ଆପଣଙ୍କ ଗୋଲାପି ଓଠକୁ କଳା କରିଦିଏ ଏହି ୫ଟି କାରଣ, ନିଶ୍ଚୟ ପଢ଼ନ୍ତୁ
ଦୁନିଆରେ ଅନେକ ଲୋକ ଅଛନ୍ତି, ଯେଉଁମାନେ ହସିବାକୁ ଭଲ ପାଆନ୍ତି। କିନ୍ତୁ ଟିକିଏ ଭାବନ୍ତୁ, ଯଦି ଆପଣଙ୍କ ଓଠ କଳା, ଆଉ ଏଥିରେ ଜମା ବି ଚମକ ନାହିଁ, ତା’ହେଲେ ଆପଣଙ୍କ ସୁନ୍ଦର ହସ ମଧ୍ୟ ଫିକା ପଡ଼ିଯିବ। ଆଜ୍ଞା ହଁ, ଅନେକ ବାର ଆପଣ ନିଜ ଓଠର କଳାପଣ ଯୋଗୁ ଅନ୍ୟ ଜଣଙ୍କ ସାମ୍ନାରେ ଲଜ୍ଜା ଅନୁଭବ…