ଶୀତ ସାଙ୍ଗକୁ କୋହଲା ପାଗ, ରାଜ୍ୟରେ ହାଲୁକା ପବନ ଆଉ ଝିପିଝିପ ବର୍ଷା
ଭୁବନେଶ୍ୱର : କୋହଲା ପାଗ ସାଙ୍ଗକୁ ଝିପଝିପ ବର୍ଷା । କଟକ, ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସକାଳୁ ସକାଳୁ ଝିପଝିପ ବର୍ଷା ଲାଗି ରହିଛି । ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗରର ପାର୍ଶ୍ବବର୍ତ୍ତୀ ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଓ ସଂଲଗ୍ନ ଉତ୍ତର…