ରିଲେସନସିପ ଟିପ୍ସ : କ’ଣ ଶୀଘ୍ର ଭାଙ୍ଗିଯାଉଛି କି ଲଭ ମ୍ୟାରେଜ, ଏହିସବୁ ହୋଇଥାଏ କାରଣ
ଅଧିକାଂଶ ସମୟରେ ଲଭ ମ୍ୟାରେଜ ଓ ଆରେଞ୍ଜ ମ୍ୟାରେଜକୁ ନେଇ ପ୍ରଶ୍ନ ଉଠେ ଯେ କେଉଁଟି ଭଲ । ଗତ କିଛି ବର୍ଷ ଧରି ଲୋକଙ୍କ ମଧ୍ୟରେ ଲଭ ମ୍ୟାରେଜକୁ ନେଇ ଅଧିକ ବିଶ୍ୱାସ ବଢ଼ିଯାଇଛି । ମ୍ୟାରେଜ ଯାହା ବି ହେଉନା କାହିଁକି ଏଥିରେ ବିଶ୍ୱାସ ଓ ଭରଷାର ମୂଳ ଦୁଆ ରହିବା ଜରୁରୀ । ବିବାହରେ ତ ଭଲ ମନ୍ଦ…