଥାଏ। ଏବଂ…

ଫୁଡ୍‌ ଟିପ୍ସ : ଏହି ପାଞ୍ଚଟି ସୁପର ଫୁଡ୍ସ ଆପଣଙ୍କ ହାଇପରଟେନସନ ଦୂର କରିବା ସହ ଦୃଦ୍‌ଘାତ ଜନିତ ରୋଗରୁ ମଧ୍ୟ ଦୂରେଇ…

ବର୍ତ୍ତମାନ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ଶିକାର ହେଉଛନ୍ତି । ଏମିତିକି ଡାକ୍ତର ମଧ୍ୟ ଜାଣି ପାରୁନାହାନ୍ତି ସେହି ରୋଗ । ତେଣୁ ରୋଗୀକୁ ମଧ୍ୟ ଅନେକ ଅସୁବିଧାର ସାମ୍ନା କରିବା ପାଇଁ ପଡୁଛି । ଏବେ ଅଧିକ ମାତ୍ରାରେ ବଢିବାରେ ଲାଗିଛି ହୃଦ୍‌ଘାତ ଜନୀତ ରୋଗ, ଡାଇବେଟିସ ଓ ବ୍ଲଡ ପ୍ରେସର ।…

ଶୀତଦିନେ ଫଲୋ କରନ୍ତୁ ଏହି ଟିପ୍ସ, ରୁହନ୍ତୁ ଫିଟ୍

ଶୀତ ଋତୁ ଆସିବା ମାତ୍ରେ ଅଳସୁଆମୀ ବଢିଯାଏ ଏବଂ କେବଳ ଶୋଇବାକୁ ଇଛା ହୁଏ । ଲୋକମାନେ ଶୀଘ୍ର ଶୋଇଥା’ନ୍ତି ଏବଂ ବିଳମ୍ୱ ସକାଳ ପର୍ଯ୍ୟନ୍ତ କମଳ ତଳେ ଲୁଚି ରହିଥା’ନ୍ତି । ଏହା ବ୍ୟତୀତ ଶୀତ ଆସିବା ମାତ୍ରେ ଲୋକମାନେ ବହୁତ ଖାଇବା ଆରମ୍ଭ କରନ୍ତି । ଲୋକମାନେ ଶୀତଦିନେ ସ୍ଵାଦିଷ୍ଟ ଏବଂ ଗରମ…

ୟୁରିକ ଏସିଡ ସମସ୍ୟା ଦୂର କରିବ ଚଟଣୀ, ଏପରି କରନ୍ତୁ ସେବନ

ଅନିୟମିତ ଦିନଚର୍ଯ୍ୟା ଭୁଲ ଖାଦ୍ୟାଭ୍ୟାସ କାରଣରୁ ପ୍ରାୟ ସବୁ ବୟସର ଲୋକଙ୍କଠାରେ ୟୁରିକ୍‌ ଏସିଡ୍‌ ସମସ୍ୟା ଦେଖାଯାଉଛି । ଶରୀରରେ ୟୁରିକ୍‌ ଏସିଡ୍‌ ବଢ଼ିଲେ ଆର୍ଥ୍ରାଇଟିସ, କିଡ୍‌ନୀ ଷ୍ଟୋନ ଏବଂ ଅନ୍ୟାନ୍ୟ ଗୁରୁତର ରୋଗ ହେବାର ଆଶଙ୍କା ବଢ଼ିଯାଏ । କେବଳ ସୁଷମ ଖାଦ୍ୟ ଏବଂ ଘରୋଇ ଉପଚାର…

ହାତର ଏହି ରେଖାରୁ ଜାଣନ୍ତୁ, କେଉଁ ବୟସରେ ଆପଣଙ୍କର ହେବ ବିବାହ

ଆଜିକାଲି ଲୋକଙ୍କୁ ନିଜର ଭବିଷ୍ଯ ବିଷୟରେ ଜାଣିବାର ବହୁତ ଆଗ୍ରହ ରହିଥାଏ। ଏପରିକି ନିଜର ଭାଗ୍ଯ ଏବଂ ଭବିଷ୍ଯ ବିଷୟରେ ଜାଣିବା ପାଇଁ ବିଭିନ୍ନ ପ୍ରକାରର ଉପାୟ ମଧ୍ୟ ଆପଣାଇଥାନ୍ତି। ଯଦି ଆପଣ ମଧ୍ୟ ଆପଣଙ୍କ ବିବାହ ବିଷୟରେ ଜାଣିବା ପାଇଁ ଇଛୁକ ରହିଛନ୍ତି ତେବେ ଆଜି ଆମେ ତାହା ବିଷୟରେ କହିବାକୁ…