Browsing Tag

LION

ନନ୍ଦନକାନନରେ ସିଂହୀ ସୁପ୍ରିୟାର ମୃତ୍ୟୁ

ଭୁବନେଶ୍ବର: ନନ୍ଦନକାନନରେ ସିଂହୀର ମୃତ୍ୟୁ। ବାର୍ଦ୍ଧକ୍ୟରେ ସିଂହୀ ସୁପ୍ରିୟାର ମୃତ୍ୟୁ ହୋଇଛି। ବୟସାଧିକ କାରଣରୁ ଅସୁସ୍ଥ ହେବା ପରେ ଗତ ଦୁଇସପ୍ତାହ ଧରି ତାର ଚିକିତ୍ସା ଚାଲିଥିଲା। ୧୯୯୪ରେ ଜନ୍ମ ନେଇଥିଲା ସିଂହୀ ସୁପ୍ରିୟା। ଏହାସହ ନନ୍ଦନକାନନରେ ସିଂହଙ୍କ ସଂଖ୍ୟା ୧୫କୁ ହ୍ରାସ…

ସିଂହ ଦଳଙ୍କୁ ଦେଖି ମହିଳା କାର୍‌ ଅଟକାଇବାରୁ ସିଂହୀ ଖୋଲିଦେଲା ଡୋର୍‌, ଦେଖନ୍ତୁ ଭିଡିଓ

ସୋସିଆଲ ମିଡିଆରେ ପ୍ରତିଦିନ କିଛି ଏମିତି ଭିଡିଓ ଭାଇରାଲ ହୋଇଥାଏ ଯାହାକୁ ଲୋକମାନେ ପସନ୍ଦ କରିବା ସହ ବହୁଳ ଭାବେ ସେୟାର ମଧ୍ୟ କରିଥାନ୍ତି। ଖାସ୍‌ କରି ଜୀବଜନ୍ତୁଙ୍କ ଭିଡିଓକୁ ଲୋକମାନେ ଅଧିକ ଦେଖିଥାନ୍ତି। ଏବେ ସେହିଭଳି ଏକ ସିଂହର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ…

ରାସ୍ତାରେ ସିଂହ ବୁଲୁଥିବା ଦେଖି ଧରିବାକୁ ପହଞ୍ଚିଲା ପୋଲିସ, କିନ୍ତୁ ତାହା ପ୍ରକୃତରେ ଥିଲା ଏକ …

ସାଧାରଣତଃ ରାସ୍ତାରେ ଗାଈଗୋରୁ ବୁଲିବା ଆମେ ସମସ୍ତେ ଦେଖିଛେ। କିନ୍ତୁ ରାସ୍ତାରେ ଏମାନଙ୍କ ବଦଳରେ ଯଦି ହିଂସ୍ରଜନ୍ତୁ ସିଂହ ବୁଲେ! ଶୁଣିବାକୁ ଡର ଲାଗୁଥିଲେ ମଧ୍ୟ ଏପରି ଏକ ଘଟଣା ଘଟିଛି ସ୍ପେନ୍‌ରେ। ଏଠାରେ ଏକ ସିଂହ ରାସ୍ତାରେ ବୁଲୁଥିବା ଦେଖାଯାଇଛି। ସିଂହକୁ ରାସ୍ତାରେ ଇତଃସ୍ତତଃ ଭାବେ…

ଆଖି ପିଛୁଳାକେ ବିଚ୍ ରାସ୍ତା ଉପରେ କୁଆଡୁ ଦୌଡିଆସିଲା ସିଂହ, ଥରେ ଦେଖନ୍ତୁ ଏହି ଭିଡିଓ ଥରି ଉଠିବ ଛାତି

ଆଖି ପିଛୁଳାକେ କୁଆଡୁ ଦୌଡିଆସିଲା ବରାଟ ସିଂହ । କୌଣସି ଚିଡିଆଖାନା କିମ୍ବା ଜଙ୍ଗଲ ଭିତରେ ନୁହେଁ ବରଂ ଲୋକ ଗହଳି ଥିବା ବିଚ୍ ରାସ୍ତା ଉପରେ । ସିଂହକୁ ଦେଖି ଜୀବନ ବିକଳରେ ସେଠାରେ ଉପସ୍ଥିତ ଥିବା ଲୋକେ ଦୌଡିବାକୁ ଲାଗିଲେ । ସିଂହ ମଧ୍ଯ କୁଆଡେ ଯିବ କାହାକୁ ଆକ୍ରମଣ କରିବ କିଛି ନଭାବି…

ଦିନକୁ କେତେ ଘଣ୍ଟା ଶୋଇଥାଏ ସିଂହ? ଜାଣନ୍ତୁ ସିଂହ ସହ ଜଡ଼ିତ ୧୫ଟି ରୋଚକ କଥା

ପିଲାବେଳୁ ଆମେ ଅନେକ ଗଳ୍ପ ବହିରେ ପଢ଼ିଛୁ, ସିଂହକୁ ଜଙ୍ଗଲର ରାଜା କୁହାଯାଏ। କାରଣ, ସେ ଅନ୍ୟ ଜୀବଜନ୍ତୁଙ୍କ ତୁଳନାରେ ଅଧିକ ଶକ୍ତିଶାଳୀ ହୋଇଥାଏ। ତା’ର ଗୋଟିଏ ରଡିରେ ସାରା ଜଙ୍ଗଲ କମ୍ପିଉଠିଥାଏ। କିନ୍ତୁ ଆପଣ ହୁଏତ ଏହି ପ୍ରାଣୀ ବିଷୟରେ ଆହୁରି ଅନେକ ରୋଚକ କଥା ଶୁଣି ନ ଥିବେ। ଆଜି ଆମେ…

ମାନିବାକୁ ପଡିବ ଆଇଡିଆକୁ, ଟଙ୍କା ନଦେବା ପାଇଁ ବକେୟା ରାଶି ଆଣିବାକୁ ଯାଇଥିବା ଲାଇନମ୍ୟାନଙ୍କ ପଛରେ ଲଗାଇଦେଲେ ସିଂହ

ସବୁବେଳେ ଆମେ ଶୁଣିବାକୁ ପାଇଥାଉ ଯେ ବକେୟା ଟଙ୍କା ଆଣିବାକୁ ଯାଇଥିବା ବ୍ୟକ୍ତିଙ୍କ ପଛରେ ଲୋକେ ନିଜର ପୋଷା କୁକୁର ଏବଂ ବିଲେଇକୁ ଛାଡି ଦିଅନ୍ତି। କିନ୍ତୁ ପାକିସ୍ତାନରେ ଘଟିଥିବା ଦ୍ରୁଶ୍ୟର ନଜାରା କିଛି ଅଲଗା। ଜଣେ ଇଲେକଟ୍ରିସିୟାନ ବକେୟା ଟଙ୍କା ଆଦାୟ କରିବାକୁ ଯାଇଥିବାବେଳେ ଜଣେ…

ସହର ଭିତରେ ସିଂହ : ଗୋଟିଏ କି ଦୁଇଟି ନୁହେଁ, ପୂରା ଦଳ

ସହର ଭିତରେ ପଶୁରାଜ ସିଂହ। ଗୋଟିଏ କି ଦୁଇଟି ନୁହେଁ, ଜନବସତି ଭିତରେ ପଶିଛନ୍ତି ଗୋଟିଏ ଦଳ। ବେଶ ଦୀର୍ଘ ସମୟ ଧରି ଘୂରି ବୁଲିଛନ୍ତି। ତେବେ ବିଳମ୍ବିତ ରାତି ହୋଇ ଥିବାରୁ କୌଣସି ଅଘଟଣ ଘଟି ନାହିଁ। ଏ ହେଉଛି ଗୁଜରାଟର ଭାବନାଥ ଅଞ୍ଚଳର ଦୃଶ୍ୟ। ଗିର୍ ଜଂଗଲରୁ ଗୋଟିଏ ସିଂହ ଦଳ ରାତିରେ ଜନବସତି…