Browsing Tag

Lightning death

ଗଛ ତଳେ ଆଶ୍ରୟ ନେଇଥିଲେ, ବଜ୍ରପାତରେ ଚାଲିଗଲା ଦୁଇ ଜଣଙ୍କର ଜୀବନ

ଲମତାପୁଟ (କେନ୍ୟୁଜ୍‌) : ଓଡିଶା-ଆନ୍ଧ୍ର ସୀମାନ୍ତ ଅସରଡା ଗାଁରେ ଘଟିଛି ଅଭାବନୀୟ ଘଟଣା । ବଜ୍ରପାତରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି । ମୃତକ ଦୁଇଜଣ ହେଉଛନ୍ତି ଆନ୍ଧ୍ର ପ୍ରଦେଶର ମୁଚିମପୁଟ ଥାନା ଅନ୍ତର୍ଗତ ଅସରଡ଼ା ଗାଁର ପାଙ୍ଗି ସୁକଦେଵ ଓ ମାଲକାନଗିରି ଜିଲ୍ଲା ପେପରମେଟାଲ ଗାଁର ଖରା ଶୀତାରାମ…

 ରାଜ୍ୟରେ ପୃଥକ ପୃଥକ ସ୍ଥାନରେ ବଜ୍ରପାତ, ୭ ମୃତ

ରାଜ୍ୟରେ ବିଭିନ୍ନ ସ୍ଥାନରେ ବଜ୍ରପାତରେ ୭ ମୃତ, ୩ ଆହତ । ଖୋର୍ଦ୍ଧା ବାଣପୁରରେ ୨ ଜଣ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଦୁଇ ଜଣ ଅରାଙ୍ଗ ଗ୍ରାମର ରଞ୍ଜତ ରଣସିଂହ ଏବଂ ଦାମିଆ ବରବରା ପଞ୍ଚାୟତ କଦମଝୋଲା ଗ୍ରାମର ଅମର ଶବର । ସେହିଭଳି ବଲାଙ୍ଗିର ଆଗଲପୁର…

ବଜ୍ରପାତ ନେଲା ୧୪ ଜୀବନ, ୧୦ ଗୁରୁତର

(କେନ୍ୟୁଜ): ବଜ୍ରପାତ ନେଲା ୧୪ ଜୀବନ । ରାଜ୍ୟର ବିଭିନ୍ନ ଜିଲ୍ଲାରେ ବଜ୍ରପାତ ଘଟି ୧୪ ଜଣଙ୍କ ଜୀବନ ଯାଇଛି । ଏକାଧିକ ଗୁରୁତର ହୋଇଛନ୍ତି । ବାଲେଶ୍ବର ଜିଲ୍ଲା ବସ୍ତା ଓ ଔପଦା ବ୍ଲକରେ ବଜ୍ରପାତ ଘଟି ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୬ଜଣ ଗୁରୁତର ହୋଇଛନ୍ତି । ଭଦ୍ରକ ଜିଲ୍ଲା ଚାନ୍ଦବାଲି…

ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବଜ୍ରଘାତ: ପୁଣି ଜଣେ ମୃତ, ୪ଗୁରୁତର

ଟାଙ୍ଗି (କେନ୍ୟୁଜ): ଚିଲିକାରେ ମତ୍ସ୍ୟଜୀବୀଙ୍କ ପିଛା ଛାଡୁନି ବଜ୍ରଘାତ । ୨୪ଘଣ୍ଟା ନବିତୁଣୁ ଗଲା ଆଉ ଜଣକର ଜୀବନ ଓ ୪ଗୁରୁତର । ଘଟଣା ଘଟିଛି ଟାଙ୍ଗୀ ଥାନା ବାଲି ପାଟପୁର ବଡ ବାହାଣିଆ ସାହିରେ । ଆଜି ଭୋରରୁ ମାଛ ମାରିବା ପାଇଁ ଡଙ୍ଗାରେ ଯାଇଥିଲେ ଚିଲିକା । ବାଲିପାଟପୁର ନଇ ନିକଟରେ ମାଛ…

ଆକାଶରୁ ଖସିଲା ମୃତ୍ୟୁ, ବିଭିନ୍ନ ସ୍ଥାନରେ ବଜ୍ରପାତରେ ୯ ଜଣଙ୍କର ମୃତ୍ୟୁ

ଆକାଶରୁ ଖସିଲା ମୃତ୍ୟୁ । ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ । ଏଥିରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ମଝି ଚିଲିକାରେ ବଜ୍ରପାତରେ ବାପା-ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ପିପିଲି ଅଞ୍ଚଳରେ ଜଣେ ମହିଳାଙ୍କ ଜୀବନ ଯାଇଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର, ବାଙ୍କୀ ପଦନପୁର ଗାଁରେ ଜଣେ ଲେଖାଏ…

ବଜ୍ରାଘାତରେ ବାପା-ପୁଅ ମୃତ, ବଜାରରୁ କାମ ସାରି ଘରକୁ ଫେରୁଥିଲେ

ଜଗତସିଂହପୁର : ବଜ୍ରାଘାତରେ ବାପା-ପୁଅ ମୃତ । ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଶିଖର ପଞ୍ଚାୟତର ଶାଳୀଯଙ୍ଗା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ମଠକୁଲ ଗ୍ରାମର ସହଜି କାଣ୍ଡି ଓ ତାଙ୍କ ପୁଅ । ବଜାରରୁ କାମ ସାରି ଘରକୁ ଫେରୁଥିବା ବେଳେ ହଠାତ ବଜ୍ରପାତ ମାରିବାରୁ…

ବଜ୍ରପାତରେ ଦୁଇ ମହିଳା ମୃତ

ଅନୁଗୋଳ(କେନ୍ୟୁଜ୍):   ବଜ୍ରପାତରେ ଦୁଇ ମହିଳା ମୃତ, ଦୁଇ ଗୁରୁତର । ଅନୁଗୋଳ ନାଲକୋ , ବଳରାମପ୍ରସାଦ ନିକଟ ଆସପଣ୍ଡ ନିକଟରେ ଘଟିଛି ଘଟଣା । ଦୁଇ ମହିଳା ଶୁଖିଲା କାଠ ସଂଗ୍ରହ କରି ଫେରୁଥିବା ବେଳେ ଘଟିଛି ବଜ୍ରପାତ । ମୃତ ମହିଳା ସୁଷମା ବେହେରା ଓ ପେନି ବେହେରା । ଗୁରୁତରଙ୍କ ମଧ୍ୟରେ ଜନେ…

ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ପଡିଲା ବଜ୍ର: ଚାଲିଗଲା ଚାଷୀଙ୍କ ଜୀବନ

ପିପିଲି (କେନ୍ୟୁଜ): ବଜ୍ରପାତରେ ଚାଷୀ ମୃତ। ମୃତକ ହେଲେ ପିପିଲି ତେଇଶିପୁର ପଞ୍ଚାୟତର ପୋଡଙ୍ଗ ଗ୍ରାମର ଜାପାନୀ ଗୁରୁ। ବ୍ୟକ୍ତି ଜଣଙ୍କ ଗୁହାଳରୁ ଗୋରୁଙ୍କ କାମ ସାରି ଘରକୁ ଫେରୁଥିବା ବେଳେ ବଜ୍ରପାତ ଘଟିଥିଲା। ଫଳରେ ସେଠାରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା।

ସୁନ୍ଦରଗଡ଼ ନୂଆଗାଁରେ ଫୁଟବଲ୍ ମ୍ଯାଚ୍ ଚାଲିଥିବାବେଳେ ହଠାତ୍ ହେଲା ବଜ୍ରପାତ: ୨ ବାଳକଙ୍କ ମୃତ୍ୟୁ, ୨୯ଆହତ

ରାଉରକେଲା(କେନ୍ୟୁଜ୍): ସୁନ୍ଦରଗଡ଼ ଜିଲ୍ଲା ନୂଆଗାଁ ବ୍ଲକରେ ବଜ୍ରପାତରେ ଦୁଇ ଜଣ ବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୯ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଗୁରୁତରଙ୍କ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟ ଅବସ୍ଥା ଅଧିକ ଖରାପ ହେବାରୁ ତାଙ୍କୁ ଏକ ଘରୋଇ…

ଘାସ ଆଣିବାକୁ ଯାଇଥିବା ବେଳେ ହେଲା ବଜ୍ରପାତ, ଚାଲିଗଲା ଦୁଇ ଜଣଙ୍କ ଜୀବନ

ଧର୍ମଶାଳା (କେନ୍ୟୁଜ): ବଜ୍ରପାତରେ ୨ମୃତ। ଘଟଣା ଘଟିଛି ଧର୍ମଶାଳା ବ୍ଲକ ଅନ୍ତର୍ଗତ ମଧୁପୁରଗଡ଼ ପଞ୍ଚାୟତ ଭୁବନପୁର ଗ୍ରାମରେ। ମୃତକ ହେଲେ ବାବନ ମଲିକଙ୍କ ପୁଅ ଚନ୍ଦନ (୧୬) ଓ ସୁଲେଖ ମଲିକଙ୍କ ପୁଅ ବାଞ୍ଛାନିଧି (୨୦)। ଆଜି ଦୁହେଁ ଗାଁ ନିକଟ ବିଲକୁ ଘାସ କାଟିବାକୁ ଯାଇଥିବା ସମୟରେ ହଠାତ…

ମୟୂରଭଞ୍ଜରେ ବଜ୍ରପାତ ନେଲା ୩ ଜୀବନ

ମୟୂରଭଞ୍ଜ(କେନ୍ୟୁଜ୍): ବଜ୍ରପାତ ନେଲା ୩ ଜୀବନ । ଜଣେ ଗୁରୁତର । ମୟୂରଭଞ୍ଜ ଜିଲ୍ଲା ରାଇରାଙ୍ଗପୁର ଉପଖଣ୍ଡରେ ଅଭାବନୀୟ ଘଟଣା । ବହଳଦା ଥାନା ମିନଡିହି ଗାଁରେ ଜଣେ ମହିଳା ଓ ଜଣେ ନାବାଳିକାଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ମହିଳା ଗୁରୁତର ହୋଇଛନ୍ତି । ୩ ଜଣ ମହିଳା ପୋଖରୀରୁ ଗାଧୋଇ ଘରକୁ…

ସ୍କୁଲରେ ବଜ୍ରାଘାତ: ୬ ଛାତ୍ରୀ ଗୁରୁତର

ଦେବଗଡ଼(କେନ୍ୟୁଜ୍):ତିଲେଇବଣି ବ୍ଲକ ବଡଛାପଲ ପଞ୍ଚାୟତ ଅନ୍ତର୍ଗତ କୁଟୁରାପୋଷି ପ୍ରାଇମେରୀ ସ୍କୁଲରେ ବଜ୍ରାଘାତରେ ୬ ଛାତ୍ରୀ ଗୁରୁତର।  ସମସ୍ତଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଦେବଗଡ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି । ସ୍କୁଲରେ ଶିକ୍ଷକଙ୍କ ସହିତ ଅନ୍ୟ ଛାତ୍ର ଛାତ୍ରୀ ସାମାନ୍ୟ ଆହତ…