Browsing Tag

liquor shop

ମଦ ଦୋକାନ ଜାଳିଦେଲେ ମହିଳା

ସାଲେପୁର : ମଦ ଦୋକାନ ଜାଳିଦେଲେ ମହିଳା। ଚୋରା ମଦବେପାରକୁ ମହିଳାଙ୍କ ତୀବ୍ର ପ୍ରତିବାଦ। ଦୁଇ ମଦ ଦୋକାନ ଉପରେ ଅତର୍କିତ ଚଢଉ କରିବା ସହ ଦୋକାନ ଜାଳିଦେଲେ ମହିଳା। କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ବଡ଼ଖିର ଗାଁରେ ମଦ ବ୍ୟବସାୟ ବିରୋଧରେ ତାତିଲେ ମହିଳା। ଗତ କିଛି ବର୍ଷ ହେବ ଗାଁ…

ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା, ରାସ୍ତାକୁ ଓହ୍ଲାଇ କଲେ ବିରୋଧ

ଯାଜପୁର: ମଦ ଦୋକାନ ବନ୍ଦ ଦାବିରେ ତାତିଲେ ମହିଳା। ଯାଜପୁର ଜିଲ୍ଲା ଜାରକାଠାରେ ସରକାରୀ ଦେଶୀ ମଦ ଦୋକାନ ଖୋଲିବା ନିଷ୍ପତ୍ତିକୁ ମହିଳା ତୀବ୍ର ବିରୋଧ କରିଛନ୍ତି। ଦୁବଗାଡିଆ ମୈାଜାରେ ସରକାରଙ୍କ ପକ୍ଷରୁ ଏକ ଦେଶୀ ମଦ ଦୋକାନ ଖୋଲାଯିବା ନେଇ ପ୍ରସ୍ତାବ ରହିଛି । ଏଥିପାଇଁ ସ୍ଥାନ ନିରୂପଣ…

ଢେଙ୍କାନାଳ ଗଁଦିଆ ବ୍ଲକ ବଜାର ଛକରେ ନୂଆ ମଦ ଦୋକାନକୁ ବିରୋଧ, ରାସ୍ତାରେ ବସି ମହିଳାଙ୍କ ପ୍ରତିବାଦ

ଢେଙ୍କାନାଳ: ରାସ୍ତାରେ ବସିଲେ ମହିଳା । ଢେଙ୍କାନାଳ ଗଁଦିଆ ବ୍ଲକ ବଜାରର ଛକରେ ନୂଆ ମଦ ଦୋକାନକୁ ଖୋଲିବାକୁ ବିରୋଧ କରି ସ୍ଥାନୀୟ ବାସିନ୍ଦା ଓ ସ୍ୱୟଂ ସହାଇକା ଗୋଷ୍ଠୀ ପକ୍ଷରୁ ରାସ୍ତା ଅବରାଧ କରି ବିରୋଧ ପ୍ରଦର୍ଶନ । ସ୍ଥାନୀୟ ଲୋକଙ୍କର ଅଭିଯୋଗ ଅନୁସାରେ ବଜାର ମଧ୍ୟରେ ସ୍କୁଲ, କଲେଜ,…

ପୀର ହାଟରେ ପ୍ରସ୍ତାବିତ ମଦ ଦୋକାନ ଖୋଲାକୁ ବିଜେପି , ବିଜେଡି ଓ କଂଗ୍ରେସର ବିରୋଧ

ଚାନ୍ଦବାଲି: ମଦକୁ ନେଇ ଭଦ୍ରକ ଜିଲ୍ଲା ପୀରହାଟରେ ରାଜନୀତି ସରଗରମ ହେବାରେ ଲାଗିଛି । ୨୦୧୮ ମସିହାରୁ ବନ୍ଦ ଥିବା ସରକାରୀ ମଦ ଦୋକାନ ପୁଣି ଥରେ ଖୋଲାଯିବାର ଉଦ୍ୟମ ହେଉଥିବାର ଆଲୋଚନା ପରେ ସବୁ ରାଜନୈତିକ ଦଳ ଏହାକୁ ତୀବ୍ର ବିରୋଧ କରିଛନ୍ତି । ସମସ୍ତଙ୍କ ଲକ୍ଷ୍ୟ ନିଶାମୁକ୍ତ ପିରହାଟ । ତେବେ…

ମଦ ପାଇଁ ଥିବା ସ୍ପିରିଟ୍ ସବୁ କଣ ହ୍ୟାଣ୍ଡ ସାନିଟାଇଜରରେ ବଦଳି ଯାଇଛି ? ‘ସମସ୍ତଙ୍କ ଗଳା ଶୁଖି ଯାଉଛି, ସମସ୍ତଙ୍କୁ…

ଆଜ୍ଞା ! ମଦ ପାଇଁ କେମିତି ବିକଳ ହେଉଛନ୍ତି ଆମ ଲୋକେ ସେକଥା ତ ଆପଣମାନେ କାଲି ଠାରୁ ଜାଣି ସାରିଛନ୍ତି । ଆଖିରେ ଦେଖିଛନ୍ତି ଯେ ସରକାର ଦେଉଥିବା ଖାଦ୍ୟ ସାମଗ୍ରୀ ପାଇଁ ଯେତିକି ଭିଡ଼ ନଥିଲା ତା ଠାରୁ ଅଧିକ ଗହଳି ଥିଲା ମଦ ଦୋକାନ ଆଗରେ । ତେବେ ଓଡ଼ିଶାରେ କାହିଁକି ମଦ ଦୋକାନ ଖୋଲିଲା ନାହିଁ ?…