Browsing Tag

little scientist

ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକକୁ ନେଇ ଜୈବିକ ଇନ୍ଧନ ତିଆରି କରୁଛନ୍ତି କୁନି ବୈଜ୍ଞାନିକ ସାଇ ସ୍ମୃତି ସିଂ, ହାସଲ କଲେଣି…

ନରସିଂହପୁର(କେନ୍ୟୁଜ୍):  ନରସିଂହପୁର ବାସେଲିହତା ଗାଁର ଯୁବ ପ୍ରତିଭା ସାଇ ସ୍ମୃତି ସିଂ । ଜଣେ କୁନି ବୈଜ୍ଞାନିକ ଭାବେ ସେ ବେଶ୍‌ ପରିଚିତ । ଅନେକ ବିଜ୍ଞାନ ପ୍ରକଳ୍ପ ପ୍ରସ୍ତୁତ କରି ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ପୁରସ୍କାର ହାସଲ କରିଛନ୍ତି । ବର୍ତ୍ତମାନ ଦଶମ ଶ୍ରେଣୀରେ ପାଠ…