Browsing Tag

lingaraj temple

ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା,ଅଣଲେଉଟା ରୁକୁଣା ରଥକୁ ଟାଣିବେ ଭକ୍ତ

ଭୁବନେଶ୍ୱର: ଆଜି ଶ୍ରୀଲିଙ୍ଗରାଜଙ୍କ ବାହୁଡ଼ା ଯାତ୍ରା । ଲିଙ୍ଗରାଜଙ୍କ ଅଣଲେଉଟା ରୁକୁଣା ରଥକୁ ଟାଣିବେ ଭକ୍ତ । ଅପରାହ୍ନ ସାଢେ ୨ଟାରେ ଆରମ୍ଭ ହେବ ରଥଟଣା। ପାଞ୍ଚଦିନ ଯାତ୍ରା ସାରି ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦେବୀ ରୁକୁଣା ଓ ପ୍ରଭୁ ଦୋଳଗୋବିନ୍ଦ ମନ୍ଦିରକୁ ବାହୁଡ଼ିବେ। ଭୋର ୫ଟାରୁ ଆରମ୍ଭ…

ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର, ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ

ଭୁବନେଶ୍ବର: ରାତି ପାହିଲେ ଜାଗର । ଚଳଚଞ୍ଚଳ ଲିଙ୍ଗରାଜ ମନ୍ଦିର ।  ରାତି ୧୦ଟାରେ ଉଠିବ ଲିଙ୍ଗରାଜ ପ୍ରଭୁଙ୍କ ମହାଦୀପ ।  ଲକ୍ଷାଧିକ ଲୋକଙ୍କ ସମାଗମକୁ ନଜର ରଖି ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଶୃଙ୍ଖଳିତ ଦର୍ଶନ ପାଇଁ ଉଭୟ ମନ୍ଦିର ବାହାରେ ଓ ଭିତରେ ବ୍ୟାରିକେଡ଼…

ଲିଙ୍ଗରାଜଙ୍କ ଜାଗର ପ୍ରସ୍ତୁତି ସମୀକ୍ଷା କଲେ ମୁଖ୍ୟ ସଚିବ, ଶୃଙ୍ଖଳିତ ନୀତି ଏବଂ ପୂଜାବିଧିକୁ ସୂଚାରୁରୂପେ ସମ୍ପାଦନ…

ଭୁବନେଶ୍ୱର : ଲିଙ୍ଗରାଜଙ୍କ ଜାଗର ନୀତିରେ ଅବହେଳା ଗ୍ରହଣୀୟ ନୁହେଁ । ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବାରମ୍ବାର ବିଭ୍ରାଟ ହେଉଛି । ବଡ଼ ବଡ଼ ପର୍ବପର୍ବାଣୀରେ ଠାକୁର ଉପାସ ରହୁଛନ୍ତି । ଆଗକୁ ଜାଗର ଅଛି । ତେଣୁ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତିରେ ଯେପରି କୌଣସି ବିଭ୍ରାଟ ହେବନି…

ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଲିଖିତ ଅଭିଯୋଗ

ଭୁବନେଶ୍ୱର: ମକର ସଂକ୍ରାନ୍ତି ସମୟରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ପ୍ରସଙ୍ଗରେ ଥାନାରେ ଏତଲା । ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାମରେ ଥାନାରେ ଏତଲା ଦିଆଯାଇଛି । କାର୍ଯ୍ୟରେ ଅବହେଳା ଯୋଗୁଁ ଉପାସରେ ରହିଲେ ପ୍ରଭୁ ଲିଙ୍ଗରାଜ ଓ ବନ୍ଦ ହେଲା ନୀତିକାନ୍ତି ।  ଏନେଇ…

ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି , ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ

ଭୁବନେଶ୍ୱର : ସ୍ବାଭାବିକ ହେଲା ଲିଙ୍ଗରାଜ ମନ୍ଦିର ନୀତିକାନ୍ତି । ମଙ୍ଗଳ ଆଳତି ପରେ ଚାଲିଛି ଧାଡ଼ି ଦର୍ଶନ । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି । ମଙ୍ଗଳବାର ରାତିରୁ ଉପବାସରେ ଥିଲେ ମହାଦେବ । ଗତକାଲି ମକର ସଂକ୍ରାନ୍ତି ନୀତି ବି ହୋଇପାରିନଥିଲା ।…

ମକର ସଂକ୍ରାନ୍ତିରେ ଲିଙ୍ଗରାଜଙ୍କ ନୀତିକାନ୍ତିନୀତିରେ ବିଭ୍ରାଟ, ସେବାୟତଙ୍କ ବିବାଦ ଯୋଗୁଁ ହୋଇପାରୁନି ନବାନ୍ନ ଲାଗି

ଭୁବନେଶ୍ୱର : ପୁଣି ଉପାସରେ ପ୍ରଭୁ ଲିଙ୍ଗରାଜ । ସମସ୍ତ ନୀତିକାନ୍ତି ବନ୍ଦ । ଆଜି ମକର ସଂକ୍ରାନ୍ତିରେ ବନ୍ଦ ରହିଛି ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି । ଆଜି ମହାଦେବଙ୍କ ପାଖରେ ନବାନ୍ନ ଲାଗି ହୋଇଥାନ୍ତା । ହେଲେ ୧୨ ଘଣ୍ଟାରୁ ଅଧିକ ସମୟ ଧରି ଉପବାସରେ ଅଛନ୍ତି ଲିଙ୍ଗରାଜ । ଉଭୟ ବ୍ରାହ୍ମଣ…

ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ

ଭୁବନଶ୍ବର :  ଲିଙ୍ଗରାଜ ମନ୍ଦିର ନୀତିକାନ୍ତି ପାଇଁ ଆସିଲା ଅନ୍ତରୀଣ ରିପୋର୍ଟ। ଆଇନମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କୁ ଲିଙ୍ଗରାଜ ମନ୍ଦିର ସ୍ବତ୍ବଲିପି କମିଟିର ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯାଇଛି ।  ଜଷ୍ଟିସ ଡି ପି ଚୌଧୁରୀଙ୍କ ଅଧକ୍ଷତାରେ ଗଠିତ ଲିଙ୍ଗରାଜ ମନ୍ଦିର ସ୍ବତ୍ବଲିପି କମିଟି…

ନୂଆ ବର୍ଷରେ ମନ୍ଦିର ଦର୍ଶନ, ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ଜମିଛି ଭକ୍ତଙ୍କ ଭିଡ଼

ଭୁବନେଶ୍ବର : ନୂଆ ସକାଳ, ନୂଆ ଆରମ୍ଭ । ଠାକୁରଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ବିଭିନ୍ନ ମନ୍ଦିରରେ ଭକ୍ତଙ୍କ ପ୍ରବଳ ଭିଡ଼ ଜମିଛି । ଭୁବନେଶ୍ବର ଲିଙ୍ଗରାଜ ମନ୍ଦିରରେ ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ଜମିଛି । ବର୍ଷଟି ଭଲରେ କଟିବା ସହ ପରିବାରର ମଙ୍ଗଳ କାମନା କରିଛନ୍ତି । Also Read :…

ପେଟର ଭୋକ ବାଧ୍ୟ କରୁଛି ହାତ ପାତିବାକୁ, ବୁଢା ମଉସାଙ୍କ ସରୁନି ଦୁଃଖ

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିସର । ଭକ୍ତଙ୍କ ଯିବା ଆସିବା ଲାଗିଥାଏ ।  ସେଇ ଯିବା ଆସିବା ରାସ୍ତାରେ ପାଚେରୀକୁ ଲାଗି ମନ୍ଦିରର ସୌନ୍ଦର୍ଯ୍ୟ ପାଇଁ କେତେଗୁଡ଼ିଏ ଛୋଟ ଛୋଟ ଗଛ ସବୁ କୁଣ୍ଡରେ ଥୁଆ ହୋଇଥାଏ । ଆଉ ସେ ଗଛ ଆଢ଼ୁଆଳରେ ଜଣେ ବୁଢ଼ା ମଉସା ବସିଥାନ୍ତି । ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ…

ଲିଙ୍ଗରାଜ ମନ୍ଦିରରେ ଅଘଟଣ: ବଜ୍ରପାତରେ ଜଳିଗଲା ପତାକା, ଯାଞ୍ଚ ପାଇଁ ପହଞ୍ଚିଲା ASI ଟିମ୍‌

ଭୁବନେଶ୍ୱର : ବଜ୍ରପାତରେ ପୋଡ଼ିଗଲା ଲିଙ୍ଗରାଜ ମନ୍ଦିରର ପତାକା । ଖାଲି ପତାକା ନୁହେଁ ବରଂ ସିସିଟିଭି ନଷ୍ଟ ହେବା ସହ ଗର୍ଭଗୃହରେ ଲାଗିଥିବା ବଲ୍‌ବ ମଧ୍ୟ ପୋଡ଼ି ଯାଇଥିବାର ସୂଚନା ମିଳିଛି । ବୁଧବାର ହୋଇଥିବା ବର୍ଷା ଓ ବଜ୍ରପାତରେ ଏପରି ହୋଇଥିବା ଜଣାପଡିଛି । ଆଜି ସକାଳୁ ASIର ୫…

ଅନନ୍ତ ବାସୁଦେବଙ୍କ ମନ୍ଦିର ଆନନ୍ଦ ବଜାରର ଗୋବିନ୍ଦ ମଉସାଙ୍କ କାହାଣୀ

ଲିଙ୍ଗରାଜ ମନ୍ଦିର ବିନ୍ଦୁ ସାଗର ନିକଟରେ ଅନନ୍ତ ବାସୁଦେବଙ୍କ ମନ୍ଦିର l ଆବାହମାନ କାଳରୁ ଏହି ମନ୍ଦିର ଆଉ ଏଠାରେ ଥିବା ଠାକୁର ଠାକୁରାଣୀଙ୍କ ପୂଜା ଅର୍ଚ୍ଚନାରେ ଭୋଗ ପ୍ରସାଦ ସ୍ୱରୂପ ଅନ୍ନ ଭୋଗ ଲାଗି ହୁଏ l ଗହଳି ଚହଳି ଲାଗିଯାଏ ଲୋକଙ୍କର ଯେତେବେଳେ କୌଣସି ପୁଣ୍ୟପର୍ବ କି ବାରବ୍ରତ ପଡେ…

ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ, ସ୍ୱତନ୍ତ୍ର ନୀତିରେ ହେଲା ମନ୍ଦିର ଶୁଦ୍ଧୀକରଣ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରରେ ପଶିଲେ ଅଣହିନ୍ଦୁ । ଯାହାପରେ ପ୍ରଭୁ ଲିଙ୍ଗରାଜଙ୍କ ସମସ୍ତ ନୀତିକାନ୍ତି ବନ୍ଦ ରହିଥିଲା । ସେବାୟତ ମାନେ ସେମାନଙ୍କୁ ଚିହ୍ନଟ କରି ଥାନାରେ ଜିମା ଦେଇଥିଲେ । ମନ୍ଦିରରେ ବଡ଼ ଘୋକାଳ ନୀତି ହେବା ପରେ ପୁଣିଥରେ ସମସ୍ତ ନୀତିକାନ୍ତି ଆରମ୍ଭ ହୋଇଥିଲା । ସୂଚନା…