Browsing Tag

liquor

ଅବକାରୀ ବିଭାଗର ନୂଆ ଗାଇଡଲାଇନ, ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ

ଭୁବନେଶ୍ୱର : ଅବକାରୀ ବିଭାଗର ନୂଆ ଗାଇଡଲାଇନ । ଏଣିକି ଟେଟ୍ରା ପ୍ୟାକରେ ମଦ ମିଳିବ । ଟେଟ୍ରା ପ୍ୟାକରେ ରହିବ ୬ଟି ସୁରକ୍ଷା ଲେୟର । ୧୮୦ ମିଲି ପର୍ଯ୍ୟନ୍ତ ମଦ ଟେଟ୍ରା ପ୍ୟାକରେ ଉପଲବ୍ଧ ହେବ। ନୂଆ ଗାଇଡଲାଇନ ଅନୁସାରେ, ପୁରୀ ବେଳାଭୂମିରେ ମଦ ଦୋକାନ ଖୋଲିବାକୁ ଅନୁମତି ମିଳିବ ନାହିଁ।…

ଆଉ କାଚ ବୋତଲରେ ମିଳିବନି ମଦ, ବ୍ୟବହାର କରାଯିବ ଟେଟ୍ରା ପ୍ୟାକ୍

ଭୁବନେଶ୍ୱର : ଆଉ କାଚ ବୋତଲରେ ମିଳିବନି ମଦ । କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାର କରାଯିବ । ଅବକାରୀ ନୀତି ଅନୁସାରେ କାଚ ବୋତଲର ପରିବର୍ତ୍ତେ ଟେଟ୍ରା ପ୍ୟାକ୍ ବ୍ୟବହାରକୁ ଅନୁମତି ଦିଆଯାଇଛି । ଏହା ପରିବେଶ ସୁରକ୍ଷା ପାଇଁ ଅନୁକୂଳ । ଏହା ସହ ପରିବେଶ ସୁରକ୍ଷା ଦୃଷ୍ଟିକୋଣରୁ…

ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର IT ରେଡ୍, ଆୟକର ଫାଙ୍କିଥିବା ନେଇ ବିଭିନ୍ନ ସ୍ଥାନରେ ଚଢ଼ାଉ

ଅନୁଗୁଳ:  ବଡ ଧରଣର ଆୟକର ଚଢ଼ାଉ । ମଦ ବ୍ୟବସାୟୀଙ୍କ ଘରେ ବଡ଼ ଧରଣର ଆୟକର ରେଡ୍‌ ହୋଇଛି । ଅନୁଗୁଳ କରଡ଼ାଗାଡିଆରେ ଥିବା ଦେଶୀ ଭାଟିର ମୁଖ୍ୟ ଗୋଦାମରେ ଚାଲିଛି ରେଡ୍ । ଆୟକର ଫାଙ୍କିବା ନେଇ ଚଢ଼ାଉ ଚାଲିଥିବା ସୂଚନା ମିଳିଛି । ଅନୁଗୋଳରେ ତିନି ଜଣିଆ ଟିମ ଚଳାଇଛନ୍ତି ଖୋଳତାଡ଼ । ତାଳଚେର,…

ମଦ ବିରୋଧରେ ତାତିଲେ ମହିଳା, ଦୋକାନ ଆସବାପତ୍ରରେ ନିଆଁ ଲଗାଇ ଦେଲେ

ମାର୍ଶାଘାଇ : ମଦ ବିରୋଧରେ ତାତିଲେ ମହିଳା । ସରକାରୀ ମଦ ଦୋକାନ ଉପରେ ଚଢଉ କଲେ ମହିଳା । କେନ୍ଦ୍ରାପଡା ଜାତୀୟ ରାଜପଥ ଓଲଡି ଛକରୁ କିଛି ଦୂରରେ ଥିବା ସରକାରୀ ମଦ ଦୋକାନକୁ ଠେଙ୍ଗା ବାଡି ଧରି ଘେରିଲେ ଶତାଧିକ ମହିଳା ।  ମଦ ଦୋକାନ ଆଗରେ ନିଆଁ ଲଗାଇ ପ୍ରତିବାଦ କଲେ । ଅସାମାଜିକ ଯୁବକଙ୍କ…

ଓଡିଶାରେ ମାଣ୍ଡିଆରୁ ତିଆରି ହେବ ମଦ, ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର

ଭୁବନେଶ୍ୱର : ଓଡିଶାରେ ମାଣ୍ଡିଆରୁ ତିଆରି ହେବ ମଦ ।  ଏଥିପାଇଁ ଆଗ୍ରହୀ ମଦ ତିଆରି କମ୍ପାନୀକୁ ସବସିଡି ଯୋଗାଇବେ ରାଜ୍ୟ ସରକାର ।   2025-26 ଅବକାରୀ ପଲିସିକୁ ନେଇ ଅବକାରୀମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତା ରେ ବସିଥିବା ବୈଠକରେ ଏଭଳି କିଛି ଯୋଜନା ପ୍ରସ୍ତୁତ କରାଯାଇଛି ।…

ଜଙ୍ଗଲ ମଝିରେ ଦେଶୀ ମହୁଲ ପୋଚ କୂଅ ଠାବ, ପମ୍ପ ଲଗାଇ ସଫା କଲା ଅବକାରୀ ବିଭାଗ

କାମାକ୍ଷାନଗର:  ଜଙ୍ଗଲ ମଝିରେ ଦେଶୀ ମହୁଲ ପୋଚ କୂଅ ଠାବ ହୋଇଛି । ପମ୍ପ ଲଗାଇ ସଫା କଲା ଅବକାରୀ ବିଭାଗ । କାମାକ୍ଷାନଗର ଅବକାରୀ ବିଭାଗକୁ ଚକମା ଦେଇ ଜଙ୍ଗଲ ମଝିରେ କୂଅ ଖୋଳି ମହୁଲ ପୋଚ ରଖିଥିଲେ ଦେଶୀ ମଦ ମାଫିଆ । ପରଜଙ୍ଗ ଥାନା ଆମ୍ବପଳାସ ଗାଁରେ ରେଡ୍ କରିଛି ଅବକାରୀ ବିଭାଗ । ହଜାର…

ଜିରୋ ନାଇଟ ପାଇଁ ଦିଆଯିବ ନାହିଁ ଅସ୍ଥାୟୀ ଲାଇସେନ୍ସ, ଚୋରା ମଦ ବିକ୍ରି କଲେ ବନ୍ଧା ହେବେ: ମନ୍ତ୍ରୀ

ଭୁବନେଶ୍ୱର : ଆଗକୁ ଆସୁଛି ନୂଆବର୍ଷ । ସେଥିଲାଗି ସବୁଠୁ ଜୋରଦାର ପ୍ରସ୍ତୁତି ଚାଲିଛି । ତେବେ ନୂଆବର୍ଷକୁ ଆହୁରି ରଙ୍ଗୀନ କରେ ଜିରୋ ନାଇଟ୍ ସେଲିବ୍ରେସନ । ବିଭିନ୍ନ ହୋଟେଲ, ସଂସ୍ଥା ପକ୍ଷରୁ ଏହି ଜିରୋ ନାଇଟ୍ ଆୟୋଜନ କରାଯାଇଥାଏ । ଦେଶ ଓ ରାଜ୍ୟର ବିଭିନ୍ନ ସ୍ଥାନରେ ପାଲନ ହେବ ଜିରୋ ନାଇଟ୍…

ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ, ୩ ଗିରଫ

ଉଦଳା: ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ । ଏକ ଘରୋଇ ବସରୁ ବ୍ୟାପକ ଦେଶୀ ମଦ ଜବତ କରିଲା ଉଦଳା ପୋଲିସ । ଥଣ୍ଡା ବୋତଲରେ ଦେଶୀ ମଦ ଚାଲାଣ କରୁଥିବା ବେଳେ ପୋଲିସ ହାତରେ ୩ ଜଣ ବେପାରୀ ଧରାପଡ଼ିଛନ୍ତି । ଏକ ବସରୁ ୧୫୦ ଲିଟର ଦେଶୀ ମଦ ଜବତ କରିଛି ପୋଲିସ । ଦଳାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା…

ଚୋରା ମଦ ପାଇଁ ହେବ ଆଜୀବନ କାରାଦଣ୍ଡାଦେଶ: ଅବକାରୀ ଆଇନରେ ଖୁବ ଶୀଘ୍ର ହେବ ସଂଶୋଧନ

ଭୁବନେଶ୍ୱର : ଚୋରାମଦ ପାଇଁ ଆଜୀବନ କାରାଦଣ୍ଡ ।  ଅବକାରୀ ଆଇନରେ ଖୁବ ଶୀଘ୍ର ସଂଶୋଧନ ହେବ। ଏନେଇ ବିଭାଗ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ସଂଶୋଧିତ ଆଇନରେ ଚୋରାମଦ ପାଇଁ ଆଜୀବନ କାରାଦଣ୍ଡ ବ୍ୟବସ୍ଥା ରହିବ ବୋଲି କହିଛନ୍ତି ଅବକାରୀ କମିଶନର ନରସିଂହ ଭୋଳ। ଚିକିଟି ମଦ ମୃତ୍ୟୁ ପରେ ଆକ୍ସନ…

କାୟା ବିସ୍ତାର କରିବାରେ ଲାଗିଛି ମଦଭାଟି, ଅସନ୍ତୋଷ ହେଉଛନ୍ତି ଗାଁ ମହିଳା

ପୁରୁଷୋତ୍ତମପୁର: ମଦ ଭାଟି ସମ୍ମୁଖରେ ପାଟି ତୁଣ୍ଡ ହୋ ହାଲ୍ଲା କରୁଛନ୍ତି ମହିଳା ମାନେ । ଏପରି କରିବା ପଛରେ ତାଙ୍କର ଗୋଟାଏ ଜିଦ୍‌ । ଏଠାରୁ ମଦଭାଟି ଉଠାଯାଉ । ଅନ୍ୟ କେଉଁ ସ୍ଥାନକୁ ସ୍ଥାନାନ୍ତରଣ କରାଯାଉ । ନହେଲେ କିଛି ଭଲ ହେବନି । ଆମ ସ୍ୱାମୀ ମାନେ ଯାହା ରୋଜଗାର କରୁଛନ୍ତି ଏହି ମଦ…

ତାମିଲାନାଡୁରେ ମଦମୃତ୍ୟୁ ତାଣ୍ଡବ: ବିଷାକ୍ତ ମଦ ପିଇ ୨୯ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ : ବିଷାକ୍ତ ମଦ ନେଉଛି ଜୀବନ । ତାମିଲନାଡ଼ୁରେ ବିଷାକ୍ତ ମଦ ପିଇ ୨୯ ଜଣ ଲୋକଙ୍କ ଜୀବନ ଗଲାଣି । ଅନେକ ଲୋକେ ଅସୁସ୍ଥ ହୋଇ ହସ୍ପିଟାଲରେ ଜୀବନ-ମରଣ ସହ ଲଢ଼େଇ କରୁଛନ୍ତି । ଏହି ଘଟଣାକୁ ନେଇ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି।  ତାମିଲନାଡ଼ୁ କାଲାକୁରୁଚି ଜିଲ୍ଲାରେ ଏପରି…

ବେଆଇନ୍‌ ମଦ ବିକ୍ରିକୁ ବିରୋଧ, ସରପଞ୍ଚଙ୍କ ଘର ଆଗରେ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା

ଗଞ୍ଜାମ (କେନ୍ୟୁଜ): ତାତିଲେ ମହିଳା । ଭାଙ୍ଗିଲେ ଦେଶୀ ମଦ ଦୋକାନ । ମଦ ବିରୋଧୀ ଅଭିଯାନରେ ଏକାଠି ହେଲେ ଗାଁର ମହିଳା । ଏହି ଘଟଣା ହେଉଛି ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନା ଶାସନଆମ୍ବଗାଁର । ବେଆଇନ ଦେଶୀ ମଦ କାରବାରକୁ ନେଇ ମହିଳାମାନେ ଆଜି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସୂଚନା…