ଫୋନ୍ ନମ୍ବରରୁ ଏପରି ପତ୍ତା ଲଗାନ୍ତୁ କାହାର ବି ଲାଇଭ ଲୋକେସନ୍, ଜାଣନ୍ତୁ କେମିତି
ଅନେକ ଥର ଆମେ ଜାଣିବାକୁ ଚାହିଁଥାଉ ଯେ ଆମ ସାଙ୍ଗ ସାଥି ଏବଂ ବନ୍ଧୁ ପରିଜନ କେଉଁଠି ଅଛନ୍ତି। ଆଉ ବି ଯେତେବେଳେ ଆପଣ କଣ୍ଟାକ୍ଟ କରିପାରନ୍ତିନି ସେତେବେଳେ ଆହୁରି ଟେନସନ୍ ବଢ଼ିଯାଇଥାଏ। ଯେ ସେମାନେ ଯେଉଁଠି ବି ଅଛନ୍ତି ସୁରକ୍ଷିତ ଅଛନ୍ତି ତ? ଆଉ ଏହି ସମୟରେ ସେ କେଉଁଠି ଅଛନ୍ତି ଜାଣିବାକୁ…