Browsing Tag

liqueur seized

ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୫ଶହ ଲିଟର ଦେଶୀ ମଦ ଜବତ, ୪ଜଣକୁ ଗିରଫ କରିଛି ପୋଲିସ୍

ବାଲେଶ୍ୱର: ବାଲେଶ୍ୱର ସହରର ପୁରୁଣା ବାଲେଶ୍ୱର ଅଞ୍ଚଳରୁ ୨୫ଶହ ଲିଟର ଦେଶୀ ମଦ ଜବତ ସହ ୪ଜଣକୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ସଦର ଥାନା ଅଞ୍ଚଳର ବୋଲି ଜଣାପଡିଛି । ପିକ୍‌ଅପ୍‌ ଭ୍ୟାନ ସହ ଏକ ଇକୋ ସ୍ପୋର୍ଟ ଭ୍ୟାନରେ ସୋର ଅଞ୍ଚଳକୁ ଦେଶୀ ମଦ ଚାଲାଣ କରାଯାଉଥିଲା । କହିବାକୁ ଗଲେ…

ଲକ୍‌ଡାଉନରେ ରାଜଧାନୀରେ ଖୁଲମଖୋଲା ଚୋରା ମଦ କାରବାର: କଟକ ରୋଡ଼ରେ ଥିବା ରେନ୍‌ ବାର୍‌ରେ ଚଢାଉ, ଲକ୍ଷାଧିକ ଟଙ୍କାର ମଦ…

ଭୁବନେଶ୍ବର: ଲକ୍‌ଡାଉନରେ ରାଜଧାନୀରେ ଖୁଲମଖୋଲା ଚୋରା ମଦ କାରବାର । କଟକ ରୋଡ଼ରେ ଥିବା ରେନ୍‌ ବାର୍‌ରେ ଚାଲିଥିବା ଏହି ଚୋରା କାରବାର। ଏନେଇ ଖବର ପାଇବାପରେ ଚଢାଉ କରିଥିଲା କମିଶନରେଟ୍‌ ପୋଲିସର କୁଇକ୍‌ ଆକ୍ସନ ଟିମ୍‌ । ଏହି ଚଢାଉରେ ଲକ୍ଷାଧିକ ଟଙ୍କାର ମଦ ଜବତ ହୋଇଛି । ବିଭିନ୍ନ ଦାମୀ…