lioness riwa

ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି, ଏସୀୟ ସିଂହି ରିୱା ଜନ୍ମ ଦେଲା ୩ ଶାବକ

ଭୁବନେଶ୍ୱର(କେନ୍ୟୁଜ୍‌) : ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂଆ ଅତିଥି, ଏସୀୟ ସିଂହି ରିୱା ପ୍ରଥମ ଗର୍ଭରୁ ୩ ଶାବକକୁ ଜନ୍ମ ଦେଇଛି । ତେବେ ୨ଟି ସୁସ୍ଥ…

1 year ago