Browsing Tag

lingaraj station

ଶ୍ରୀ ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନର ମାନ୍ୟତା ମିଳୁ, ସେବା ପ୍ରତିନିଧି ସଂଗଠନର ଦାବି

ଭୁବନେଶ୍ବର(କେନ୍ୟୁଜ୍): କୋର କମିଟି ମୁଖ୍ୟ ତଥା ସେବା ପ୍ରତିନିଧିର ମୁଖ୍ୟ ସଂଗଠକ ନୀଳମଣି ମିଶ୍ରଙ୍କ ଆହ୍ବାନ କ୍ରମେ ରବିବାର ଦିବା ୧୦ ଘଟିକା ସମୟ ଲିଙ୍ଗରାଜ ପାସେଞ୍ଜର ହଲ୍ଟ ନିକଟରେ ଶାନ୍ତି ପୂର୍ଣ୍ଣ ଧାରଣା ଦିଆଯାଇଥିଲା। ଶ୍ରୀ ଲିଙ୍ଗରାଜ ପାସେଞ୍ଜର ହଲ୍ଟକୁ ପୂର୍ଣ୍ଣାଙ୍ଗ ଷ୍ଟେସନ ଓ…