ନନ୍ଦନକାନନରେ ୬ ମାସର ସିଂହ ଛୁଆର ବାପା ସାଜିଛନ୍ତି ପ୍ରଶାନ୍ତ, ବହୁତ ରୋମାଞ୍ଚକ ତାଙ୍କ କାହାଣୀ
ଭୁବନେଶ୍ୱର (କେନ୍ୟୁଜ୍) : ଜନ୍ମକଲା ମା ପଚାରିଲାନି ହେଲେ କୋଳେଇ ନେଲା ମଣିଷଟିଏ। ଯେମିତି କାହା ପାଇଁ ଅଲୋଡା ତ କାହାର ଜୀବନ। ବର୍ଷା ବୋଲି ଡାକିଲା ମାତ୍ରେ ଯେଊଁଠି ବି ଥାଉ ନା କାହିଁକି ଧାଇଁ ଆସୁଛି। ବସ କହିଲେ ବସୁଛି ଆଉ ପ୍ରଶାନ୍ତଙ୍କ ସହ ଖେଳୁଛି। ପ୍ରଶାନ୍ତ ବି ତାଙ୍କ ନିଜ ପିଲା ପରି…