ଏକାମ୍ର କ୍ଷେତ୍ରରେ ତେଜିଲା ବାଇ-ଲ ପ୍ରତିବାଦର ସ୍ୱର, ଲିଙ୍ଗରାଜ ମନ୍ଦିର ଆଗରେ ସମୂହ ଦୀପଦାନ କରି ପ୍ରତିବାଦ କଲେ…
ଭୁବନେଶ୍ବର(କେନ୍ୟୁଜ୍): ଏକାମ୍ର କ୍ଷେତ୍ରରେ ତେଜିଲା ପ୍ରତିବାଦର ସ୍ୱର । ଏକାଠି ହେଲେ ଏକାମ୍ର ବାସିନ୍ଦା ଓ ସେବାୟତ । ଶ୍ରୀଲିଙ୍ଗରାଜ ମନ୍ଦିର ଆଗରେ ସମୂହ ଦୀପଦାନ । ଜଣାଇଲେ ପ୍ରତିବାଦ । ଏକାଥରକେ ଜଳିଲା ଶହ ଶହ ଦୀପ । ଏକାମ୍ରକ୍ଷେତ୍ର ପାଇଁ NMAର ଡ୍ରାଫ୍ଟ ବାଇ ଲ ତୁରନ୍ତ ପ୍ରତ୍ୟାହାର…