Browsing Tag

lifestyle tips

ଅଧିକ ଦିନ ପର୍ଯ୍ୟନ୍ତ ବ୍ରେଡକୁ ଫ୍ରେସ ରଖିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ପୋହା, ଉପମା ବ୍ୟତୀତ ବ୍ରେକଫାଷ୍ଟରେ ଖାଇବା ପାଇଁ ବ୍ରେଡ୍ ହେଉଛି ଏକ ଲୋକପ୍ରିୟ ଖାଦ୍ୟ ପଦାର୍ଥ, ଯାହାକୁ ଭାରତୀୟମାନେ ଖାଇବାକୁ ବହୁତ ପସନ୍ଦ କରନ୍ତି । ହ୍ୱାଇଟ ବ୍ରେଡ, ବ୍ରାଉନ୍ ବ୍ରେଡ କିମ୍ବା ମଲ୍ଟିଗ୍ରେନ୍ ବ୍ରେଡ ହେଉ । କିନ୍ତୁ ଏହାକୁ ସତେଜ ରଖିବା ଏକ ବଡ କାମ । ହ୍ୱାଇଟ ବ୍ରେଡର…

ରାତିରେ ଖାଇବା ଛାଡିବା ସ୍ୱାସ୍ଥ୍ୟ ପାଇଁ କାହିଁକି କ୍ଷତିକାରକ ? ଜାଣନ୍ତୁ ଏହାକୁ ନେଇ ବିଶେଷଜ୍ଞମାନେ କ’ଣ କହୁଛନ୍ତି

ବର୍ତ୍ତମାନ ଲୋକମାନେ ଅଧିକରୁ ଅଧିକ ଓଜନ ବଢିବାକୁ ନେଇ ଚିନ୍ତିତ ରହୁଛନ୍ତି । ତେବେ ଲୋକମାନେ ବଢୁଥିବା ଓଜନ କମ୍‌ କରିବାକୁ, ଯୋଗ ଠାରୁ ଆରମ୍ଭ କରି ଡାଏଟ୍ ପର୍ଯ୍ୟନ୍ତ ଅନେକ ଜିନିଷ ଚେଷ୍ଟା କରୁଛନ୍ତି । ଏହା ବ୍ୟତୀତ ଲୋକଙ୍କ ମଧ୍ୟରେ ଇଣ୍ଟରମିଟେଣ୍ଟ ଫାଷ୍ଟିଂ ପାଇଁ ଏକ କ୍ରେଜ୍ ରହିଛି ।…

କେଉଁ ସମୟରେ ଜଳଖିଆ ଖାଇବା ଉପଯୁକ୍ତ ଏବଂ କେଉଁ ସମୟରେ ନୁହେଁ? ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ସକାଳ ଜଳଖିଆ ଶରୀର ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ସକାଳେ ଜଳଖିଆ ଖାଇବା ଦ୍ୱାରା ଦୁର୍ବଳତା, ଥକାପଣ ଦୂର ହୋଇଥାଏ ଏବଂ ଏହାର ଅନେକ ଲାଭ ହୋଇଥାଏ । ପ୍ରତିଦିନ ସକାଳେ ଜଳଖିଆ ଖାଇବା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା ଆମ ଶରୀର ଏବଂ ମନ ପାଇଁ ଲାଭଦାୟକ ବୋଲି…

ଅଏଲି ହେୟାର ପାଇଁ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ସବୁ ଉପାୟ

ଗରମ ଦିନରେ ତ୍ୱଚା ସହିତ କେଶର ବି ସ୍ୱତନ୍ତ୍ର ଧ୍ୟାନ ରଖିବା ନିହାତି ଆବଶ୍ୟକ । ନଚେତ ଲଗାତାର ଧୂଳି ମାଟି ଆଦି ସଂସ୍ପର୍ଶରେ ଆସି କେଶ ଅଧିକ ଡ୍ରାଏ କିମ୍ବା ଅଏଲି ହେବାର ସମ୍ଭାବନା ରହିଛି । ଆଜି ଆମେ ଆପଣଙ୍କୁ ଏପରି କିଛି ହେୟାର କେୟାର ରୁଟିନ୍ କହିବୁ, ଯାହାକୁ ଆପଣ ଗ୍ରହଣ କରି ନିଜ କେଶକୁ…

ଏହି ୨ଟି ଭିଟାମିନ୍‌ର ଅଭାବ ପିଲାଙ୍କୁ କରିପାରେ କୁପୋଷଣର ଶିକାର, ନୂଆ ରିସର୍ଚ୍ଚରେ ହେଲା ଖୁଲାସା 

ଗାଁ ହେଉ କିମ୍ବା ସହର ହେଉ ଆଜିକାଲି ସମସ୍ତଙ୍କ ଖାଦ୍ୟ ଖରାପ ହୋଇଗଲାଣି । ତେବେ ଅସ୍ୱାସ୍ଥ୍ୟକର ଖାଦ୍ୟ, ଖାଦ୍ୟ ସାମଗ୍ରୀର କିଛି ବାହାର ଜିନିଷ ମିଶ୍ରଣ ଏବଂ କେମିକାଲ ଯୁକ୍ତ ଜିନିଷ ଖାଇବା ଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପୁଷ୍ଟିକର ଖାଦ୍ୟ ମିଳୁନାହିଁ । ବିଶେଷକରି ପିଲାମାନଙ୍କ ମଧ୍ୟରେ…

ନିଜକୁ ସମୟ ଦିଅନ୍ତୁ ମହିଳା, ୧୫ ବର୍ଷ ପରେ ନିହାତି ମାନନ୍ତୁ ଏସବୁ କଥା

ମହିଳାମାନେ ସାଧାରଣତଃ ଘର କାମ, ବାହାର କାମ, ପିଲାଙ୍କ କାମ ଇତ୍ୟାଦି ଜଞ୍ଜାଳ ମଧ୍ୟରେ ନିଜକୁ ଠିକ୍‌ ଭାବେ ସମୟ ଦେଇପାରିନଥାନ୍ତି । ଅନ୍ୟ ପାଇଁ କାମ କରି କରି ସେମାନେ ନିଜକୁ ଗୋଟେ ପ୍ରକାରର ଭୁଲି ଯାଇଥାନ୍ତି । ଏହି ଅଭ୍ୟାସ ଯୋଗୁ ସେମାନେ କମ୍‌ ବୟସରୁ ହିଁ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା…

ସୋୟା କ୍ଷୀରର ଫାଇଦା: ଜାଣନ୍ତୁ କେଉଁ ସମୟରେ ଏହାକୁ ପିଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ?

ସୋୟା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ । ଆୟୁର୍ବେଦରେ ମଧ୍ୟ ସୋୟା ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ପ୍ରଭାବଶାଳୀ ବୋଲି କୁହାଯାଇଛି । ସୋୟାରେ କ୍ୟାଲସିୟମ୍ ପ୍ରଚୁର ପରିମାଣରେ ମିଳିଥାଏ, ଯାହା ଆପଣଙ୍କର ଦୁର୍ବଳ ହାଡକୁ ମଜବୁତ କରିବା ବ୍ୟତୀତ ଅନେକ ଗମ୍ଭୀର ରୋଗରେ ମଧ୍ୟ…

ପିତାମାତାଙ୍କ ଜେନେଟିକ୍ ଯୋଗୁ ବଢିଥାଏ ପିଲାଙ୍କ ଓଜନ, ରିସର୍ଚ୍ଚରେ ସାମ୍ନାକୁ ଆସିଲା ଏଭଳି ତଥ୍ୟ

ଆଜିକାଲି ସବୁଠାରୁ ବଡ଼ ସମସ୍ୟା ହେଉଛି ହଠାତ୍‌ ଓଜନ ବଢିଯିବା । ବାସ୍ତବରେ ଏହା ଲାଇଫ୍‌ଷ୍ଟାଇଲ୍‌ ଏବଂ ମେଟାବୋଲିଜିମ୍ ସହିତ ଜଡିତ ଏକ ରୋଗ ଯାହା ସମୟ ସହିତ ଅଧିକ ଗମ୍ଭୀର ହେବାକୁ ଲାଗିଛି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ବର୍ତ୍ତମାନ ଏହା ସହ ଜଡିତ ଏକ ବଡ ଅପଡେଟ୍ ସାମ୍ନାକୁ ଆସିଛି…

ମହିଳାମାନେ ଶରୀରରେ ଏହି ୫ଟି ସମସ୍ୟାକୁ ଅଣଦେଖା କରିବା ଉଚିତ ନୁହେଁ, ନଚେତ ହୋଇପାରେ ବଡ଼ ସମସ୍ୟା

ଆଜିକାଲି ମହିଳାମାନେ ଜୀବନରେ ସଫଳତାର ନୂଆ ନୂଆ ଉଚ୍ଚତାକୁ ଯାଉଛନ୍ତି । ଏଭଳି ପରିସ୍ଥିତିରେ ଅଫିସ୍ ଏବଂ ଘରକୁ ବାଲାନ୍ସ କରିବା ଯୋଗୁ, ମହିଳାମାନେ ସ୍ୱାସ୍ଥ୍ୟ ଉପରେ ଠିକ୍‌ ଭାବେ ଧ୍ୟାନ ଦେଇପାରୁ ନାହାନ୍ତି । ତେବେ ବୟସ ବଢିବା ସହିତ ସମସ୍ୟା ବଢିବାରେ ଲାଗେ ଏବଂ ଏହାର ପ୍ରଭାବ ସ୍ୱାସ୍ଥ୍ୟ…

୫୦ ବର୍ଷ ପରେ ଫିଟ୍ ରହିବାକୁ ଚାହୁଁଛନ୍ତି କି ? ନିଜ ପ୍ରତିଦିନ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏହି ଜିନିଷ

ଆଜିକାଲି ଲୋକମାନେ ଫିଟନେସ୍‌କୁ ନେଇ ବହୁତ ସତର୍କ ରହୁଛନ୍ତି । ତେବେ ବର୍ତ୍ତମାନ ଲୋକଙ୍କ ଫଟୋ ଓ ରୂପକୁ ଦେଖି ବୟସ କହିବା ବହୁତ କଷ୍ଟକର ହୋଇଯାଉଛି । ବିଶେଷକରି ବଲିଉଡ ଅଭିନେତ୍ରୀମାନଙ୍କ ବୟସ ବିଷୟରେ ଜାଣିବା ବହୁତ କଷ୍ଟକର । ତେବେ ମଲାଇକା ଆରୋରା ଠାରୁ ମାଧୁରୀଙ୍କ ପର୍ଯ୍ୟନ୍ତ ଅନେକ…

ତୁଳସୀ ପତ୍ର କେଶ ପାଇଁ ମଧ୍ୟ ଲାଭଦାୟକ, ଏହି ଉପାୟରେ କରନ୍ତୁ ବ୍ୟବହାର ମିଳିବ ଅନେକ ଫାଇଦା

ତୁଳସୀ ଗଛକୁ ଏକ ପବିତ୍ର ଗଛ ଭାବରେ ବିବେଚନା କରାଯାଏ । ପୂଜା କରିବା ଠାରୁ ଆରମ୍ଭ କରି ହେଲଦି ରହିବା ପର୍ଯ୍ୟନ୍ତ ତୁଳସୀ ଅନେକ ଜିନିଷରେ ବ୍ୟବହୃତ ହୋଇଥାଏ । ତେବେ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ତୁଳସୀରେ ଚା ପ୍ରସ୍ତୁତ କରି ପିଅନ୍ତି । ରୋଗ ପ୍ରତିରୋଧକ ଶକ୍ତି ବଢାଇବା ପାଇଁ…

ଷ୍ଟ୍ରେସ୍‌ ଓ ଟେନ୍‌ସନ୍‌ରୁ ଦୂରେଇ ରହିବାକୁ ଚାହୁଁଛନ୍ତି କି ? ନିଜ ପ୍ରତିଦିନ ଲାଇଫ୍‌ ଷ୍ଟାଇଲ୍‌ରେ ସାମିଲ କରନ୍ତୁ…

ଆଜିକାଲି ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ଷ୍ଟ୍ରେସ୍‌ରେ ରହୁଛନ୍ତି । କିନ୍ତୁ ସମସ୍ତ ଲୋକଙ୍କ ଚିନ୍ତିତ ରହିବାର କାରଣ କିଛି ଅଲଗା ରହିଥାଏ । ତେବେ ସାରା ବିଶ୍ୱରେ ଏହି ସମସ୍ୟା ଦ୍ରୁତ ଗତିରେ ବଢିଚାଲିଛି । ଆପଣମାନେ ତ ଜାଣିଥିବେ ଯେ ଷ୍ଟ୍ରେସ୍‌ ମଧ୍ୟ ଆମ ଜୀବନର ଏକ ଅଂଶ ପାଲଟିଛି । ଏହି କାରଣରୁ…