ରାଜ୍ୟରେ ଚଳିତ ବର୍ଷ ବଜ୍ରାଘାତରେ ଯାଇଛି ୯୨ ଜଣଙ୍କ ଜୀବନ, ବିଧାନସଭାରେ ମନ୍ତ୍ରୀଙ୍କ ଉତ୍ତର
ଭୁବନେଶ୍ୱର : ରାଜ୍ୟରେ ଚଳିତ ବର୍ଷ ବଜ୍ରାଘାତରେ ୯୨ ଜଣଙ୍କ ଜୀବନ ଯାଇଛି । ବରଗଡ଼ରେ ସର୍ବାଧିକ ୧୦ ଜଣ, କୋରାପୁଟରେ ୮, କେନ୍ଦୁଝର ଓ ଅନୁଗୁଳରେ ୭ ଜଣ ଲେଖାଏ, ପୁରୀ, ବଲାଙ୍ଗୀର, ବାଲେଶ୍ବର, ଗଂଜାମ, ଝାରସୁଗୁଡ଼ା ଓ ନୂଆପଡ଼ାରେ ବଜ୍ରପାତରେ ୫ ଜଣ ଲେଖାଏ ମୃତ୍ୟୁବରଣ କରିଛନ୍ତି । ସେହିପରି…