ଲିଙ୍ଗରାଜଙ୍କ ସେବାରେ ଈଶାନ: ଦୀର୍ଘ ୩୫ବର୍ଷ ହେଲା ମନ୍ଦିରକୁ ଯୋଗାଇ ଆସୁଛନ୍ତି ବେଲପତ୍ର
ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିର ଗୋଟିଏ ପାର୍ଶ୍ୱରେ ଭକ୍ତ ଆଉ ଶ୍ରଦ୍ଧାଳୁ । ଅନ୍ୟ ପାର୍ଶ୍ୱରେ କାଉଡିଆ ଭକ୍ତଙ୍କ ଲମ୍ବା ଧାଡି, ଅପେକ୍ଷା କରିଥାନ୍ତି ଲିଙ୍ଗରାଜଙ୍କୁ ଟିକେ ଦର୍ଶନ କରିବା ପାଇଁ । ଏହି ସମୟରେ ଲିଙ୍ଗରାଜ ମନ୍ଦିରର ଦୁଆର ମୁହଁ ଟିକେ ଭିଡ଼ ଥାଏ । ସକାଳ ସମୟ ହୋଇଥାଏ, ସେହି ଭିଡ଼…