Browsing Tag

liver transplant

ପ୍ରଥମ ଲିଭର ଟ୍ରାନ୍ସପ୍ଲାଣ୍ଟ: ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ

ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଛି କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ । କଟକ ଏସସିବି ବଡ଼ ମେଡିକାଲକୁ ମିଳିଲା ବଡ ସଫଳତା ପ୍ରଥମ ଥର ପାଇଁ କରାଗଲା ଲିଭର ଟ୍ରାନସପ୍ଲାଣ୍ଟ । ଏବେ ଲିଭର ଟ୍ରାନସପ୍ଲାଣ୍ଟ ପାଇଁ ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡିବ ନାହିଁ । ଏଣିକି…

ପ୍ରଥମ ଲିଭର ଟ୍ରାନ୍‌ସପ୍ଲାଣ୍ଟ୍‌ରେ ଇତିହାସ ରଚିଲା SCB, ସ୍ତ୍ରୀ ଦେଲେ ସ୍ବାମୀଙ୍କୁ ନୂଆ ଜୀବନ

କଟକ (କେନ୍ୟୁଜ): କଟକ ଏସସିବି ମେଡିକାଲରେ ଲିଭର ଟ୍ରାନସପ୍ଲାଣ୍ଟ । ଦୀର୍ଘ ୧୧ ବର୍ଷ ପରେ ଏସସିବି ମେଡିକାଲର ଟ୍ରମା ବିଲଡିଂର ସ୍ବତନ୍ତ୍ର ମୋଡୁଲାର ଓଟିରେ ଯକୃତ ପ୍ରତିରୋପଣ ଅପରେସନ ହୋଇଛି । କଟକ ତିଗିରିଆ ଅଞ୍ଚଳର ଜଣେ ପୁରୁଷଙ୍କ ଠାରେ ତାଙ୍କର ସ୍ତ୍ରୀଙ୍କ ଠାରୁ ଲିଭର ଟ୍ରାନସପ୍ଲାଣ୍ଟ…

ଚିକିତ୍ସା କ୍ଷେତ୍ରରେ ଯୋଡ଼ି ହେଲା ନୂଆ ଅଧ୍ୟାୟ: ଏସସିବିରେ ହୋଇ ପାରିବ ଲିଭର ପ୍ରତିରୋପଣ

କଟକ(କେନ୍ୟୁଜ୍): ଚିକିତ୍ସା କ୍ଷେତ୍ରରେ ଯୋଡି ହେଲା ନୂଆ ଅଧ୍ୟାୟ । ଏସସିବି ମେଡିକାଲ କଲେଜରେ ହୋଇ ପାରିବ ଲିଭର ପ୍ରତିରୋପଣ । ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ । ଏହି ଲିଭର ପ୍ରତିରୋପଣ କେନ୍ଦ୍ରକୁ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ ଉଦଘାଟନ କରିଛନ୍ତି । ଏଥିପାଇଁ ଦଶ କୋଟି ଟଙ୍କାର…

ଭାଲେଣ୍ଟାଇନ୍‌ ଡେ’ ରେ ସ୍ୱାମୀଙ୍କୁ ଲିଭର ଉପହାର ଦେଲେ ସ୍ତ୍ରୀ

ଭାଲେଣ୍ଟାଇନ୍‌ ଡେ ବା ପ୍ରେମ ଦିବସ । ଏକାଠି ହୋଇ ହୃଦୟ ଯୋଡିବେ ଓ ଭବିଷ୍ୟତ ପାଇଁ ସୁନେଲୀ ସ୍ୱପ୍ନ ଦେଖିନ୍ତି ପ୍ରେମପକ୍ଷୀ। । ଏହି ଦିନରେ ପ୍ରେମୀ ଯୁଗଳ ପରସ୍ପରକୁ ସଂକଳ୍ପ କରିଥାନ୍ତି ସେମାନଙ୍କ ପ୍ରେମ ଶାସ୍ୱତ ଓ ଅମର ହୋଇ ରହିଥାଉ । କିଏ ଗିଫ୍ଟ ତ ଆଉ କିଏ ଫୁଲ ଦେଇ ନିଜର ପ୍ରେମର…

କଟକ: ଗରିବ ରୋଗୀକୁ ଆଉ ଟଙ୍କାଟିଏ ଖର୍ଚ୍ଚ କରିବାକୁ ପଡିବନି କି ବାହାରକୁ ଯିବାକୁ ପଡିବ ନାହିଁ, SCBରେ ଏବେ ହେବ…

କଟକ(କେନ୍ୟଜ୍):ଚିକିତ୍ସା କ୍ଷେତ୍ରରେ ନୂଆ ଫର୍ଦ୍ଦ ଯୋଡ଼ିଲା କଟକ ଏସସିବି ମେଡିକାଲ କଲେଜ ଓ ହସ୍ପିଟାଲ। ଉଦ୍‌ଘାଟିତ ହେଲା ଲିଭର ଟ୍ରାନ୍‌ସପ୍ଲାଣ୍ଟ ଓ ଶିଶୁ ଆଲର୍ଜି ଓପିଡି। ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଦିନରେ ଆଜି କିଛି ରୋଗୀଙ୍କ ନାମ ଲିଭର…

ବୈଜ୍ଞାନିକ ତିଆରି କଲେ ଖାସ୍‌ ମେସିନ୍‌, ଏଣିକି ସପ୍ତାହେ ପର୍ଯ୍ୟନ୍ତ ବାହାରେ ଜୀବନ୍ତ ରହିପାରିବ ଲିଭର

ଏବେର ବିଜ୍ଞାନ ବହୁତ ଉନ୍ନତି କଲାଣି। ଏଣିକି ଅସମ୍ଭବକୁ ସମ୍ଭବ କରି ଦେଖେଉଛନ୍ତି ଆଜିର ବୈଜ୍ଞାନିକ। ବୈଜ୍ଞାନିକମାନେ ଏବେ ଏମିତି ଏକ ମେସିନର ଆବିଷ୍କାର କରିଛନ୍ତି ଯାହା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ମଣିଷର କୌଣସି ଅଙ୍ଗକୁ ଡୋନରଙ୍କ ଶରୀରରୁ ବାହାର କରିବା ପରେ ୬ରୁ ୧୨ ଘଣ୍ଟା…