ଲମ୍ବା ଉଚ୍ଚତା ପଛରେ ଦୌଡ଼ୁଛନ୍ତି ଆମେରିକାବାସୀ, ୫୩ ଲକ୍ଷ ଟଙ୍କା ଖର୍ଚ୍ଚ କରି କରୁଛନ୍ତି ଏହି ସର୍ଜରୀ!
କିଏ ବା ନ ଚାହେଁ ଲମ୍ବା ଉଚ୍ଚତା। ଆଜିକାଲି ଆମେରିକାରେ ଏହାକୁ ନେଇ ଏକ ଅଲଗା କ୍ରେଜ୍ ଦେଖିବାକୁ ମିଳୁଛି। ଲୋକେ ଲମ୍ବା ହେବା ପାଇଁ ଏକ ଖାସ୍ ସର୍ଜରୀ କରୁଛନ୍ତି, ଯେଉଁଥିପାଇଁ ସେମାନେ ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା।
ମିଡିଆ ରିପୋର୍ଟ ମୁତାବକ, Dr. Kevin Debiparshad ନାମକ…