lion died in nandankanan

ନନ୍ଦନକାନନରେ ସିଂହୀ ସୁପ୍ରିୟାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ସିଂହୀର ମୃତ୍ୟୁ। ବାର୍ଦ୍ଧକ୍ୟରେ ସିଂହୀ ସୁପ୍ରିୟାର ମୃତ୍ୟୁ ହୋଇଛି। ବୟସାଧିକ କାରଣରୁ ଅସୁସ୍ଥ ହେବା ପରେ ଗତ ଦୁଇସପ୍ତାହ ଧରି ତାର ଚିକିତ୍ସା ଚାଲିଥିଲା।…

4 years ago