Browsing Tag

lingaraj

ଆଜି ଅଶୋକାଷ୍ଟମୀ, ଗଡ଼ିବ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ୱର : ଆଜି ଅଶୋକାଷ୍ଟମୀ, ଗଡ଼ିବ ରୁକୁଣା ରଥ। ଆଜି ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଲିଙ୍ଗରାଜଙ୍କ ଅପେକ୍ଷାରେ ରହିଛି ରଥ। ରଥରେ ବିରାଜିବେ ମା’ରୁକ୍ମିଣୀ ଓ ପ୍ରଭୁ ବାସୁଦେବ। ଶ୍ରଦ୍ଧାଳୁମାନେ ସେହି ମୁହୂର୍ତ୍ତକୁ ଚାହିଁ ରହିଛନ୍ତି କେତେବେଳେ ଏକାମ୍ର ଅଧିପତି ମନ୍ଦିରରୁ…

ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଉଠିଲା ଲିଙ୍ଗରାଜଙ୍କ ମହାଦୀପ

ଭୁବନେଶ୍ବର (କେନ୍ୟୁଜ୍) : ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମହାଦୀପ ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ଉଠିଛି । ପୂର୍ବରୁ ରାତି ୧୦ଟା ବେଳେ ମହାଦୀପ ଉଠିବା ପାଇଁ ସମୟ ନିର୍ଘଣ୍ଟ ହୋଇଥିଲା । ତେବେ ଠିକ୍ ରାତି ସାଢ଼େ ୮ଟା ପରେ ମହାଦୀପ ଉଠିଥିଲା ଏବଂ ଖୁବ୍ କମ୍ ସମୟ ମଧ୍ୟ ମନ୍ଦିର ଚୂଡ଼ାରେ ମହାଦୀପ…

ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା, ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ

ଭୁବନେଶ୍ବର: ମହାଶିବରାତ୍ରୀରେ ଲିଙ୍ଗରାଜରେ ଉତ୍ତେଜନା । ମନ୍ଦିର ପରିସରରେ ସେବାୟତ-ପୋଲିସ ମୁହାଁମୁହିଁ ।  ସେବାୟତଙ୍କ ପରିବାର ଦର୍ଶନ ନେଇ ଗଣ୍ଡଗୋଳ ହୋଇଥିବା ସୂଚନା । ଫଳରେ ନୀତି ବ୍ୟାହତ ହୋଇଥିଲା ।  ତେବେ ଆଇନ ମନ୍ତ୍ରୀ କହିଛନ୍ତି, ସୁରୁଖୁରୁରେ ଚାଲଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ…

ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଶ୍ରୀଭାସ୍କରେଶ୍ବର ମନ୍ଦିରକୁ ଯାତ୍ରା, ପୂଜା ପାଇଲେ ୩ ଦିଅଁ

ଭୁବନେଶ୍ବର: ବାଜା ଭେରୀ ତୁରୀ କାହାଳୀ ବଜାଇ ଶୋଭାଯାତ୍ରାରେ ବାହାରିଛନ୍ତି ପ୍ରଭୁ ଲିଙ୍ଗରାଜ । ସାଙ୍ଗରେ ଅଛନ୍ତି ଦେବୀ ପାର୍ବତୀ ଏବଂ ଶ୍ରୀବାସୁଦେବ ମହାପ୍ରଭୁ । ସେବାୟତମାନେ ପାଲିଙ୍କୀରେ କାନ୍ଧେଇ ଏହି ୩ ଦିଅଁଙ୍କୁ ନେଇ ଭାସ୍କରେଶ୍ବର ମନ୍ଦିର ପରିସରରେ ପହଞ୍ଚିଥିଲେ । ପରେ ପାଲିଙ୍କୀ…

ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରେ ଥିବା ଛୋଟ ବଡ ମନ୍ଦିରର ଉନ୍ନତିକରଣ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରର ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା ।  ଟ୍ରାଫିକ ସମସ୍ୟାକୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ ପାର୍କିଂ ବ୍ୟବସ୍ଥା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେବା ସହ ମନ୍ଦିର ଚତୁଃପାର୍ଶ୍ୱର ରାସ୍ତା ଉନ୍ନତିକରଣ…

ବାଜିଲା ଡେଙ୍ଗୁରା, ଲାଗିଲା ଲଟକା : କୁଖ୍ୟାତ ନିଶା ବେପାରୀ ଲୋକନାଥ ସାମଲଙ୍କ ଘରେ ଲାଗିଲା ଲଟକା

ଭୁବନେଶ୍ବର : ବାଜିଲା ଡେଙ୍ଗୁରା ଲାଗିଲା ଲଟକା ।  ଭୁବନେଶ୍ବର ଲିଙ୍ଗରାଜ ଥାନା ନାଗେଶ୍ଵର ଟାଙ୍ଗୀ ଅଞ୍ଚଳର କୁଖ୍ୟାତ ନିଶା ବେପାରୀ ଲୋକନାଥ ସାମଲଙ୍କ ଘରେ ଲାଗିଲା ଲଟକା । କୋର୍ଟଙ୍କ ନିର୍ଦ୍ଦେଶରେ ଲିଙ୍ଗରାଜ ଥାନା ପକ୍ଷରୁ ଲଟକା ଜାରି ହୋଇଛି ।  ଯଦି ୩୦ ଦିନ ମଧ୍ୟରେ ଥାନାରେ ହାଜର…

ଲିଙ୍ଗରାଜ ମହାପ୍ରଭୁଙ୍କ ଶେଷ ହେଲା ଚନ୍ଦନ ଯାତ୍ରା, ଶେଷ ଦିନରେ ଭକ୍ତଙ୍କ ଦ୍ବାରା ଚନ୍ଦନ ଉତ୍ସବ ପାଳିତ

ଭୁବନେଶ୍ବର:  ଲିଙ୍ଗରାଜ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା ଶେଷ ହୋଇଛି ।  ୨୨ ଦିନ ଧରି ଚାଲିଥିଲା ଏହି ଯାତ୍ରା ।  ଚନ୍ଦନ ଯାତ୍ରାର ଶେଷ ଦିନରେ ଭକ୍ତଙ୍କ ଦ୍ବାରା ଚନ୍ଦନ ଉତ୍ସବ ବା ଚନ୍ଦନଲାଗି ପାଣିବୁଡ଼ ହୋଇଥିଲା ।  ସମସ୍ତ ଶ୍ରଦ୍ଧାଳୁ ସ୍ନାନ ପରେ ଦେହରେ ଚନ୍ଦନ ଲଗାଇ ଉତ୍ସବ ପାଳନ କରିଥିଲେ ।…

ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ସେବାୟତ ଖସିଯିବା ଘଟଣା, ବାଲିପଡ଼ି ନଥିବାରୁ ଘଟିଛି ଦୁର୍ଘଟଣା

ଭୁବନେଶ୍ବର : ବାଲି ପଡ଼ିନଥିବାରୁ ଘଟିଛି ଦୁର୍ଘଟଣା ।  ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ମହାଦୀପ ଉଠିବା ବେଳେ ଅଘଟଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଆହତ ସେବାୟତ ଯୋଗେନ୍ଦ୍ର ସମର୍ଥାଙ୍କ ପୁଅ ଅଶ୍ୱିନୀ ସମର୍ଥା।  ମଶାଲରେ ଘିଅ ଅଧିକ ପରିମାଣରେ ଥିଲା ।  ଏହା ସହ ମନ୍ଦିର ଉପରକୁ ଉଠିବା…

ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ର, ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ…

ଭୁବନେଶ୍ୱର : ପବିତ୍ର ମହାଶିବରାତ୍ରି ପାଇଁ ଚଳଚଞ୍ଚଳ ରାଜ୍ୟର ବିଭିନ୍ନ ଶୈବପୀଠ।  ଓଁ ନମଃ ଶିବାୟ ଧ୍ବନିରେ ପ୍ରକମ୍ପିତ ହେଉଛି ପରିବେଶ ।  ମହାପ୍ରଭୁ ଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରକୁ ବେଶ୍ ଆକର୍ଷଣୀୟ ଭାବେ ସଜାଯାଇଛି। ଦେବ ଦେବ ମହାଦେବଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। …

ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ବାଭାବିକ କରିବାକୁ ନିର୍ଦ୍ଦେଶ ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ

ଭୁବନେଶ୍ୱର : ତୁଟିଲା ମହାପ୍ରଭୁଙ୍କ ନୀତିକାନ୍ତି ବିବାଦ ।  ବର୍ତ୍ତମାନଠାରୁ ଆରମ୍ଭ ହେବ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ।  ବୈଠକ ପରେ ସୂଚନା ଦେଲେ ଖୋର୍ଦ୍ଧା ଜିଲ୍ଲାପାଳ ।  ଏହା କହିଛନ୍ତି ବିଭ୍ରାଟ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଘାତ ଦେଇଛି ।  ୨୪ ଘଣ୍ଟା ମଧ୍ୟରେ ରିପୋର୍ଟ ତଲବ…

ଅନୁଷ୍ଠିତ ହୋଇଯାଇଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଭୀମେଶ୍ୱର ଯାତ୍ରା, ଘଣ୍ଟଘଣ୍ଟାରେ ଦୁଲୁକି ଉଠିଲା ସମଗ୍ର ଅଞ୍ଚଳ

ଏକାମ୍ର କ୍ଷେତ୍ରର ଅଧିଶ୍ୱର, ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ଭୀମେଶ୍ୱର ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମନ୍ଦିରରେ, ଦ୍ୱି-ପହର ଧୂପ ଏବଂ ଯାତ୍ରାପୂଜା ସମ୍ପନ୍ନ ହେବାପରେ ମହାପ୍ରଭୁ ଭୁବନେଶ୍ୱରର ଭୀମଟାଙ୍ଗୀଠାରେ ଅବସ୍ଥିତ । ପ୍ରସିଦ୍ଧ ଭୀମେଶ୍ୱର ମନ୍ଦିରକୁ ଯାତ୍ରା କରିଥିଲେ ମହାପ୍ରଭୁ…

ମା’ ତାରିଣୀଙ୍କର ମହିମା ଅନନ୍ୟ

କଥା ସେଦିନର.. କିମ୍ବଦନ୍ତୀ ଅନେକ ପୁରୁଣା ବର୍ଷର। ଥରେ ଜାଗର ଅମାବାସ୍ୟା ରେ ଲିଙ୍ଗରାଜ ମନ୍ଦିର ପରିସର ଭିଡ଼ ଜମିଥାଏ । ଲମ୍ବା ଧାଡି ଲମ୍ବି ଥାଏ ଲିଙ୍ଗରାଜଙ୍କ ଦର୍ଶନ ପାଇଁ... ଭିଡ଼ ଭିତରେ ଲୋକମାନଙ୍କ ମଧ୍ୟରେ ଧସ୍ତା ଧସ୍ତି କେମିତି ଆଗରେ ଯାଇ ଟିକେ ପ୍ରଭୁ ଙ୍କୁ ଦର୍ଶନ କରିଦେବେ । ଆଗରୁ…