Browsing Tag

liquor

ରାଜ୍ୟରେ ଆସନ୍ତାକାଲିଠୁ ଅଫ୍‌ଲାଇନ୍‌ରେ ମିଳିବ ମଦ, ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ ଖୋଲାରହିବ କାଉଣ୍ଟର

ଭୁବନେଶ୍ବର : ଆସନ୍ତାକାଲିଠୁ ରାଜ୍ୟରେ ଅଫ୍‌ଲାଇନ୍‌ରେ ମିଳିବ ମଦ।  ଠିପିବନ୍ଦ ବିଦେଶୀ ମଦ ଦୋକାନ ଓ ବାରରେ ମଦ କିଣି ନେଇପାରିବେ ଗ୍ରାହକ । ସକାଳ ୭ଟାରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ କାଉଣ୍ଟର ଖୋଲାରହିବ । ଓ୍ଵାଇନ୍‌, ବିୟର, ଦେଶୀ ଓ ବିଦେଶ ମଦ ଗ୍ରାହକ କିଣିପାରିବେ । ଏନେଇ ଆଜି ଏକ ପ୍ରେସ୍…

ମଦ ପାଇଁ ବେଲଗାମ ଲୋକେ, ସରକାରଙ୍କ କଟକଣାକୁ ଖୋଲାଖୋଲି କଲେ ଉଲ୍ଲଂଘନ

ଆନନ୍ଦପୁର(କେନ୍ଯୁଜ୍): କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଠାରେ ଅନଲାଇନ ନୁହେଁ, କାଉଣ୍ଟରରେ ମଦ ମିଳୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଏନେଇ ସରକାରୀ କଟକଣାକୁ ଫୁ କରି ଉଡ଼େଇ ଦେଇଛନ୍ତି ଲୋକେ। ଦୋକାନ ପକ୍ଷରୁ ଅନଲାଇନରେ ମଦ ଡେଲିଭରି ପାଇଁ ହ୍ଵାଟ୍‌ସ ଆପ୍‌ ନଂ ଜାରି ହୋଇଛି। କିନ୍ତୁ ଏହି…

ନାଲି ପାଣି ପାଇଁ ଆଉ ନାହିଁ ଚିନ୍ତା, ଆଜି ଠାରୁ ମଦ ହୋମ ଡେଲିଭରି ଆରମ୍ଭ

ନୂଆଦିଲ୍ଲୀ : କରୋନା ଭାଇରସ ଏବଂ ଲକଡାଉନ ଭିତରେ ଆପଣ ମଦ ଦୋକାନରେ ଲୋକଙ୍କ ଲମ୍ବା ଲାଇନ ଏବଂ ଭିଡ ଦେଖିଥିବେ। ଏହି କାରଣରୁ ତ କିଛି ରାଜ୍ୟର ସରକାର ନିଜର ସ୍ଥାନୀୟ ମଦ ଦୋକାନକୁ ବନ୍ଦ କରିବା ପାଇଁ କିମ୍ବା ଦାମ ବଢାଇବା ପାଇଁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଲୋକଙ୍କ ଭିଡ କମିନଥିଲା ସେଥିପାଇଁ…

ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି, ଏଣିକି ବିଚାର କରିବେ ରାଜ୍ୟ ସରକାର

କେନ୍ୟୁଜ: ଲକଡାଉନ କାରଣରୁ ମଦ ବ୍ୟବସାୟ ପ୍ରଭାବିତ ହୋଇଛି। ଏପରିକି ଅଧିକାଂଶ ସ୍ଥାନରେ ମଧ୍ୟ ମଦ ବିକ୍ରି ଉପରେ କଟକଣା ଜାରି କରାଯାଇଛି। ମଦ ହୋମ ଡେଲିଭରୀ ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି। ରାଜ୍ୟ ସରକାର ହୋମ ଡେଲିଭରୀ ନେଇ ବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଛନ୍ତି ସୁପ୍ରିମକୋର୍ଟ ।…

କାହିଁକି ମଦୁଆଙ୍କ ଉପରେ ପୁଷ୍ପ ବୃଷ୍ଟି କଲେ ଏହି ବ୍ୟକ୍ତି, ଜାଣନ୍ତୁ କଣ ରହିଛି ଏହା ପଛର କାରଣ

ଦେଶ ରାଜଧାନୀ ଦିଲ୍ଲୀରେ ଆଜି ଠାରୁ ମଦ ଦର ୭୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଦିଲ୍ଲୀ ସରକାର ମଦ ବିକ୍ରି ଉପରେ "ସ୍ପେଶାଲ କରୋନା ଟ୍ୟାକ୍ସ" ଆଦାୟ କରିବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକରେ ହୋଇଥିବା ଆଲୋଚନା ଅନୁଯାୟୀ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାଯାଇଛି ।…

ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ? ନିଷ୍ପତ୍ତି ନେବେ ଜିଲ୍ଲାପାଳ, ଅବକାରୀ ବିଭାଗର ରହିବ ନାହିଁ କୌଣସି ଭୂମିକା

ଭୁବନେଶ୍ବର: ରାଜ୍ୟର କେଉଁ ସ୍ଥାନରେ ଖୋଲିବ ମଦ ଦୋକାନ ? ତାହାର ନିଷ୍ପତ୍ତି ଜିଲ୍ଲା ନେବ। ଜିଲ୍ଲା ପ୍ରଶାସନ ବନ୍ଦ କରୁଛି, ସେମାନେ ହିଁ ଖୋଲିବେ । ମୟୂରଭଞ୍ଜ ଜିଲ୍ଲାପାଳ ମଦ ବିକ୍ରିକୁ ସମ୍ପୂର୍ଣ୍ଣ ବନ୍ଦ କରିଛନ୍ତି । ଗଞ୍ଜାମ ଜିଲ୍ଲାପାଳ ଓ ବରଗଡ଼ ଜିଲ୍ଲାପାଳ ବି ମଦ ବିକ୍ରିକୁ ବନ୍ଦ…

ଆମ୍ବୁଲାନ୍ସ ଭିତରେ ମଦ ବୋତଲ ସାଙ୍ଗକୁ ଚାଖଣା, ଭିଡିଓ ଭାଇରାଲ ପରେ ଜୋର ଧରିଛି ଚର୍ଚ୍ଚା

ଖୋର୍ଦ୍ଧା: ୧୦୮ ଆମ୍ବୁଲାନ୍ସ ରାଜ୍ୟବାସୀଙ୍କ ପାଇଁ ମାଗଣା ଚିକିତ୍ସା ସେବାର ଏକ ମାଧ୍ୟମ । ରୋଗୀଙ୍କୁ ଘରୁ ସରକାରୀ ଡାକ୍ତରଖାନାକୁ ନେବା ପାଇଁ ବ୍ୟବସ୍ଥା କରାଯାଇଛି ଏହି ଆମ୍ବୁଲାନ୍ସ ସେବା । ହେଲେ  ଆମ୍ବୁଲାନ୍ସ ଭିତରେ ଦେଖିବାକୁ ମିଳିଛି ମଦ ବୋତଲ ସହିତ ଚାଖଣା । ତାହାପୁଣି ଡ୍ରାଇଭର…

କଳାହାଣ୍ଡି ଜୟପାଟଣା ପୋଲିସ ଦ୍ଵାରା ବିପୁଳ ପରିମାଣର ମଦ ଜବତ, ୪ ଅଭିଯୁକ୍ତ ଗିରଫ

ଧର୍ମଗଡ : ବିପୁଳ ପରିମାଣର ମଦ ଜବତ। ଲକଡାଉନ୍ ଯୋଗୁଁ ଦେଶୀ ଭାଟି ଓ ବିଦେଶୀ ମଦ ଦୋକାନ ବନ୍ଦ୍ ଥିବାବେଳେ ଏହାର ସୁଯୋଗ ନେଇ ଚଢ଼ା ଦରରେ ବିକ୍ରି ଚାଲିଥିଲା ମଦ । ଯାହାର ଅଭିଯୋଗ ପରେ କଳାହାଣ୍ଡି ଜିଲ୍ଲା ଜୟପାଟଣା ପୋଲିସ ଦ୍ଵାରା ଚଢ଼ାଉ କରାଯାଇ ବିପୁଳ ପରିମାଣର ମଦ ଜବତ କରାଯାଇଛି ।…

ମାହାଙ୍ଗା ଥାନା ଅଞ୍ଚଳରେ ଚାଲିଛି ଅବାଧ ଚୋରା ମଦ ବିକ୍ରି

ମାହାଙ୍ଗା(କେନ୍ୟୁଜ୍): କଟକ ଜିଲ୍ଲା ମାହାଙ୍ଗା ଥାନା ଅଞ୍ଚଳରେ ଚାଲିଛି ଅବାଧ ଚୋରା ମଦ ବିକ୍ରି । ଏହି ମଦ ପିଇ ପୁଣି ଜଣେ ବ୍ୟକ୍ତି ଗୁରୁତର ହୋଇ ମାହାଙ୍ଗା ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଚୋରା ମଦ ବିକ୍ରିକୁ ବିରୋଧ କରି ମାହାଙ୍ଗା ଥାନାରେ ଏତଲା ଦେଇଛନ୍ତି ଶତାଧିକ ମହିଳା । ମଦ ବିକ୍ରି…

ସମ୍ବଲପୁର : ବିଷାକ୍ତ ମଦ ପିଇ ୨ ମୃତ

ସମ୍ବଲପୁର : ବିଷାକ୍ତ ବିଦେଶୀ ମଦ ପିଇ ୨ ମୃତ। ସମ୍ବଲପୁର ନାକଟି ଦେଉଳ ଅଞ୍ଚଳରେ ଘଟିଛି ଏଭଳି ଅଘଟଣ। ୨ ମୃତକଙ୍କ ମଧ୍ୟରେ ଗାଁର ଜଣେ ଗ୍ରାମରକ୍ଷୀ ରହିଛନ୍ତି । ଅନ୍ୟଜଣେ ଗୁରୁତର ଫକୀର ଖୁରାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସକାଳେ ଫକୀର କବାଟ ଖୋଲିବା ପରେ ଘର ଆଗରେ ଏକ ପ୍ୟାକେଟ…

ଏଣିକି ମଦ କିଣିବା ପାଇଁ ଯିବାକୁ ପଡିବନି ମାର୍କେଟ, ଆରମ୍ଭ ହେବ ହୋମ୍ ଡେଲିଭରି

ମହାରାଷ୍ଟ୍ର : ଏଣିକି ମଦ କିଣିବା ପାଇଁ ଯିବାକୁ ପଡିବନି ମାର୍କେଟ୍ । ଆପଣଙ୍କ ଘରେ ପହଂଚିଯିବ ଯିବ ମଦ । ଜାତୀୟ ଓ ଅନ୍ତର୍ଜାତୀୟ ଇ-କମର୍ସ ୱେବ୍‌ସାଇଟ୍‌ ଜରିଆରେ ହୋମ୍‌ ଡେଲିଭରି କରାଯିବ ମଦ । ଏଭଳି ନୂଆ ନୀତି ପ୍ରଣୟନ କରିବାକୁ ଯାଉଛନ୍ତି ମହାରାଷ୍ଟ୍ର ସରକାର । ତେବେ ମଦ ହୋମ୍‌ ଡେଲିଭରି…

ଚୌଦ୍ୱାରରେ ବିଷାକ୍ତ ମଦ ପିଇ ଜଣଙ୍କର ମୃତ୍ୟୁ, ମଦ ବିରୋଧରେ ତାତିଲେ ମହିଳା

କଟକ : ପୁଣି ମଦ ବିରୋଧରେ ତାଲିଲେ ମହିଳା । ଚୌଦ୍ୱାର ସୁଇପର କଲୋନୀରେ ଥିବା ଏକ ମଦ ଦୋକାନରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି । ଗତକାଲି ଦଳିତ ସାହିର ପ୍ରକାଶ ନାୟକଙ୍କ ମୃତ୍ୟୁ ହୋଇଥିଲା । ଏକ ନାଳରୁ ତାଙ୍କ ମୃତ୍ୟୁ ଦେହ ଉଦ୍ଧାର କରାଯାଇଛି । ବିଷାକ୍ତ ମଦ ପିଇ ତାଙ୍କର ମୃତ୍ୟୁ ହୋଇଥିବା…