Browsing Tag

lock down

ସାଂଘାଇରେ ଭୟାବହ ସ୍ଥିତି! ମାଲିକଙ୍କୁ କରୋନା ହେଲେ ପୋଷା ଜୀବଙ୍କୁ କରାଯାଉଛି ହତ୍ୟା; ସାମ୍ନାକୁ ଆସିଲା ସମ୍ବେଦନଶୀଳ…

ଚୀନ ଏହି ସମୟରେ କରୋନା ମହାମାରୀର ଅତି ଭୟାବହ ସ୍ଥିତି ଦେଇ ଗତି କରୁଛି। ଏଠାରେ ସଂକ୍ରମଣର ଅନେକ ମାମଲା ସାମ୍ନାକୁ ଆସୁଛି। ସାଂଘାଇରେ ବର୍ତ୍ତମାନ ବିଶ୍ୱର ସବୁଠାରୁ ବଡ଼ ଲକ୍‌ଡାଉନ ଜାରି ରହିଛି। ଏହାରି ଭିତରେ ସେଠାରୁ ଏକ ଛାତିଥରା ଭିଡିଓ ସାମ୍ନାକୁ ଆସିଛି। ଏହି ଭିଡିଓରେ ଆପଣ ଦେଖିପାରିବେ…

ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ, ସୁପ୍ରିମ କୋର୍ଟଙ୍କୁ ପ୍ରସ୍ତାବ ଦେଲେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ସଂପୂର୍ଣ୍ଣ ଲକଡାଉନ ପାଇଁ ସରକାର ପ୍ରସ୍ତୁତ। କିନ୍ତୁ ପଡ଼ୋଶୀ ରାଜ୍ୟର ଅଂଶ ଥିବା ଏନସିଆରରେ ମଧ୍ୟ ଏହାକୁ ପାଳନ କରାଯାଉ। ବାୟୂ ପ୍ରଦୂଷଣ ସଂପର୍କିତ ମାମଲାରେ ସୁପ୍ରିମ କୋର୍ଟଙ୍କୁ ଏହି ପ୍ରସ୍ତାବ ଦେଇଛନ୍ତି ଦିଲ୍ଲୀ ସରକାର। ରାଜଧାନୀରେ ବାୟୂ ପ୍ରଦୂଷଣ…

ବସ୍‌ ଚଳାଚଳକୁ ସିନା ମିଳିଛି ଅନୁମତି କିନ୍ତୁ ଏହିସବୁ କ୍ଷେତ୍ରରେ ରହିବ କଟକଣା

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବ୍ୟାପୀ ବସ୍‌ ଚଳାଚଳକୁ ମିଳିଛି ଅନୁମତି । ସିଟ୍‌ କ୍ଷମତା ଅନୁସାରେ ଯାତ୍ରୀ ପରିବହନ କରିବେ । ସମସ୍ତେ ମାନିବେ କୋଭିଡ କଟକଣା । କିନ୍ତୁ ରଥଯାତ୍ରା ପାଇଁ ପୁରୀକୁ ୨୫ ତାରିଖ ଯାଏ ବସ ଚଳାଚଳ ବନ୍ଦ ରହିବ ବୋଲି ଘୋଷଣା କରିଛନ୍ତି ମୁଖ୍ୟ ସଚିବ ସୁରେଶ ମହାପାତ୍ର ।…

ଏଜି ଛକରେ ଚାଲିଛି ଜୋରଦାର ଚେକିଙ୍ଗ, ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ୍ ଆଦାୟ କରୁଛି କମିଶନରେଟ ପୋଲିସ୍

ଭୁବନେଶ୍ବର: ଏଜି ଛକରେ ଚେକିଙ୍ଗ ଜୋରଦାର କରିଛି କମିଶନରେଟ ପୋଲିସ। ଅମାନିଆଙ୍କୁ ଧରି ମୋଟା ଅଙ୍କର ଫାଇନ ଆଦାୟ କରିଛି। ଯେଉଁମାନେ ଆବଶ୍ୟକୀୟ କାର୍ଯ୍ୟ ନଥାଇ ଅଯଥାରେ ଭିଡ଼ ଜମାଉଛନ୍ତି ସେମାନଙ୍କଠାରୁ ଫାଇନ ଆଦାୟ ହେଉଛି। ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ ବିଭିନ୍ନ ଚେକିଂ ପୋଷ୍ଟ…

ରାଜ୍ୟରେ ଆଜିଠାରୁ ଆରମ୍ଭ ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌, ଆହୁରି କଡାକଡି ହୋଇଛି କଟକଣା

ଭୁବନେଶ୍ବର: ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌। ଜୁନ ୧୭ ତାରିଖ ସକାଳ ୫ଟା ଯାଏ  ଲକଡାଉନ ବଳବତ୍ତର ରହିବ । ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍‌ ଜାରି ରହିବ । ଆଜି ସକାଳ ୫ଟା ପର୍ଯ୍ୟନ୍ତ ବଳବତ୍ତର ରହିଥିଲା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌।…

ବୁଲା ଗାଈ,ଗୋରୁ ଓ କୁକୁରଙ୍କ ଖାଦ୍ୟ ପାଇଁ ଦ୍ବିତୀୟ ପର୍ଯ୍ୟାୟରେ ପୁଣି ୫୫ ଲକ୍ଷ ଟଙ୍କା ସହାୟତା ମଞ୍ଜୁର

ଭୁବନେଶ୍ୱର : କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି । ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣୀମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ…

ଆଜି ଲକ୍‌ଡାଉନର ତୃତୀୟ ଦିନରେ ଚାଲିଛି କଡ଼ାକଡ଼ି ଚେକିଂ, ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ

ଭୁବନେଶ୍ବର: କରୋନା ଚେନରେ ବ୍ରେକ ଲଗାଇବାକୁ ଲକ୍‌ଡାଉନର ତୃତୀୟ ଦିନରେ ଚେକିଂ କଡ଼ାକଡ଼ି । ବିଭିନ୍ନ ସ୍ଥାନରେ ପୋଲିସର ନାକାବନ୍ଦୀ । ଲୋକଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧୨ଟା ପର୍ଯ୍ୟନ୍ତ ୬ ଘଣ୍ଟା ଖୋଲାରହୁଛି ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ । ଚାଲି ଚାଲି ଯାଇ ଗ୍ରୋସରୀ, ପନିପରିବା,…

ରାଜ୍ୟରେ ୧୪ ଦିନିିଆ ଲକଡାଉନର ଆଜି ଦ୍ୱିତୀୟ ଦିନ, ଛକ ଛକରେ ବ୍ୟାରିକେଡ୍‌ ସହ ଇଁତରା ମାରୁଛି ପୋଲିସ୍

ଭୁବନେଶ୍ବର: କରୋନା କାୟାରେ ବ୍ରେକ୍‌ ଲଗାଇବାକୁ ରାଜ୍ୟରେ ୧୪ ଦିନିିଆ ଲକଡାଉନ୍‌ ର ଆଜି ଦ୍ୱିତୀୟ ଦିନ। ଗାଁଠୁ ସହର ସବୁ ଶୂନଶାନ । ରାସ୍ତାଘାଟ ଖାଲି ଖାଲି । ଛକ ଛକରେ ପୋଲିସ ନାକାବନ୍ଦୀ କରିବା ସହ ବିଭିନ୍ନ ସ୍ଥାନରେ ବ୍ୟାରିକେଡ୍‌ କରାଯାଇଛି । ପୋଲିସ ପଇଁତରା ମାରୁଛନ୍ତି । ଯାଞ୍ଚକୁ…

ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ: ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ

ଭୁବନେଶ୍ୱର: ଲକ୍‌ଡାଉନକୁ କାର୍ଯ୍ୟକାରୀ କରିବାକୁ ଭୁବନେଶ୍ୱରରେ ୨୦ ପ୍ଲାଟୁନ ପୋଲିସ ମୁତୟନ ହୋଇଛନ୍ତି। ୨ଶହ ଅଧିକାରୀ ଓ ୧୫୦ରୁ ଅଧିକ ଟ୍ରାଫିକ କନେଷ୍ଟବଳ ନିୟୋଜିତ ରହିଛନ୍ତି। ଭୁବନେଶ୍ୱରକୁ ଛଅଟି ଜୋନରେ ଭାଗ କରି, କଡା ଚେକିଂ କରାଯାଉଛି। ଯେଉଁମାନଙ୍କ ପାଇଁ ନିୟମ କୋହଳ ରହିଛି ସେମାନେ…

ଆଜିଠୁ ଲକଡାଉନ୍‌: ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ, କରୋନା ସଂକ୍ରମଣରେ ବ୍ରେକ୍‌ ଦେବାକୁ ସରକାରଙ୍କ ନିଷ୍ପତ୍ତି

ଭୁବନେଶ୍ବର: ଆଜିଠୁ ଲକଡାଉନ୍‌ । ରାଜ୍ୟରେ ୧୪ ଦିନିଆ ତାଲାବନ୍ଦ । କରୋନାର ଦ୍ରୁତ ସଂକ୍ରମଣରେ ବ୍ରେକ୍‌ ଦେବାକୁ ଏଭଳି ନିଷ୍ପତ୍ତି ନେଇଛନ୍ତି ସରକାର । ହେଲେ ଜରୁରୀ ସେବାକୁ ବାଦ ଦିଆଯାଇଛି । ଲୋକଙ୍କ ସୁବିଧା ପାଇଁ ପ୍ରତିଦିନ ସକାଳ ୬ଟାରୁ ଦିନ ୧୨ଟା ଯାଏ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା…

ଲକଡାଉନରେ ନୂଆ ବ୍ୟବସ୍ଥା, ଘରକୁ ଯାଇ ଏତଲା ଆଣିବ ପୋଲିସ

ଭୁବନେଶ୍ୱର(କେ ନ୍ୟୁଜ): ଏଣିକି ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ ଘରକୁ ଯାଇ ଏତଲା ଆଣିବ ପୋଲିସ । ଲକଡାଉନ ସମୟରେ କମିଶନରେଟ ପୋଲିସ ପକ୍ଷରୁ ଏମିତି ଏକ ବିଶେଷ ବ୍ୟବସ୍ଥା କାରାଯାଇଥିବା ନେଇ ସୂଚନା ଦେଇଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ । ଶ୍ରୀ ଦାସଙ୍କ ଅନୁଯାୟୀ…

ଆସନ୍ତାକାଲିଠୁ ରାଜ୍ୟରେ ଲକ୍‌ଡାଉନ୍, ଏହା ପୂର୍ବରୁ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ

ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଲାଗିବ ଲକ୍‌ଡାଉନ। କରୋନା ଚେନ୍‌ ଭାଙ୍ଗିବାକୁ ୧୪ ଦିନିଆ ତାଲା ବନ୍ଦ। ଏହା ପୂର୍ବରୁ କିନ୍ତୁ ବଜାରରେ ପ୍ରବଳ ଭିଡ଼। କୋଭିଡ୍‌ କଟକଣାକୁ ଫୁ କରି ବଜାରରେ କିଣାକିଣି କରୁଛନ୍ତି ହଜାର ହଜାର ଲୋକ। ଗ୍ରୋସରୀ ଦୋକାନ ସହ ପରିବା କିଣିବା ପାଇଁ ଗୋଟିଏ ଜାଗାରେ…