Browsing Tag

lipika singh darai

କଳାତ୍ମକ ସିନେମାର ଜଣାଶୁଣା ନାଁ ଲିପିକା ସିଂହ ଦରାଇ, ୭ବର୍ଷରେ ହାସଲ କରିଛନ୍ତି ୪ଟି ଜାତୀୟ ପୁରସ୍କାର

ଭୁବନେଶ୍ବର: ଲିପିକା ସିଂହ ଦରାଇ। କଳାତ୍ମକ ସିନେମାରେ ଏକ ଜଣାଶୁଣା ନାଁ। ଓଡ଼ିଶାର ମୟୂରଭଞ୍ଜରେ ଜନ୍ମିତ ଲିପିକା ନିଜର ସାତବର୍ଷର କ୍ୟାରିଅରରେ ଚାରି ଚାରିଟି ଜାତୀୟ ପୁରସ୍କାର ଲାଭ କରିଛନ୍ତି। ସିନେମା ନିର୍ମାଣ ଓ ନିର୍ଦ୍ଦେଶନାରେ ନିଜ ସମସାମୟିକ ନିର୍ଦ୍ଦେଶକଙ୍କ ମଧ୍ୟରେ ବେଶ ଆଦ୍ରୁତ…