Browsing Tag

likes odisha mudhi

ଓଡିଶା ତିଆରି ମୁଢି ବହୁତ ପ୍ରିୟ ଥିଲା ଏହି ବଲିଉଡ ଅଭିନେତାଙ୍କର, ଜାଣନ୍ତୁ କିଏ ସେ

ଆଜି ପ୍ରଖ୍ୟାତ ବର୍ଷିୟାନ ବଲିଉଡ଼ ଅଭିନେତା ଓମ ପୁରୀଙ୍କ ଜନ୍ମ ଦିନ । ୧୯୫୦ ମସିହା ଆଜିର ଦିନରେ ଜନ୍ମ ଗ୍ରହଣ କରିଥିଲେ ଏହି ମହାନ ଅଭିନେତା । ଓମ ପୁରୀ ଜଣେ ଏମିତି ଅଭିନେତା ଥିଲେ ଯାହାଙ୍କର ଚର୍ଚ୍ଚା ବଲିଉଡ ଠାରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ଥିଲା । ଆକ୍ରୋଶ, ଆରୋହଣ,ତମାସ,ଜାନେ ଭି…