ବିଜୁଳି ମାରେ କାହିଁକି ? ପରେ ପରେ ହଠାତ ଘଡଘଡି କେମିତି ଆସେ ?
ବର୍ଷା ସମୟରେ ବିଜୁଳି ମାରିବା ଓ ଘଡଘଡି ମାରିବା ବହୁତ ହି ସାଧାରଣ କଥା । ଆପଣ ଦେଖିଥିବେ ପ୍ରଥମେ ଆକାଶରେ ଏକ ଲାଇଟ ଚମକେ ଆଉ ତାପରେ ଏକ ବଡ ଶବ୍ଦ ଆସିଥାଏ । ଯାହାକୁ ଆମେ ବିଜୁଳି ମାରିଲା ବୋଲି କହିଥାଉ ବା କେହି କେହି ଏହାକୁ ଘଡଘଡି ବି କହିଥାନ୍ତି । ତେବେ ଏହାକୁ ନେଇ କେବେ ଆପଣ…