Browsing Tag

lipstick gun

ଦେଖିବାକୁ ଲିପ୍‌ଷ୍ଟିକ୍‌ ଭଳି, କିନ୍ତୁ ଉଦ୍ଦେଶ୍ୟ କିଛି ଅଲଗା, ଏହାଦ୍ୱାରା ମହିଳାମାନେ କରିପାରିବେ ନିଜର ସୁରକ୍ଷା

ଦେଶରେ ବଢ଼ିଚାଲିଥିବା ମହିଳା ଉତ୍ପୀଡ଼ନକୁ ନଜରରେ ରଖି ଉତ୍ତର ପ୍ରଦେଶ ବାରାଣସୀର ଜଣେ ବ୍ୟକ୍ତି ଏକ ଆଣ୍ଟି-ଇଭ୍‌-ଟିଜିଙ୍ଗ୍‌ ଲିପ୍‌ଷ୍ଟିକ୍‌ ଗନ୍‌ ତିଆରି କରିଛନ୍ତି। ଏହି ଲିପ୍‌ଷ୍ଟିକ୍‌ ବିଲ୍‌କୁଲ ବନ୍ଧୁକ ଭଳି ଦେଖାଯାଉଥିବା ବେଳେ ଏହାର ଉଦ୍ଦେଶ୍ୟ କିନ୍ତୁ କିଛି ଅଲଗା ରହିଛି।…