Browsing Tag

lionel messi

ଲିଓନେଲ ମେସିଙ୍କୁ କୁଣ୍ଢାଇ ପକାଇଥିବା ଫ୍ୟାନ୍‌ଙ୍କୁ ଗିରଫ କଲା ଚୀନ ପୋଲିସ, ମିଳିଲା ଦଣ୍ଡ

ଆର୍ଜେଣ୍ଟିନା ଫିଫା ବିଶ୍ବକପ ଟାଇଟଲ ଜିତିବା ପରେ ମଧ୍ୟ ଭଲ ପ୍ରଦର୍ଶନ ଜାରି ରଖିଛି ।  ଚୀନର ରାଜଧାନୀ ବେଜିଂରେ ଖେଳାଯାଉଥିବା ବନ୍ଧୁତ୍ବପୂର୍ଣ୍ଣ ମ୍ୟାଚରେ ଆର୍ଜେଣ୍ଟିନା ଅଷ୍ଟ୍ରେଲିଆକୁ ୨-୦ରେ ହରାଇଛି । ଏହି ମୁକାବିଲାରେ ଆର୍ଜେଣ୍ଟିନାର ଅଧିନାୟକ ଲିଓନେଲ ମେସିଙ୍କ ଗୋଲ୍‌ ଯୋଗୁଁ…

ବେଜିଂ ଏୟାରପୋର୍ଟରେ ଲିଓନେଲ ମେସି ଅଟକ,  ଭିଡିଓ ଭାଇରଲ

ଫୁଟବଲ ସୁପରଷ୍ଟାର ଲିଓନେଲ ମେସିଙ୍କୁ ଚୀନ ପୋଲିସ ବେଜିଂ ଏୟାରପୋର୍ଟରେ ଅଟକ ରଖିଛି । ଖବର ମୁତାବକ, ମେସିଙ୍କ  ଭିସା ସମସ୍ୟା ନେଇ ତାଙ୍କୁ ଅଟକ ରଖାଯାଇଥିବା ଖବର ମିଳିଛି । ୩୦ ମିନିଟ୍‌ ପରେ ସମସ୍ୟା ସାମାଧାନ ହେବା ପରେ ମେସି ଯାଇଥିଲେ । ଏହି ଘଟଣା ସୋସିଆଲ ମିଡିଆରେ ଭାଇରଲ ହେଉଛି । ଏହି…

ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଲେ ଲିଓନେଲ ମେସି, ମବାପେଙ୍କୁ ଦେଲେ ମାତ୍‌

ଫିଫା ଶ୍ରେଷ୍ଠ ପୁରୁଷ ଖେଳାଳି ପୁରସ୍କାର ଜିତିଛନ୍ତି ଆର୍ଜେଣ୍ଟିନା ବିଶ୍ୱକପ ବିଜେତା ଫୁଟବଲର୍ ଲିଓନେଲ ମେସି । ଏଥର ମଧ୍ୟ ସେ ଫ୍ରାନ୍ସର କିଲିଆନ୍ ମବାପେଙ୍କୁ ପଛରେ ପକାଇ ପାଇଛନ୍ତି। ସେହିଭଳି ଶ୍ରେଷ୍ଠ ମହିଳା ଖେଳାଳି ଭାବେ ସ୍ପେନର ଆଲେକ୍ସୀ ପୁଟେଲସ୍ ଏହି ପୁରସ୍କାର ଜିତିଛନ୍ତି । ମେସି…

ଫିଫା ବିଶ୍ୱକପ୍‌ ଫିଭର: ଆର୍ଜେଣ୍ଟିନାର ରାଜଧାନୀ ସଡ଼କ ପାଲଟିଲା ଜନସମୁଦ୍ର, ଅଧାରେ ଅଟକିଲା ବିଜୟ ଶୋଭାଯାତ୍ରା

ଆର୍ଜେଣ୍ଟିନା ଫିଫା ବିଶ୍ବକପ୍ ୨୦୨୨ ଜିତିବା ପରେ ସ୍ୱଦେଶକୁ ଫେରିଛି । ୩୬ ବର୍ଷ ପରେ ବିଶ୍ୱକପ ଜିତିବା ପରେ ସ୍ୱଦେଶ ଫେରିବା ପରେ ଆର୍ଜେଣ୍ଟିନା ରାଜଧାନୀ ବୁଏନସ ଏୟାର୍ସ ଫ୍ୟାନ୍ସଙ୍କ ଜନସମୁଦ୍ର ଦେଖିବାକୁ ମିଳିଥିଲା । ଖେଳାଳି ବୁଏନସ ଏୟାର୍ସରେ ପହଞ୍ଚିବା ମାତ୍ରେ ଫୁଟବଲ୍ ହିରୋଙ୍କୁ…

ମାତ୍ର ୯ ବର୍ଷରୁ ଫୁଟବଲକୁ କରିଥିଲେ ଅକ୍ତିଆର, ଆଉ ଏବେ ଫୁଟବଲର ରାଜା ମେସି

(କେନ୍ୟୁଜଓଡିଶା) : ଲିଓନେଲ ମେସି । ଫୁଟବଲ ଦୁନିଆର ବାଦସାହା । ଫୁଟବଲର ରାଜା । ୬ଥର ଓ୍ଵାଲ୍ଡ ବେଷ୍ଟ ମେନସ ପ୍ଲେୟାର ଅଫ ଦ ଇୟର ଟାଇଟଲ ତାଙ୍କ ନାଁ ରେ । ବାମ ଗୋଡ଼ ଫୁଟବଲ ପ୍ଲେୟାର । ଫୁଟବଲକୁ ଅକ୍ତିଆର କରିବାରେ ଯିଏ ପୁରା ମାହିର । ବିପକ୍ଷ ଦଳଠୁ ବଲକୁ ଛଡ଼େଇ ଆଣିବାରେ ସିଦ୍ଧହସ୍ତ । ଫିଫା…

ଆର୍ଜେଣ୍ଟିନା ଜିତିବା ପରେ ମେସି ପାଇଁ ଇମୋସନାଲ ପୋଷ୍ଟ କଲେ ପତ୍ନୀ ଏଣ୍ଟୋନେଲା, ଶେଷରେ ତୁମେ ଚାମ୍ପିଅନ ହୋଇଗଲ…

ଫିଫା ୨୦୨୨ ବିଶ୍ୱକପ ଆର୍ଜେଣ୍ଟିନା ଜିତିନେଇଛି। ଗତଥରର ଛାମ୍ପିଅନ ଫ୍ୟାନ୍ସକୁ ହରାଇ ବିଶ୍ୱକପ ଜିତିଛି ଆର୍ଜେଣ୍ଟିନା। ପେନାଲିଟି ସୁଟଆଉଟରେ ଆର୍ଜେଣ୍ଟିନା ଫ୍ରାନ୍ସକୁ ୪-୨ରେ ହରାଇଥିଲା। ଫ୍ରାନ୍ସର ସ୍ୱପ୍ନକୁ ଧୂଳିସାତ କରି ୩୬ ବର୍ଷ ପରେ ପୁଣି ଫୁଟବଲ ବିଶ୍ୱକପ ଜିତିଛି ଆର୍ଜେଣ୍ଟିନା । ୩୫…

ଫିଫା ଫାଇନାଲ ପୂର୍ବରୁ ଆର୍ଜେଣ୍ଟିନାଙ୍କୁ ବଡ଼ ଝଟକା, ଟିମର ଷ୍ଟାର ଖେଳାଳି ମେସି ଆହତ

ଫିଫା ବିଶ୍ୱକପ ୨୦୨୨ ଫାଇନାଲ ମ୍ୟାଚ ପୂର୍ବରୁ ଆର୍ଜେଣ୍ଟିନାକୁ ବଡ ଝଟକା ଲାଗିଛି । ଫାଇନାଲ ମ୍ୟାଚ୍‌ ପୂର୍ବରୁ ଆହତ ହୋଇଛନ୍ତି ଲିୟୋନେଲ ମେସି । ଆର୍ଜେଣ୍ଟିନା ଏବଂ ଫ୍ରାନ୍ସ ମଧ୍ୟରେ ୧୮ ଡିସେମ୍ବରରେ ଫାଇନାଲ ମ୍ୟାଚ୍‌ ଖେଳାଯିବ। ସେମି ଫାଇନାଲରେ କ୍ରୋଏସିଆ ବିପକ୍ଷରେ ମ୍ୟାଚ୍‌ ଖେଳିବା…

ଅବସର ନେବେ ଫୁଟବଲ ଖେଳାଳୀ ଲିଓନେଲ ମେସି : ଫିଫା ବିଶ୍ୱକପରେ ନିଜ କ୍ୟାରିୟରର ଶେଷ ମ୍ୟାଚ୍ ଖେଳିବେ ବୋଲି କଲେ ଘୋଷଣା

ଆର୍ଜେଣ୍ଟିନା ଫୁଟବଲ କିମ୍ବଦନ୍ତୀ ଲିଓନେଲ ମେସି ତାଙ୍କ ଫ୍ୟାନ୍ସ ମାନଙ୍କୁ ବଡ଼ ଝଟକା ଦେଇଛନ୍ତି। ୨୦୨୨ ମସିହାରେ ହେବାକୁ ଥିବା ଫୁଟବଲ ବିଶ୍ୱକପ ତାଙ୍କର ଶେଷ ଟୁର୍ନାମେଣ୍ଟ ହେବ ବୋଲି ମେସି ଘୋଷଣା କରିଛନ୍ତି। ଅର୍ଥାତ୍ ଏହି ବିଶ୍ୱକପ୍ ପରେ ସେ ଯେକୌଣସି ସମୟରେ ଅବସର ନେଇପାରନ୍ତି , କାରଣ…

କାହାର କ୍ୟାରିୟର ର ଶେଷ ବର୍ଷ : କ୍ରିଷ୍ଟିଆନୋ ରୋନାଲ୍ଡୋ ନା ଲିଓନେଲ ମେସି ?

ଆପଣ ଜାଣିଥିବେ କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ଲିଓନେଲ ମେସି, ଫୁଟବଲ ଦୁନିଆରେ ଏହି ଦୁଇଟି ନାମ ଖୁବ ଚର୍ଚ୍ଚିତ । ଏମିତିକି ଫୁଟବଲ ଦୁନିଆରେ ଏମାନଙ୍କର କୌଣସି ପରିଚୟ ଦରକାର ନାହିଁ । ଏହି ଦୁଇଜଣ ଫୁଟବଲ ଷ୍ଟାର କେହି କାହାଠାରୁ କମ୍‌ ନୁହେଁ । ନିଜ ନିଜ ଭିତରେ ଏମାନେ ଫୁଟବଲ ଦୁନିଆର ଲେଜେଣ୍ଡ ।…

ରୋନାଲ୍ଡୋ ଏବଂ ଲେଓ୍ଵାଣ୍ଡୋସ୍କିଙ୍କୁ ପଛରେ ପକାଇ ସପ୍ତମ ଥର ବିଲନ୍‌ ଡି’ଅର ଆଓ୍ଵାର୍ଡ ଜିତିଲେ ମେସି

ଆର୍ଜେଣ୍ଟିନାର ଷ୍ଟାର ଫୁଟବଲର୍ ଲିଓନେଲ ମେସିଙ୍କୁ ପୁଣି ଥରେ ଫୁଟବଲ ମଇଦାନରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ବଲନ୍ ଡି’ଅର୍ ଆଓ୍ଵାର୍ଡରେ ସମ୍ମାନିତ କରାଯାଇଛି। ୩୪ବର୍ଷୀୟ ମେସି ପର୍ତ୍ତୁଗାଲର ଷ୍ଟାର ଫୁଟବଲର୍ କ୍ରିଷ୍ଟିଆନୋ ରୋନାଲଡୋ ଏବଂ ବାଇର୍ନ ମ୍ୟୁନିକ୍‌ର ରବର୍ଟ ଲେୱାଣ୍ଡୋସ୍କିଙ୍କୁ ମାତ୍‌…

ଲିଓନେଲ ମେସୀ ଲୁହ ପୋଛିଥିବା ଟିସୁ ପେପର ହେବ ନିଲାମ, ଦାମ୍ ରହିଛି ସାଢେ ସାତ କୋଟି ଟଙ୍କା

ଲୋକପ୍ରିୟ ତଥା ପ୍ରସିଦ୍ଧ ଖେଳାଳିଙ୍କ ଜିନିଷ ନିଲାମ ହେବା କିଛି ନୂଆ କଥା ନୁହେଁ। କିନ୍ତୁ କେବେ କୌଣସି ଖେଳାଳିଙ୍କ ଲୁହ ଏତେ ମୂଲ୍ଯବାନ ହୋଇପାରେ ଯେ, ତାର ଦାମ୍ କୋଟି କୋଟି ଟଙ୍କା ହୋଇପାରିବ ବୋଲି ହୁଏତ ଆପଣ କେବେ ଭାବିନଥିବେ। ଆର୍ଜେଣ୍ଟିନା ଫୁଲବଲ ଷ୍ଟାର ଲିଓନେଲ ମେସୀ ଫୁଟବଲ କ୍ଲବ…

ପୁରୁଣା ସାଥୀ ନେମାରଙ୍କ ଟିମ୍‌ରେ ସାମିଲ ହେଲେ ଲିଓନେଲ ମେସି, ଜାଣନ୍ତୁ ବର୍ଷକୁ ନେବେ କେତେ ଟଙ୍କା

ପ୍ୟାରିସ୍‌ରେ ପହଞ୍ଚିଛନ୍ତି ଦୁନିଆର ଟପ୍‌ ଫୁଟବଲର ଲିଓନେଲ ମେସି। ଦୁଇ ବର୍ଷ ପାଇଁ ଫ୍ରାନ୍ସିସ୍‌ କ୍ଲବ୍‌ ପ୍ୟାରିସ୍‌ ସେଣ୍ଟ-ଜର୍ମାନ(ପିଏସ୍‌ଜି) ସହ ଚୁକ୍ତି ସ୍ୱାକ୍ଷର କରିବା ପରେ ମଙ୍ଗଳବାର ଦିନ ପ୍ୟାରିସରେ ପହଞ୍ଚିଛନ୍ତି ମେସି। ଏ ଅବସରରେ ସୋସିଆଲ ମିଡିଆରେ ତାଙ୍କର ଅନେକ ଭିଡିଓ ଭାଇରାଲ…