ଋଣ ଟଙ୍କା ନେବା ପାଇଁ ମଧ୍ୟ ରାତ୍ରୀ ପର୍ଯ୍ୟନ୍ତ ଘରେ ବସିରହିଥିଲେ ଫାଇନାନ୍ସ କର୍ମଚାରୀ, ସୁଝି ନପାରିବାରୁ ଝୁଲିପଡ଼ିଲେ…
ଖୋର୍ଦ୍ଧା(କେନ୍ୟୁଜ୍): ଋଣ ଭାର ସହିନପାରି ଝୁଲିପଡ଼ିଲେ। ଘର ଭିତରୁ ଉଦ୍ଧାର ହେଲା ବୃଦ୍ଧ ଦମ୍ପତିଙ୍କ ଝୁଲନ୍ତା ମୃତଦେହ। ମୃତକ ଦୁଇ ଜଣ ବାନାମ୍ବର ବେହେରା ଓ ବନିତା ବେହେରା ପୁରୀ ଜିଲ୍ଲା କଣାସ ଥାନା ଅଁଳାଯୋଡ଼ି ଉପରସାହି ଗାଁରେ ଏହି ଅଘଟଣ ଘଟିଛି। ସୂଚନା ଅନୁଯାୟୀ ଏକ ଘରୋଇ ଅର୍ଥ ଲଗାଣ…