ବ୍ୟାଙ୍କ ଆଗରେ ଧାରଣା ଦେଲେ ହିତାଧୀକାରୀ, ଜମା ଟଙ୍କା ଫେରି ପାଇବା ପାଇଁ କଲେ ଦାବି
ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ୟୁନିୟନ ବ୍ୟାଙ୍କରେ ଟଙ୍କା ଜମା ରଖି ହଡପର ଶିକାର ହୋଇଥିବା ଜମାକାରୀ ବ୍ୟାଙ୍କ ସମ୍ମୁଖରେ ଧାରଣା ଦେଇଥିଲେ । ଜମାକାରୀଙ୍କ ଖାତାରୁ ଟଙ୍କା ଗାଏବ ହୋଇଯାଇଥିବା ଗତ ଏପ୍ରିଲ ମାସରେ ଜାଣିବା ପରେ ଗ୍ରାହକମାନେ ବ୍ୟାଙ୍କ ମ୍ୟାନେଜରଙ୍କ ଦୃଷ୍ଟି ଆକର୍ଷଣ…