liquor seized in bhadrak

ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ୫ଲକ୍ଷ ଟଙ୍କାରୁ ଅଧିକ ଦେଶୀ ଓ ବିଦେଶୀ ମଦ ଜବତ, ୬ ଗିରଫ

ଭଦ୍ରକ: ଭଦ୍ରକ ଜିଲ୍ଲା ଅବକାରୀ ବିଭାଗ ଦ୍ୱାରା ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ। ବିଭିନ୍ନ ସ୍ଥାନରେ ଚଢାଉ କରି ୧୧ଶହ ଲିଟର ଦେଶୀ…

4 years ago