Browsing Tag

loc

ସେନା ଦିବସରେ ଶେରଶାହ ଠାରୁ ଆରମ୍ଭ କରି ବର୍ଡର ପର୍ଯ୍ୟନ୍ତ ଜାଣନ୍ତୁ ଆମ ସୈନିକଙ୍କ ବୀରତ୍ଵ କାହାଣୀ

ଆମେ ସମସ୍ତେ ଯଦି ଆଜି ଭଲରେ ବଞ୍ଚିପରିଛେ ଓ ଖୁସିରେ ଘରେ ରହିପରିଛେ ତାହା କେବଳ ସମ୍ଭବ ହୋଇଛି ଆମ ଭାରତୀୟ ସେନାଙ୍କ ପାଇଁ । ତେଣୁ ଆଜିର ସେନା ଦିବସରେ କେ ନ୍ୟୁଜ୍ ଓଡ଼ିଶା ତରଫରୁ ଆମ ଭାରତୀୟ ସେନାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା। କେଡେ ଭାଗ୍ୟବାନ ସେ ବାପା ମା' ଜିଏ ଆମ ମାଟି…

ଧାରା ୩୭୦ ଉଚ୍ଛେଦର ପ୍ରତିବାଦ: ପିଓକେରୁ ମାଡ଼ି ଆସୁଛନ୍ତି ଶହ ଶହ ନାଗରିକ, ଏଲ୍‌ଓସିରୁ ୭ କିଲୋମିଟର ଦୂରରୁ ଅଟକାଇଲା…

ଜମ୍ମୁ-କଶ୍ମୀର: ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦର ପ୍ରତିବାଦ । ପାକିସ୍ତାନ ଅଧିକୃତ କଶ୍ମୀର ବା ପିଓକେରୁ ଶହ ଶହ ନାଗରିକ ଏଲ୍‌ଓସି ଅଭିମୁଖେ ଫ୍ରିଡମ୍‌ ମାର୍ଚ୍ଚ ଆରମ୍ଭ କରିଛନ୍ତି । ଜମ୍ମୁ-କଶ୍ମୀର ରାଜଧାନୀ ଶ୍ରୀନଗର ପହଞ୍ଚିବା ପାଇଁ ଏମାନେ ଲକ୍ଷ୍ୟ ରଖିଛନ୍ତି । ହେଲେ ଏଲ୍‌ଓସିରୁ ୭…

ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା, ଏଲଓସି ସହ ପୂରା ଇଣ୍ଡୋ-ପାକ୍‌ ବର୍ଡରରେ ରେଡ୍‌ ଆଲର୍ଟ

କେନ୍ୟୁଜ୍ (ବ୍ୟୁରୋ):  ସୀମାରେ ରେଡ୍‌ ଆଲର୍ଟ। ପାକିସ୍ତାନ ପଟୁ ଆକ୍ରମଣ ଆଶଙ୍କା କରି ସୀମାରେ ରେଡ ଆଲର୍ଟ ଜାରି ହୋଇଛି। ଜାମ୍ମୁ-କାଶ୍ମୀର ସମେତ ପୂରା ଭାରତ-ପାକିସ୍ତାନ ସୀମାରେ ସଜାଗ ହୋଇଛନ୍ତି ବିଏସଏଫ ଓ ଆର୍ମୀ ଯବାନ। ଚୀନ୍‌ ନିର୍ମିତ ଡ୍ରୋନ୍‌ ବ୍ୟବହାର କରି ଭାରତକୁ ଅସ୍ତ୍ରଶସ୍ତ୍ର…

ପିଓକେ ଏଲଓସିରେ ୨ ହଜାର ଯବାନଙ୍କୁ ମୁତୟନ କଲା ପାକିସ୍ତାନ, ଯୁଦ୍ଧ ସମ୍ଭାବନା ସନ୍ଦେହ

ସୀମାରେ ସେନା ଠୁଳ କରୁଛି ପାକିସ୍ତାନ। ପିଓକେରେ ଥିବା ଏଲଓସି ନିକଟରେ ପ୍ରାୟ ୨ ହଜାର ଯବାନଙ୍କୁ ମୁତୟନ କରିଛି ପାକିସ୍ତାନ। ଏଲଓସି ଠାରୁ ଏମାନେ ୩୦ କିଲୋମିଟର ପଛରେ ଅଛନ୍ତି। ଭାରତୀୟ ସେନାଙ୍କ ଜାରି କରାଯାଇଥି ବିଶେଷ ସୂତ୍ରରୁ  ଏହି ସୂଚନା ମିଳିଛି। ଏମାନଙ୍କ ଗତିବିଧି ଉପରେ ଭାରତୀୟ ସେନା…