ତୀବ୍ର ହେବାରେ ଲାଗିଛି କାକଟପୁର ବଲରା ଗାଁରେ ମଦ ବିରୋଧୀ ଆନ୍ଦୋଳନ: ଟାୟାର ଜାଳି, ଠେଙ୍ଗା ଧରି ରାସ୍ତା ଉପରେ ଶତାଧିକ…
କାକଟପୁର(କେନ୍ୟୁଜ): ତୀବ୍ର ହେବାରେ ଲାଗିଛି କାକଟପୁର ବଲରା ଗାଁରେ ମଦ ବିରୋଧୀ ଆନ୍ଦୋଳନ । ଉତ୍କଳ ପ୍ଲାଜାରେ ମଦ ଦୋକାନ ସାଙ୍ଗକୁ ଡ୍ୟାନ୍ସବାର ଖୋଲିବାକୁ ଅନୁମତି ଦେଇଛନ୍ତି ପୁରୀ ଜିଲ୍ଲାପାଳ । ଏହାକୁ ବିରୋଧ କରି ଗତକାଲି ଠାରୁ ଜାରି ରହିଛି ଧାରଣା ଏବଂ ରାସ୍ତାରୋକ । ରାସ୍ତାରେ ଟାୟାର…