ପାକିସ୍ତାନରେ ୩୦୦ଟଙ୍କା ପାର ହେଲା ପେଟ୍ରୋଲ ଓ ଡିଜେଲ ଦାମ, ବଢ଼ିଲା ପାକିସ୍ତାନୀଙ୍କ ସମସ୍ୟା
ପ୍ରତିଦିନ ପାକିସ୍ତାନର ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ବଢ଼ୁଥିବା ଇଲେକ୍ଟ୍ରି ବିଲ୍ ଯୋଗୁଁ ଲୋକମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏତକ କମ ନଥିଲା ଯେ ସରକାର ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ପୁଣି ବଢ଼ାଇ ଦେଇଛନ୍ତି। ପାକିସ୍ତାନରେ ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ବର୍ତ୍ତମାନ…