Browsing Tag

Lion Video

ମଇଁଷି ମାନଙ୍କ କବଳରୁ ନିଜକୁ କଳେ ବଳେ କୌଶଳେ ରକ୍ଷା କଲା ସିଂହୀ, ସୋସିଆଲ ମିଡିଆରେ ସେୟାର ହେଉଛି ଭିଡିଓ

କୁହାଯାଏ ଜଙ୍ଗଲ ଦୁନିଆରେ ଯିଏ ଡରିଯାଏ ଭାବିନେବ ସିଏ ମରିଗଲା ।  ଏଠି ଏମିତି ଭୟଙ୍କର ଶିକାରୀ ଥାନ୍ତି ।  ଯେଉଁ ମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ସାବଧାନତା ସହିତ ସୁରକ୍ଷିତ ରହିବା ବି ଜରୁରୀ ।  ଯଦି ଆପଣ ଏକୁଟିଆ ଅଛନ୍ତି, ତେବେ ଶିକାରୀ ମାନଙ୍କ ଠାରୁ ବର୍ତ୍ତିବା ବା ରକ୍ଷା ପାଇବା ଗୋଟେ…

Viral Video: ଗୋଟିଏ ହରିଣକୁ ଶିକାର କରିବାକୁ ପହଞ୍ଚିଗଲେ ୬ ସିଂହ, ଗଛ ଉପରେ ଚଢ଼ି ଏମିତି କଲେ ଟଣାଓଟରା

ସୋସିଆଲ ମିଡିଆରେ ଜଙ୍ଗଲର ଏକ ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଆଇଏଫ୍‌ଏସ୍‌ ଅଫିସର ସାକେତ ବଡୋଲା ନିଜ ଟ୍ଵିଟର ଆକାଉଣ୍ଟରେ ଏହି ଭିଡିଓକୁ ଟ୍ଵିଟ୍‌ କରିଛନ୍ତି। ଏହା ମାଧ୍ୟମରେ ବଡୋଲା ବୁଝାଇବାକୁ ଚେଷ୍ଟା କରିଛନ୍ତି କି, ଜଙ୍ଗଲରେ ବଞ୍ଚି ରହିବାର ଅଛି, ତ ନିଜ ଖାଦ୍ୟ ଉପରେ ନିଜର ଅଧିକାର…

ହୋଟେଲ ଗେଟ୍‌ ଖୋଲାନଥିବାରୁ ସିଂହ କଲା ଏମିତି କାମ, ଯାହା ଦେଖି ସିକ୍ୟୁରିଟି ଗାର୍ଡର ବି ଉଡ଼ିଗଲା ହୋସ୍‌; ଦେଖନ୍ତୁ…

ଜଙ୍ଗଲର ରାଜା ସିଂହ ବୋଲି ତ ସମସ୍ତେ ଜାଣନ୍ତି। ଆଉ ସୋସିଆଲ ମିଡିଆରେ ବି ସିଂହଙ୍କର ଅନେକ ଭିଡିଓ ଆପଣ ଦେଖୁଥିବେ। କିନ୍ତୁ ଏବେ ଏକ ବୁଦ୍ଧିମାନ ସିଂହର ଭିଡିଓ ଖୁବ୍‌ ଭାଇରାଲ ହେଉଛି। ଭିଡିଓରେ ଏକ ସିଂହ କୌଣସି ଏକ ହୋଟେଲ ଭିତରୁ ପଶିଯାଉଛି କିନ୍ତୁ ସେ ବାହାରିବାକୁ ଚାହିଁଲା ବେଳକୁ ଗେଟ୍‌…

ଖୁଲମ୍‌ଖୁଲା ସହରରେ ବୁଲୁଛନ୍ତି ସିଂହ, ଭାଇରାଲ ହେଉଛି ଭିଡିଓ

ରାସ୍ତାରେ ଖୁଲମ୍‌ଖୁଲା ବୁଲୁଛନ୍ତି ସିଂହ। ନା’ ଡର ଅଛି ନା ଭୟ। କେବଳ ବୁଲୁନାହାନ୍ତି ତ ଆକ୍ରମଣ ବି କରୁଛନ୍ତି। ଲକ୍‌ଡାଉନ୍‌ ଯୋଗୁ ଲୋକମାନେ ଘରେ ବନ୍ଦୀ ଥିବା ବେଳେ ଜଙ୍ଗଲୀ ଜୀବ ସହରକୁ କବ୍ଜା କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗୁଜରାଟର ଆମରେଲି ଜିଲ୍ଲାରେ। ଏଠାରେ ଶନିବାର…

ସିଂହ ଦଳଙ୍କୁ ଦେଖି ମହିଳା କାର୍‌ ଅଟକାଇବାରୁ ସିଂହୀ ଖୋଲିଦେଲା ଡୋର୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଲୋକମାନେ ପସନ୍ଦ କରିବା ସହ ବହୁଳ ଭାବେ ସେୟାର ମଧ୍ୟ କରିଥାନ୍ତି। ଖାସ୍‌ କରି ଜୀବଜନ୍ତୁଙ୍କ ଭିଡିଓକୁ ଲୋକମାନେ ଅଧିକ ଦେଖିଥାନ୍ତି। ଏବେ ସେହିଭଳି ଏକ ସିଂହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ…