Lightning Strike: ଚାଷ କାମ ସାରି ଫେରୁଥିବା ବେଳେ ବଜ୍ରପାତ, ଚାଲିଗଲା ଦୁଇ ଜୀବନ
ମୟୂରଭଞ୍ଜ: ଆକସ୍ମିକ ବଜ୍ରପାତ ନେଲା ଦୁଇ ଜୀବନ। ମୟୂରଭଞ୍ଜ ଜିଲ୍ଲା ବାରିପଦା ସଦର ଥାନା ଅଧୀନ କାଶିପାଳ ଗ୍ରାମରେ ଆକସ୍ମିକ ବଜ୍ରପାତ ଯୋଗୁଁ ଦୁଇ ଜଣ ମୃତ୍ୟୁବରଣ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ରାଜାବସା ପଞ୍ଚାୟତ କାଶିପାଳ ଗ୍ରାମର ସ୍ବର୍ଗତ ହରି ହାଁସଦାଙ୍କ ପୁଅ କାତୁଲ…